ସ୍ୱାସ୍ଥ୍ୟ

ଏହାକୁ ମାତ୍ର ୪ ଦିନ ପିଅନ୍ତୁ, ମା’ କ୍ଷୀର ପର୍ଯ୍ୟାପ୍ତ ମାତ୍ରାରେ ବଢିଯିବ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ସ୍ୱାସ୍ଥ୍ୟ ର ବହୁତ ମହତ୍ତ୍ୱ ରହିଛି।ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲି ମଧ୍ୟ କୁହାଯାଇଥାଏ।ସବୁବେଳେ ନିଜର ସ୍ୱାସ୍ଥ୍ୟ କୁ ଠିକ ରଖିବା ଉଚିତ।ସ୍ୱାସ୍ଥ୍ୟ ଠିକ ରହିବା ଦ୍ୱାରା ମନୁଷ୍ୟ ମଧ୍ୟ ଠିକ ରହିଥାଏ।କିନ୍ତୁ ଆମ ସ୍ୱାସ୍ଥ୍ୟ ରେ ବେଳେବେଳେ ଅନେକ ସମସ୍ୟା ଦେଖା ଦେଇଥାଏ।ଏହା ଦ୍ଵାରା ଆମକୁ ବହୁତ ଯନ୍ତ୍ରଣା ମଧ୍ୟ ସହି ବାକୁ ପଡିଥାଏ।ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମକୁ ବଜାର ରୁ ଅନେକ ପ୍ରକାର ଔଷଧ ସେବନ କରିବା ପାଇଁ ପଡିଥାଏ।କିନ୍ତୁ ସେଥିରୁ କୌଣସି ପ୍ରକାର ଉପଶମ ମିଳି ନ ଥାଏ।ବନ୍ଧୁଗଣ ଆପଣ ହୁଏ ତ ଜାଣିଥିବେ ଯେ ଯେତେବେଳେ ପିଲା ଜନ୍ମ ହୋଇଥାଏ ସେତେବେଳେ ମାଆ ଟି ର କ୍ଷୀର ପ୍ରାୟତଃ ସୁଖି ଯାଇଥାଏ।

ଏପରି ହେବା ଦ୍ଵାରା ପିଲାଟି ପର୍ଯ୍ୟାପ୍ତ ପରିମାଣ ରେ କ୍ଷୀର ପାଇ ପାରି ନ ଥାଏ।ପିଲା ର ପେଟ ମଧ୍ୟ ପୁରୀ ନ ଥାଏ।ସେଥିପାଇଁ ଆମେ ବଜାର ରୁ କ୍ଷୀର ପାଉଡର ଆଣି ତାହାକୁ ପିଲାକୁ ଖାଇବାକୁ ଦେଇଥାଉ।କିନ୍ତୁ ଏଥିରେ ତାହାକୁ ସଠିକ ପୋଷଣ ମିଳି ପାରି ନ ଥାଏ।

କିନ୍ତୁ ଆଜି ଆମେ ଆପଣଙ୍କ ନିକଟ କୁ ଏପରି ଏକ ଘରୋଇ ଉପାୟ ନେଇକରି ଆସିଛୁ ଯାହା ଦ୍ୱାରା ଆପଣଂକର କ୍ଷୀର ଶୁଖିବ ନାହିଁ ଓ ପିଲାକୁ ପର୍ଯ୍ୟାପ୍ତ ପରିମାଣ ରେ କ୍ଷୀର ମିଳିବ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଉପାୟ ବିଷୟ ରେ।

