ଦେଶ ବିଦେଶ

Interesting Gk Questions- ଏମିତି ଏକ ଓଡିଆ ଶବ୍ଦ କୁହ ଯେଉଁଥିରେ ଓଡିଆର ସବୁ ଅକ୍ଷର ଲୁଚି କି ରହିଛି ?

କେତେ ଥର କିଛି ଲୋକଙ୍କ ସହିତ ଏମିତି ହୋଇଥାଏ କି ସେମାନେ ଇଣ୍ଟରଭ୍ୟୁ ନାମ ଶୁଣି ଡରି ଯାଇଥାନ୍ତି କାରଣ ଇଣ୍ଟରଭ୍ୟୁ ଏକ ଏମିତି ପ୍ରକ୍ରିୟା ହୋଇଥାଏ ଯାହା ଦ୍ଵାରା ବ୍ୟକ୍ତିର ମାନସିକ ସ୍ଥିତି ଜଣା ପଡିଥାଏ କିନ୍ତୁ ଏହି ପ୍ରକ୍ରିୟା ବହୁତ କଷ୍ଟ ହୋଇଥିବାରୁ ବ୍ୟକ୍ତି ଏଥିପାଇଁ ଡରି ଯାଇଥାନ୍ତି । ଆପଣ କେଉଁଠିକୁ ପରୀକ୍ଷା ଦେବାକୁ ଯାଇଛନ୍ତି ତାହେଲେ ପରୀକ୍ଷାରେ ପାସ କରିବା ପାଇଁ ସମସ୍ୟା ଆସି ନଥାଏ କିନ୍ତୁ ଇଣ୍ଟରଭ୍ୟୁରେ ଆପଣଙ୍କୁ ବହୁତ କିଛି ସହିବାକୁ ପଡିଥାଏ କାରଣ ଲେଖିବା ବହୁତ ସହଜ ହୋଇଥାଏ କିନ୍ତୁ ଯେତବେଳେ କାହା ସାମ୍ନାରେ ବସି କଥା ହେଉଥାନ୍ତି ତାହେଲେ ଅଧିକ ଲୋକ ଡରି ଯାଇଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ପଚାରିବୁ ଯାହାକୁ ଇଣ୍ଟରଭ୍ୟୁରେ ପଚରାଯାଏ । ଏହି ପ୍ରଶ୍ନ ସେହି ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ହୋଇଥାଏ ଯେଉଁମାନଙ୍କୁ ଲାଗିଥାଏ କି ତାଙ୍କ ମସ୍ତିସ୍କ ବହୁତ ଦୃତ ଗତିରେ ଚାଲିଥାଏ । ତେବେ ଏହି ଝିଅଟିକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ତାହେଲେ ଆପଣ ବୁଝିଯିବେ କି ଆପଣ ସତରେ ବୁଦ୍ଧିମାନ ଅଟନ୍ତି ନା ତାହା ଆପଣଙ୍କର ଭ୍ରମ ଅଟେ ।

ପ୍ରଶ୍ନ-୧

କେଉଁ ଦେଶର କୁକୁଡ଼ା ନୀଳ ଅଣ୍ଡା ଦେଇଥାଏ ?

ଉ: ଚିଲ୍ଲୀ ଦେଶର କୁକୁଡ଼ା ନୀଳ ଅଣ୍ଡା ଦେଇଥାଏ ।

ପ୍ରଶ୍ନ-୨

ପ୍ରଥମ ମୁକ ଫିଲ୍ମ କଣ ଥିଲା ?

ଉ: ପ୍ରଥମ ମୁକ ଫିଲ୍ମ ରାଜା ହରିଶ୍ଚନ୍ଦ୍ର ଥିଲା ।

ପ୍ରଶ୍ନ-୩

ବିଶ୍ୱର ସବୁଠାରୁ ବଡ଼ ପାଚେରୀ କଣ ଅଟେ ?

ଉ: ବିଶ୍ୱର ସବୁଠାରୁ ବଡ଼ ପାଚେରୀ ଦ ଗ୍ରେଟ ୱାଲ ଅଫ ଚାଇନା ଅଟେ ।

ପ୍ରଶ୍ନ-୪

ମେଡିକାଲରେ ନାଲି ରଙ୍କର ଯୁକ୍ତ ଚିହ୍ନ କାହିଁକି ହୋଇଥାଏ ?

