ରାଶିଫଳ

୧୦୦ ବର୍ଷ ପରେ ନୂଆ ବର୍ଷରେ ଏହି ରାଶିମାନଙ୍କର ଜାତକରେ ହେଉଛି ରାଜଯୋଗ, ମାତା ଲକ୍ଷ୍ମୀ କରିବେ ସବୁ ଇଚ୍ଛା ପୁରା, ହେବ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଭଲ ଭାଗ୍ୟ ପଛରେ ଗ୍ରହ ଗୁଡିକର ଗତି ପରିବର୍ତ୍ତନର ମୁଖ୍ୟ ଭୂମିକା ଥାଏ । ଯଦି ଗ୍ରହ ଗୁଡିକର ସ୍ଥିତି କୌଣସି ବ୍ୟକ୍ତିର ରାଶିରେ ଶୁଭରେ ଅଛି ତେବେ ଏହି କାରଣରୁ ବ୍ୟକ୍ତି ଭାଗ୍ୟଶାଳୀ ପ୍ରମାଣିତ ହୋଇଥାଏ । କିନ୍ତୁ ଏମାନଙ୍କର ସ୍ଥିତି ଠିକ ନ ଥିଲେ ତେବେ ବ୍ୟକ୍ତିକୁ ବିଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି କିଛି ହିଁ ଦିନରେ ପୁରୁଣା ବର୍ଷ ଶେଷ ହେବାକୁ ଯାଉଛି ଓ ବର୍ଷ ୨୦୨୦ ଆରମ୍ଭ ହେବାର ଅଛି ।

ଜ୍ୟୋତିଷ ଗଣନା ଅନୁସାରେ ୧୦୦ ବର୍ଷ ପରେ ନୂଆ ବର୍ଷରେ କିଛି ରାଶି ଗୁଡିକର ମହା ରାଜଯୋଗ ହେଉଛି, ଯେଉଁ କାରଣରୁ ମାତା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ଏହି ରାଶି ଗୁଡିକ ଉପରେ ରହିବ ଓ ଏମାନଙ୍କର ସମସ୍ତ ଇଚ୍ଛା ପୁରା ହେବ ।

ଆସନ୍ତୁ ଜାଣିବା ନୂଆ ବର୍ଷରେ କେଉଁ ରାଶିମାନଙ୍କର ଜାତକରେ ରହିବ ରାଜଯୋଗ

ମେଷ ରାଶି

ମେଷ ରାଶିର ଲୋକମାନଙ୍କର ଜାତକରେ ଶୁକ୍ର ଓ ଚନ୍ଦ୍ରମା ଦୁଇଟି ହିଁ ଶୁଭ ସ୍ଥାନରେ ବିରାଜମାନ ଅଛନ୍ତି । ଏହି ରାଶିର ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ବିଶେଷ ଆଶୀର୍ବାଦ ରହିବ । ଜୀବନରେ ଆଗକୁ ବଢିବାର ଅନେକ ସୁଯୋଗ ମିଳିବ । କିଛି ନୂତନ ଯୋଜନା ଆରମ୍ଭ କରିବେ ଯେଉଁଥିରେ ସଫଳ ମଧ୍ୟ ହେବେ ।

ମିଥୁନ ରାଶି

ମିଥୁନ ରାଶିର ଲୋକମାନଙ୍କ ପାଇଁ ଆସୁଥିବା ବର୍ଷ ଖୁସିରେ ଭରପୁର ରହିବ । ଆପଣଙ୍କୁ ନିଜ କାର୍ଯ୍ୟ କ୍ଷେତ୍ରରେ ଭଲ ଲାଭ ମିଳିବ । ଆପଣ ନେଇଥିବା ନିର୍ଣ୍ଣୟ ସଠିକ ପ୍ରମାଣିତ ହେବ । ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଆର୍ଥିକ ସ୍ଥିତି ମଜବୁତ ରହିବ । ଧନ ଲାଭର ଅବସର ମିଳିବ ।

କନ୍ୟା ରାଶି

କନ୍ୟା ରାଶିର ଲୋକମାନଙ୍କ ଜୀବନରେ ନୂଆ ବର୍ଷରେ ବହୁତ ସୁଧାର ଦେଖିବାକୁ ମିଳିବ । କନ୍ୟା ରାଶିର ବ୍ୟକ୍ତିମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ରହିବ । ଜୀବନରେ ଥିବା ସମସ୍ତ ସମସ୍ୟା ସମାପ୍ତ ହୋଇଯିବ । ଯେକୌଣସି କାର୍ଯ୍ୟ କରିବେ ସେଥିରେ ସଫଳତା ନିଶ୍ଚିତ ମିଳିବ ।

ମକର ରାଶି

 

ମକର ରାଶିର ଲୋକମାନଙ୍କର ନୂତନ ବର୍ଷ ଶୁଭ ରହିବାର ଅଛି । ବିଶେଷତଃ ବ୍ୟବସାୟୀ ଲୋକମାନଙ୍କୁ ବିଶେଷ ଲାଭ ମିଳିବ । ଚାକିରି କରିଥିବା ବ୍ୟକ୍ତିଙ୍କର ଆୟରେ ବୃଦ୍ଧି ହେବ । ଜୀବନର କିଛି କ୍ଷେତ୍ରରେ ପରିବର୍ତ୍ତନ ଦେଖା ଦେବ । ଧନ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହେବ ।

କୁମ୍ଭ ରାଶି

କୁମ୍ଭ ରାଶିର ଲୋକମାନଙ୍କୁ ନୂଆ ବର୍ଷରେ ପରିଶ୍ରମର ପୁରା ଲାଭ ମିଳିବ । କୁମ୍ଭ ରାଶି ବ୍ୟକ୍ତିଙ୍କ ଉପରେ ଧନର ଦେବୀ ମାତା ଲକ୍ଷ୍ମୀଙ୍କର କୃପା ବର୍ଷିବାର ଅଛି । ଆପଣଙ୍କୁ ଅକସ୍ମାତ ଧନ ଲାଭ ହେବାର ଯୋଗ ହେଉଛି । ଆପଣଙ୍କର ଅଟକିଥିବା ଧନ ବି ମିଳିଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button