ବନ୍ଧୁଗଣ ମାଆ କ୍ଷୀର ବଢ଼େଇବା ପାଇଁ ପ୍ରଥମେ ଯେଉଁ ଜିନିଷ ଟି ଆବଶ୍ୟକ ଅଛି ତାହା ହେଉଛି ଜିରା।ଏହା ବହୁତ ସହଜ ରେ ମିଳିଯାଇଥାଏ।ଜିରା ଉତ୍ତମ ମାତୃ ସ୍ତନ୍ୟ ବର୍ଧକ ଦ୍ରବ୍ୟ ଅଟେ।ଏଥିରୁ ପ୍ରଚୁର ପରିମାଣ ରେ ଆଇରନ ମିଳିଥାଏ।ଏହା ମା କ୍ଷୀର ବୃଦ୍ଧି କରିବା ପାଇଁ ବହୁତ ସାହାଯ୍ୟ କରିଥାଏ।ତେବେ ବନ୍ଧୁଗଣ ପ୍ରଥମେ ଜିରା କୁ ନେଇ ଗୁଣ୍ଡ କରି ଦିଅନ୍ତୁ।ଏହା ପରେ ଏହି ଜିରା ଗୁଣ୍ଡ କୁ ଭାତ କିମ୍ବା ରୁଟି ରେ ମିଶାଇ କରି ଖାଇବା ଦ୍ୱାରା ମାଆ କ୍ଷୀର ର ବୃଦ୍ଧି ହୋଇଥାଏ।ଏହାକୁ କେବଳ ୪ ଥର ଖାଇବା ଦ୍ୱାରା ହିଁ ଏହାର ପରିଣାମ ଦେଖା ଦେଇଥାଏ।

ବର୍ତ୍ତମାନ ଦ୍ଵିତୀୟ ଉପାୟ ସମ୍ପର୍କରେ ଜାଣିବା।ପ୍ରଥମେ ଏକ ପାତ୍ର କୁ ଚୂଲା ଉପରେ ରଖି ଗରମ କରନ୍ତୁ ଓ ଏଥିରେ ୨୫ ଗ୍ରାମ ଘିଅ ପକାନ୍ତୁ।ଏହା ପରେ ଏଥିରେ କିଛି ଜିରା ପକାନ୍ତୁ।ଏହା ପରେ ଏହାକୁ ଭଲ ଭାବରେ ଭାଜି ନିଅନ୍ତୁ।୫ ରୁ ୬ ମିନିଟ ପର୍ଯ୍ୟନ୍ତ ଏହାକୁ ଭାଜିବା ପରେ ଏହାକୁ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ।ଏହା ପରେ ଏଥିରେ କିଛି ମିଶିରି ମିଶାଇକି ଭଲ ଭାବରେ ଗୁଣ୍ଡ କରି ଦିଅନ୍ତୁ।

ଏହା ପରେ ଆପଣ ଏହି ଗୁଣ୍ଡ କୁ କାଚ ପାତ୍ର ରେ ସାଇତି କରି ରଖି ପାରିବେ।ବର୍ତ୍ତମାନ ଜାଣିବା ଏହାକୁ ସେବନ କରିବାର ପଦ୍ଧତି ବିଷୟ ରେ।ବନ୍ଧୁଗଣ ଏହାକୁ ପ୍ରତିଦିନ ସକାଳେ କ୍ଷୀର ସହିତ ମିଶାଇ ମହିଳା ମାନେ ଖାଇବା ଦ୍ୱାରା କ୍ଷୀର ର ଵୃଦ୍ଧି ଘଟିଥାଏ।ଏହିପରି ଭାବରେ ଏହାକୁ କେବଳ ଚାରି ଦିନ ଲଗାତାର ଭାବେ ଖାଇବାକୁ ପଡିଥାଏ।ଜିରା ମାଆ ଶରୀର ରେ କ୍ଷୀର ପ୍ରସ୍ତୁତ କରିବା ରେ ବହୁତ ସାହାଯ୍ୟ କରିଥାଏ।ତେବେ ବନ୍ଧୁଗଣ ଯେଉଁ ମହିଳା ମାନଙ୍କ ର ଏହି ପରି ସମସ୍ୟା ରହୁଛି ସେମାନଙ୍କୁ ନିଶ୍ଚୟ ଏହି ଉପାୟ କୁ ପ୍ରୟୋଗ କରିବା ଉଚିତ।ଏହା ଦ୍ବାରା ଆପଣଂକୁ ଖୁବ ଶୀଘ୍ର ପରିଣାମ ଦେଖିବାକୁ ମିଳିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button