ସ୍ୱାସ୍ଥ୍ୟ

ଚୁଇଙ୍ଗମ୍‌ ଚୋବାଇବା ଦ୍ୱାରା ହ୍ରାସ ପାଇଥାଏ ଓଜନ, ଜାଣନ୍ତୁ କଣ ରହିଛି ସତ୍ୟତା

ଅଧିକାଂଶ ଲୋକମାନେ କେବେ ନା କେବେ ଚୁଇଙ୍ଗମ ଖାଇବା ପାଇଁ ପସନ୍ଦ କରିଥାନ୍ତି। ଏଥିସହ କୁହାଯାଥାଏ ଚୁଇଙ୍ଗମ୍‌ ଖାଇବାରେ ସାବଧାନ ରହିବା ଉଚିତ। କାରଣ ଚୁଇଙ୍ଗମ୍‌ ଗିଳିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଯଦି ଆପଣଙ୍କୁ କିଏ କହିଥାଏ ଚୁଇଙ୍ଗମ୍‌ ଚୋବାଇବା ଦ୍ୱାରା ଓଜନ କମିଥାଏ ତେବେ ଏହା କୌଣସି ଆଶ୍ଚର୍ଯ୍ୟକର କଥା ନୁହେଁ। କାରଣ ଅନେକ ଗବେଷଣାରୁ ପ୍ରମାଣିତ ହୋଇଛି ଚୁଇଙ୍ଗମ୍‌ ଚୋବାଇବା ଦ୍ୱାରା ଖୋଦିତ ବସ୍ତୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଚୁଇଙ୍ଗମ୍‌ ଅତ୍ୟଧିକ ଭୋଜନକୁ ନିୟନ୍ତ୍ରିତ କରିଥାଏ। ଯେଉଁ କାରଣରୁ ଆପଣଙ୍କ ଶରୀରରେ ଅତ୍ୟଧିକ ମୋଟାପଣ କମ ହୋଇଥାଏ।

weight loss

ଅନେକ ଗବେଷଣାରେ ମଧ୍ୟ ଏହା ପ୍ରମାଣିତ ହୋଇଛି ଚୁଇଙ୍ଗମ୍‌ ଚୋବାଇବା ଦ୍ୱାରା କ୍ୟାଲୋରୀ ବର୍ନ ହୋଇଥାଏ। ଏକ ରିସର୍ଚ୍ଚରୁ ଜାଣିବାକୁ ମିଳିଛି ଯେଉଁ ଲୋକମାନେ ପ୍ରତ୍ୟେକ ଦିନ ଚୁଇଙ୍ଗମ୍‌ ଚୋବାଇଥାନ୍ତି, ସେମାନେ ପାଖାପାଖି କ୍ୟାଲୋରୀ ବ୍ୟବହୃତ କରିଥାନ୍ତି। ଏହାବ୍ୟତୀତ ଚୁଇଙ୍ଗମ୍‌ ଚୋବାଉଥିବା ଲୋକମାନେ ଅନ୍ୟ ଲୋକମାନଙ୍କ ତୁଳନାରେ ୫ ପ୍ରତିଶତ ଅଧିକ କ୍ୟାଲୋରୀ ବର୍ନ କରିଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button