ଉ:ଏହା ରେଡ଼ କ୍ରସରକୁ ସୂଚାଏ ଓ ଏହା ଆପାତ କାଳୀନ ପରିସ୍ଥିତିରେ ଆଗକୁ ଯିବାପାଇଁ ସହଜ ହୋଇଥାଏ ।

ପ୍ରଶ୍ନ-୫

କେଉଁ ଦେଶର ଲୋକ ଅଧିକ ପାଠ ପଢ଼ିଥାନ୍ତି?

ଉ: କାନାଡ଼ା ଦେଶର ଲୋକ ଅଧିକ ପାଠ ପଢ଼ିଥାନ୍ତି ।

ପ୍ରଶ୍ନ-୬

ଭାରତ ଉପରେ ଆକ୍ରମଣ କରିଥିବା ପ୍ରଥମ ୟୁରୋପବାସୀଙ୍କ ନାମ କଣ?

ଉ: ଭାରତ ଉପରେ ଆକ୍ରମଣ କରିଥିବା ପ୍ରଥମ ୟୁରୋପବାସୀଙ୍କ ନାମ ସିକନ୍ଦର ।

ପ୍ରଶ୍ନ-୭

ସବୁଠାରୁ ଅଧିକ ବାଟ ବହିଥିବା ନଦୀର ନାମ କଣ ?

ଉ: ସବୁଠାରୁ ଅଧିକ ବାଟ ବହିଥିବା ନଦୀର ନାମ କୋଶି ନଦୀ ।

ପ୍ରଶ୍ନ-୮

କେଉଁ ଜୀବର ପାଦ ନଥାଏ ?

ଉ: ସାପର ପାଦ ନଥାଏ ।

ପ୍ରଶ୍ନ-୯

ଭାରତର ହଲିଉଡ଼ କେଉଁ ସହରକୁ କୁହାଯାଇଥାଏ?

ଉ: ଭାରତର ହଲିଉଡ଼ ମୁମ୍ଭାଇ ସହରକୁ କୁହାଯାଇଥାଏ ।

ପ୍ରଶ୍ନ-୧୦

ଭାରତର ସବୁଠାରୁ ଉଚ୍ଚ ନ୍ୟାୟାଳୟ କଣ ଅଟେ ?

ଉ: ଭାରତର ସବୁଠାରୁ ଉଚ୍ଚ ନ୍ୟାୟାଳୟ ଆହ୍ଲାବାଦ ଅଟେ ।

ପ୍ରଶ୍ନ-୧୧

ଭାରତରେ ସବୁଠାରୁ ଅଧିକ ଚନ୍ଦନ ଗଛ କେଉଁ ରାଜ୍ୟରେ ଅଛି?

ଉ: ଭାରତରେ ସବୁଠାରୁ ଅଧିକ ଚନ୍ଦନ ଗଛ କର୍ଣ୍ଣାଟକ ରାଜ୍ୟରେ ଅଛି।

ପ୍ରଶ୍ନ-୧୨

ସବୁଠାରୁ କଠୋର କାନୁନ କେଉଁ ଦେଶର ଅଟେ ?

ଉ: ସାଉଦି ଆରବ ରେ ସବୁଠାରୁ କଠୋର କାନୁନ ହୋଇଥଏ ।

ପ୍ରଶ୍ନ-୧୩

ଆରବ ସାଗରର ରାଣୀ କାହାକୁ କୁହାଯାଇଥାଏ ?

ଉ: ଆରବ ସାଗରର ରାଣୀ କୋଚିକୁ କୁହାଯାଇଥାଏ ।

ପ୍ରଶ୍ନ-୧୪

ବିଶ୍ୱର ସବୁଠାରୁ ଦାମୀ ଫଳ କେଉଁଠାରୁ ମିଳିଥାଏ ?

ଉ: ବିଶ୍ୱର ସବୁଠାରୁ ଦାମୀ ଫଳ ଜାପାନରୁ ମିଳିଥାଏ ।

ପ୍ରଶ୍ନ-୧୫

ଚୌରି ଚୌରା ଘଟଣା କେଉଁଠାରେ ହୋଇଥିଲା ?

ଉ: ଚୌରି ଚୌରା ଘଟଣା ଗୋରଖ ପୁରରେ ହୋଇଥିଲା ।

ପ୍ରଶ୍ନ-୧୬

ଏମିତି ଏକ ଓଡିଆ ଶବ୍ଦ କୁହ ଯେଉଁଥିରେ ଓଡିଆର ସବୁ ଅକ୍ଷର ଲୁଚି କି ରହିଛି ?

ଉତ୍ତର- ବର୍ଣ୍ଣମାଳା ଯେଉଁଥିରେ ଓଡିଆର ସବୁ ଅକ୍ଷର ରହିଅଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button