ଜୀବନଶୈଳୀ

ଆପଣ ବହୁତ ଭାଗ୍ୟଶାଳୀ ହୋଇଯିବେ କେବଳ 2 ମିନିଟ ବାହାର କରି 5 ଥର ଏହାକୁ ଜପ କରନ୍ତୁ

ଭଗବାନ ଗଣେଶଙ୍କୁ ବିଘ୍ନହରତା କୁହାଯାଏ ସେଥିପାଇଁ ଜୀବନରେ ଯେତେବେଳେ ବି ବାଧା ଆସିବ ତେବେ ସେହି ସମୟରେ ଗଣେଶଙ୍କ ଆରାଧନା ନିଶ୍ଚିତ ରୂପରେ କରିବା ଉଚିତ । କହିବାକୁ ଗଲେ ଗଣେଶଙ୍କର ଯେଉଁ ମନ୍ତ୍ର ଅଛି ସେଥିରେ ଅଦ୍ଭୂତ ଶକ୍ତି ଅଛି । କେତେକ ଲୋକମାନେ ପୂଜା ପାଠ କରନ୍ତି ଏହା ସହିତ ମନ୍ତ୍ରର ପାଠ ବି କରନ୍ତି । କିନ୍ତୁ ଏହା ସତ୍ବେ ବି କେତେକ ଲୋକମାନଙ୍କର ମନୋକାମନା ପୂର୍ଣ ହୋଇ ପାରେ ନାହିଁ । କିନ୍ତୁ ଏଥିରେ ଆପଣଙ୍କର ହିଁ ଭୁଲ ଥାଏ । କାରଣ ଯଦି ଆପଣ ଯେଉଁ ମନ୍ତ୍ରକୁ ଉଚ୍ଚାରଣ କରୁଛନ୍ତି ଯଦି ସେହି ସମସ୍ତ ମନ୍ତ୍ରକୁ ସଠିକ ରୂପରେ ଉଚ୍ଚାରଣ କରିବେ ତେବେ ଆପଣଙ୍କୁ ଏହାର ସକାରତ୍ମକ ଫଳ ମିଳିବ ନଚେତ ଆପଣ ଯଦି ମନ୍ତ୍ରକୁ ସଠିକ ରୂପରେ ଉଚ୍ଚାରଣ କରୁ ନାହାନ୍ତି ତେବେ ଏହା ଦ୍ଵାରା ଆପଣଙ୍କୁ କୌଣସି ବି ପ୍ରକାରର ସକରାତ୍ମକ ଫଳ ମିଳିବ ନାହିଁ ।

କୁହାଯାଏ କି ମନ୍ତ୍ରରେ ଯେଉଁ ଛନ୍ଦ ଥାଏ ଓ ତାହାର ଯେଉଁ ଧ୍ୱନି ଥାଏ ତାହା ଆପଣଙ୍କର ଜୀବନର ସମସ୍ତ କଷ୍ଟକୁ ସମାପ୍ତ କରିଥାଏ । ସେଥିପାଇଁ ଯେତେବେଳେ ବି ଯେ କୌଣସି ମନ୍ତ୍ରକୁ ଆପଣ ଉଚ୍ଚାରଣ କରୁଛନ୍ତି କିମ୍ବା ପାଠ କରୁଛନ୍ତି ତାହାକୁ ସଠିକ ରୂପରେ ଉଚ୍ଛାରଣ କରନ୍ତୁ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ମନ୍ତ୍ର ନେଇ ଆସିଛୁ ।

ନିଜର ମନୋକାମନାକୁ ପୂର୍ଣ କରିବା ପାଇଁ ଆପଣ ଏହି ମନ୍ତ୍ରକୁ ଜପ କରନ୍ତୁ । ଏହାର ଲାଭ ଆପଣଙ୍କୁ ନିଶ୍ଚିତ ରୂପରେ ମିଳିବ । ଭଗବାନ ଶିବ ଓ ମାତା ପାର୍ବତୀଙ୍କ ପୁତ୍ର ଭଗବାନ ଗଣେଶ ଏହି ମନ୍ତ୍ର ଦ୍ଵାରା ପ୍ରସନ୍ନ ହୋଇ ଆପଣଙ୍କର ସମତ ମନୋକାମନା ପୂର୍ଣ କରିବେ ।

ଓଁ ଗ୍ଲୌମ ଗୌରୀ ପୁତ୍ର, ବକ୍ରତୁଂଡ, ଗଣପତି ଗୁରୂ ଗଣେଶ ।

ଗ୍ଲୌମ ଗଣପତି, ଋଦ୍ଧି ପତି, ସିଦ୍ଧି ପତି । କରୋଂ ଦୂର କ୍ଲେଶ ।।

ଏହି ମନ୍ତ୍ର କିଛି ଏହିଭଳି ଅଟେ ଯାହାକୁ ଜପ କରିବା ଦ୍ଵାରା ଆପଣଙ୍କର ସମସ୍ତ ଦୁଃଖ ଓ ରୋଗ ଗୁଡିକର ଅନ୍ତ ହୋଇଯିବ । ଅର୍ଥାତ ରୋଗ, ଦୁଃଖ ଓ ରୁଣ ଇତ୍ୟାଦିରୁ ମୁକ୍ତି ମିଳିଯିବ । ଏହି ମନ୍ତ୍ରକୁ ଜପ କରିବା ସମୟରେ ମନରେ ପ୍ରେମର ଭାବନା ରଖନ୍ତୁ । ଏହା ସହିତ ଏହି ସମୟରେ କ୍ରୋଧିତ ହେବେ ନାହିଁ ଓ ଈର୍ଷା ବି କରିବେ ନାହିଁ । କାରଣ ଯଦି ଏହିଭଳି ଭାବନା ମନରେ ରଖିବେ ତେବେ ଏହି ମନ୍ତ୍ରର କୌଣସି ବି ଲାଭ ମିଳିବ ନାହିଁ । ଏମିତିରେ ଏହି ସମସ୍ତ ଭାବନାକୁ କାବୁ ରଖନ୍ତୁ । ଯାହା ଦ୍ଵାରା ଆପଣଙ୍କୁ ଏହି ମନ୍ତ୍ରର ପୁରା ଲାଭ ମିଳିବ ଓ ଆପଣଙ୍କର ସମସ୍ତ ମନୋକାମନା ବି ଉଚ୍ଚାରଣ ହେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button