ମନୋରଞ୍ଜନ

ଦେଖନ୍ତୁ ବାପାଙ୍କୁ ଟିଭିରେ ଦେଖି କେମିତି ଖୁସିରେ ନାଚୁଛନ୍ତି Anishaଙ୍କ ଝିଅ… ଦେଖନ୍ତୁ Video

ବନ୍ଧୁଗଣ, ଆମ ଓଡିଆ ଇଣ୍ଡଷ୍ଟ୍ରୀରେ ଏହିଭଳି ଅନେକ ଅଭିନେତା ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ଅଭିନୟ ଦ୍ଵାରା ଦର୍ଶକଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଆନିଶା ଶର୍ମା ଏବଂ ଶୁଭାଶିଷ ଙ୍କ ସମ୍ପର୍କରେ କିଛି ବିଶେଷ କଥା କହିବାକୁ ଯାଉଅଛୁ । ତେବେ ଆସନ୍ତୁ ଜାଣି ନେବା ସଂପୂର୍ଣ୍ଣ ବିବରଣୀ ସମ୍ପର୍କ ରେ । କିଛି ବର୍ଷ ପୂର୍ବେ ଅଭିନେତ୍ରୀ ଆନିଶା ଶର୍ମା ଏବଂ ଶୁଭାଶିଷ ଦୁହେଁ ପ୍ରେମ ବିବାହ କରିଛନ୍ତି ଆଉ ବେଶ ଖୁସି ରେ ମଧ୍ୟ ଅଛନ୍ତି ନିଜର ଦାଂପତ୍ଯ ଜୀବନକୁ ନେଇ ।

ଦୁହେଁ ଟିଭି ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା ସମୟରେ ଦୁହିଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ ଆଉ ପରେ ପ୍ରେମ ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେଲେ । ତାଙ୍କ ବିବାହ ରେ ଅନେକ ବଡ ବଡ ସେଲିବ୍ରେଟି ଯୋଗ ଦେଇଥିଲେ । ତେବେ ଆନିଶା ଏବଂ ଶୁଭାଶିଷ ଙ୍କର ଏକ କନ୍ୟା ସନ୍ତାନ ଜାତ ହୋଇଛି ଯାହାକୁ ନେଇ ଶୁଭାଶିସ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ବର୍ତ୍ତମାନ ସମୟରେ ଆନିଶାଙ୍କ ଝିଅ ର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ମାତ୍ର ରେ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ତେବେ ଭାଇରାଲ ହୋଇଥିବା ଭିଡିଓ ରେ ଆନିଶା ଙ୍କ ଝିଅ ନିଜ ବାପା ଙ୍କୁ ଟିଭିରେ ଅଭିନୟ କରୁ ଥିବାର ଦେଖି ଖୁସି ହୋଇ ଥିବାର ନଜର ଆସୁଛନ୍ତି । ଆନିଶା ଙ୍କ ଝିଅ ଙ୍କ ନାମ ଭିୟୋନା ଶର୍ମା । ବର୍ତ୍ତମାନ ଭିୟୋନାଙ୍କୁ ମାତ୍ର ଦେଢ ବର୍ଷ ବୟସ ହୋଇଛି । ସେ ନିଜ ବାପା ଏବଂ ମା’ ଙ୍କ ସହିତ ଭିଡିଓ ରେ ନଜର ଆସୁ ଥିବାର ଦେଖିବାକୁ ମିଳିଛନ୍ତି । କିଛି ଦିନ ପରେ ଭିୟୋନା ଏକ ଚାଇଲ୍ଡ ଆର୍ଟିଷ୍ଟ ଭାବରେ ଓଡିଆ ଇଣ୍ଡଷ୍ଟ୍ରୀରେ କାମ କରିବେ ବୋଲି ତାଙ୍କ ମା’ ଏବଂ ବାପା କହିଛନ୍ତି ।

ଏହା ବ୍ୟତୀତ ସେ କିଛି ୱେବ ସିରିଜରେ ମଧ୍ୟ ଚାଇଲ୍ଡ ଆର୍ଟିଷ୍ଟ ଭାବରେ ଅଭିନୟ କରି ସାରିଲେଣି । ଆଣିଷ ଙ୍କ ଝିଅ ଭିଯୋନା ଏତେ ଛୋଟ ବୟସରୁ ଅଭିନୟ କରିବାର ନଜର ଆସୁଛନ୍ତି । ପୂର୍ବ ରୁ ମଧ୍ୟ ତାଙ୍କର ଅନେକ ଭିଡିଓ ନିଜ ବାପା-ମା ଙ୍କ ସହ ନଜର ଆସି ସାରିଛି । ଯାହାକୁ ନେଇ ଆନିଶା ଓ ସୁଭାଷୀସ ଙ୍କ ଫ୍ୟାନ୍ସ ମାନେ ବେଶ ପସନ୍ଦ ମଧ୍ୟ କରିଛନ୍ତି । ଭିୟୋନା ନିଜ ବାପା ଙ୍କୁ ଟିଭି ରେ ଅଭିନୟ କରୁ ଥିବାର ଦେଖି ଏତେ ମାତ୍ରା ରେ ଖୁସି ହୋଇ ପଡିଛନ୍ତି କି ନ କହିଲେ ସରେ ।

ଟିଭି ରେ ପ୍ରଥମ ଥର ପାଇଁ ନିଜ ବାପା ଙ୍କୁ ଦେଖି ଭିୟୋନା ଖୁସି ରେ ମଗ୍ନ ହୋଇ ଯାଇଛନ୍ତି ।  ଆନିଶା ମା’ ହେଲା ପରେ ଓଲିଉଡ ଇଣ୍ଡଷ୍ଟ୍ରୀରୁ ସଂପୂର୍ଣ୍ଣ ଭାବରେ ଦୂରେଇ ରହିଛନ୍ତି । କିନ୍ତୁ ଶୁଭାଶିଷ ଓଡିଆ ସିନେମା ରେ ଅଭିନୟ କରିବା ସହିତ ଓଡିଆ ସିରିୟଲରେ ମଧ୍ୟ ଅଭିନୟ କରୁ ଥିବାର ଦେଖା ଯାଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button