ରାଶିଫଳ

Jyotish Shastra- ଅପେକ୍ଷାର ସମୟ ହେଲା ଶେଷ, ଆଗାମୀ 36 ଘଣ୍ଟା ମଧ୍ୟରେ ଏହି 4 ଟି ରାଶିଙ୍କୁ ମିଳିବ 3 ଟି ବଡ ଖୁସି ଖବର

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, ଗ୍ରହ ମାନଙ୍କ ଚଳନ ଉପରେ ହିଁ ଭାଗ୍ୟର ଭବିଷ୍ୟତ ନିର୍ଭର କରେ।ଗ୍ରହ ର ଚଳନ ଦ୍ୱାରା ହିଁ କୌଣସି ବ୍ୟକ୍ତି ର ଭାଗ୍ୟ ସ୍ଥିର ହୋଇଥାଏ। ରାଶି ମାନଙ୍କ ଭାଗ୍ୟ ଗ୍ରହ ଗୁଡିକର ଚଳନ ଉପରେ ହିଁ ନିର୍ଭରଶୀଳ। କୌଣସି ବ୍ୟକ୍ତି ନିଜ ଜୀବନରେ ବହୁତ କଠିନ ପରିଶ୍ରମ କରିଥାଏ କିନ୍ତୁ ତାକୁ କୌଣସି ଫଳ ପ୍ରାପ୍ତ ହୋଇନଥାଏ ଏବଂ ବେଳେବେଳେ ବିନା ପରିଶ୍ରମରେ ହିଁ ବ୍ୟକ୍ତି କୁ ବହୁତ କିଛି ମିଳିଥାଏ ଯାହା କେବଳ ଗ୍ରହ ମାନଙ୍କ ଚଳନ ଦ୍ୱାରା ହିଁ ସମ୍ଭବ ହୋଇପାରିଥାଏ।

ଯଦି କୌଣସି ବ୍ୟକ୍ତି ର ଗ୍ରହ ର ଚଳନ ସଠିକ ଭାବରେ ହୋଇଥାଏ ତେବେ ସେହି ବ୍ୟକ୍ତି କୁ କମ ପରିଶ୍ରମ ରେ ଅଧିକ ଫଳ ପ୍ରାପ୍ତ ହୋଇଥାଏ ନଚେତ ଜଣେ ବ୍ୟକ୍ତି ଯେତେବି କଠିନ ପରିଶ୍ରମ କରୁ ନା କାହିଁକି ତାକୁ କୌଣସି ଫଳ ପ୍ରାପ୍ତ ହୁଏନାହିଁ।

ତେବେ ଆସନ୍ତା ୩୬ ଘଣ୍ଟା ମଧ୍ୟରେ କିଛି ରାଶି ମାନଙ୍କ ର ଗ୍ରହର ଚଳନ ରେ ପରିବର୍ତ୍ତନ ହେବ। ଏହି ପରିବର୍ତ୍ତନ ଯୋଗୁଁ ସେମାନଙ୍କ ଜୀବନ ରେ ମଧ୍ୟ ପ୍ରଭାବ ପଡ଼ିବ। ଆଗାମୀ ୩୬ ଘଣ୍ଟା ମଧ୍ୟରେ ଏହି ରାଶି ମାନଙ୍କୁ ମିଳିବ ୩ ଟି ବହୁତ ବଡ଼ ଖୁସି ଖବର। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମତଃ, ଏହି ରାଶି ମାନଙ୍କ ଭାଗ୍ୟ ରେ ରାଜଯୋଗ ର ସମ୍ଭାବନା ରହିଛି। ଏମାନେ ବ୍ୟବସାୟ, ଚାକିରୀ ଆଦି କ୍ଷେତ୍ରରେ ସଫଳତା ହାସଲ କରିବେ ଏବଂ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସଫଳତା ହାସଲ ହେବ। ଏହା ସହିତ ଆପଣଙ୍କ ପାରିବାରିକ ଜୀବନ ସୁଖମୟ ହେବ ଏବଂ ଏହି ସମୟ ଆପଣଙ୍କ ଓ ଆପଣଙ୍କ ପରିବାର ଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ରହିବ।

ଏହି ରାଶି ମାନେ ନିଜ ପରିବାର ର ମନୋରଞ୍ଜନ କରିବେ। ଆପଣଙ୍କୁ ନିଜ ପରିବାର ର ସହଯୋଗ ଓ ସହାନୁଭୂତି ମଧ୍ୟ ପ୍ରାପ୍ତ ହେବ ଏବଂ ଆପଣ ଏହି ସମୟରେ ନିଜ ପରିବାର ସହିତ ଜଡିତ କୌଣସି ଖୁସି ଖବର ପାଇବେ।ଏହି ରାଶି ମାନେ ନିଜର ଘରର ଆଧାର କୁ ସୁରକ୍ଷିତ କରିବା ନିମନ୍ତେ ସମସ୍ତ ପ୍ରକାର ପ୍ରୟାସ କରନ୍ତୁ।

୨. ବନ୍ଧୁଗଣ ଦ୍ଵିତୀୟତଃ, ଆପଣଙ୍କ ପରିବାର ରେ ସୁଖ ଓ ସମୃଦ୍ଧି ସ୍ଥାପନ ହେବ। କର୍ମ କ୍ଷେତ୍ରରେ ଆପଣଙ୍କ କାର୍ଯ୍ୟ ର ସମସ୍ତେ ପ୍ରଶଂସା କରିବେ। ମାତାପିତା ଙ୍କ ଦ୍ଵାରା ମଧ୍ୟ ପ୍ରଶଂସନୀୟ ହେବେ। ଏହା ସହିତ ମାତାପିତା ଙ୍କ ଠାରୁ ମଧ୍ୟ କୌଣସି ଖୁସି ଖବର ମିଳିବାର ଯୋଗ ରହିଛି।ଭାବନାତ୍ମକ କ୍ଷେତ୍ରରେ ଆପଣ ପୂର୍ଣ ରୂପରେ ସନ୍ତୁଳିତ ରହିବେ।

୩. ବନ୍ଧୁଗଣ ତୃତୀୟତଃ, ଏହି ରାଶିର ବ୍ୟକ୍ତି ମାନଙ୍କ କ୍ୟାରିଅର ସୁଦୃଢ ହେବ। ଚାକିରୀ ଓ ବ୍ୟବସାୟ ଉଭୟ କ୍ଷେତ୍ରରେ ଉନ୍ନତି ହାସଲ ହେବ।ଆପଣଙ୍କ କୌଣସି ପୁରୁଣା ମିତ୍ର ସହିତ ସାକ୍ଷାତ ହେବ। କର୍ମ କ୍ଷେତ୍ରରେ ସଫଳ ହେବେ ଏବଂ ଏଭଳି ଖୁସି ଖବର ମିଳିବ ଯାହା ଆପଣ କେବେ କଳ୍ପନା ମଧ୍ୟ କରି ନଥିବେ। ତେବେ ବନ୍ଧୁଗଣ ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ହେଉଛନ୍ତି, ‘ସିଂହ ରାଶି’, ‘କନ୍ୟା ରାଶି’, ‘ମକର ରାଶି’ ଓ ‘କୁମ୍ଭ ରାଶି’।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button