ସ୍ୱାସ୍ଥ୍ୟ

ଫିଟ ରହିବା ପାଇଁ ରାମବାଣ ଅଟେ ଲେମ୍ବୁ ଓ ଅଦା ର ଏହି ଏହି ମିଶ୍ରଣ, ଗୋଟିଏ ସପ୍ତାହରେ ହିଁ ପେଟର ଚର୍ବି ହେଇଯିବ ଗାୟବ- Health Tips

ଆଜି କାଲୀ ଅଟେ ବ୍ୟସ୍ତ ମାୟ ଜୀବନ ଏଥିରେ ଲୋକ ମାନଙ୍କୁ ଖାଇବା ପାଇଁ ସମୟ ମିଳୁ ନାହିଁ । ଏଥି ପାଇଁ ଲୋକ ମାନଙ୍କୁ ବାହାରର ଖାଇବା ଖାଇବା ପାଇଁ ପଡୁଛି । ଯାହାକୁ ଆମେ ଜଙ୍କ ଫୁଡ ବୋଲି କହୁଛୁ । ଏହାକୁ ଖାଇବା ଦ୍ଵାରା ଅଧିକ ଓଜନ ବଢିବାରେ ଲାଗୁଛି । ମଣିଷ ଶରୀରରେ ଅଧିକ ଚର୍ବି ପେଟରେ ଜମା ହୋଇ ଥାଏ ଯାହା ପାଇଁ ଅଧିକ ସମୟରେ ଆମର ପେଟ ବାହରି ଯାଏ । ଆଜିକାଲୀ ସମସ୍ତେ ଅଧିକ ମାତ୍ରାରେ ବାହାରେ ଖାଇବା ପସନ୍ଦ କରୁଛନ୍ତି । ତେଣୁ କରି ନିଜର ପେଟ କମେଇବା ପାଇଁ ଚେଷ୍ଟା ବି କରୁଛନ୍ତି ।

କେତେକ ଲୋକ ଜିମ ଯାଇକି ନିଜକୁ ଫିଟ ରଖିବା ପାଇଁ ଚେଷ୍ଟା କରୁଛନ୍ତି ମାତ୍ର ତାହା ଲାଭ ଦେଉନି ଏହାର କାରଣ , ଲୋକ ମାନେ ଖାଇବା କମାଉ ନାହାନ୍ତି । ଆଜି ଆମେ ଆପାନଙ୍କୁ ଏମିତି କିଛି ଉପାୟ ବିଷୟରେ କହିବୁ ଯାହା ଘରେ ବଶି କାଲେ ଆପଣ ନିଜର ପେଟ କମେଇ ପାରିବେ । ତେବେ ଆସନ୍ତୁ ଜାଣିବା ଏହା କଣ ।
ପେଟ କମେଇବା ପାଇଁ ରାମବାଣ ହେଉଛି ଲେମ୍ବୁ ଆଉ ଆଦର ମିଶ୍ରଣ । ଲେମ୍ବୁରେ ଭିଟାମିନ – C, B – 6, ପାଲିଫେନାଲ, ପୋଟାସିୟମ, ଆଇରନ,ମ୍ୟାଗ୍ନେସିୟମ, କ୍ୟାଲସିୟମ ଓ ଫାଇବର ଥିବା ବେଳେ ଅଦାରେ ଆବସ୍ୟକ ବିସବୋଲିନ୍, ଜିଞ୍ଜେରଲ ଭଳି ନିଉଟ୍ରିଏଣ୍ଟ ଥାଏ । ଏଥିରେ ଆପଣଙ୍କର ପେଟ କମ ହେବା ସହ ଓଜନ ମଧ୍ୟ କମ ହୋଇ ଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଡ୍ରିଂକ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଲାଭ ଦେବ । ଏହା ଆପଣାକୁ ଆକ୍ଟିଭ ରଖିବାରେ ସାହାଜ୍ଯ କରେ ଏହା ସହ ଆପଣଙ୍କ ରୋଗ ପ୍ରତି ରୋଧକ ଶକ୍ତିକୁ ମଧ୍ୟ ବଢାଏ ।
ଏକ ଲେମ୍ବୁ ନେଇକି ସେଥିରୁ ଆଧାର ଅଧା ଫାଳ ନିଅନ୍ତୁ ଓ ଏକ ଅଦାର କିଛି ଭାଗକୁ ପେଶୀ ସେଥିରୁ ରସ କାଢି ଦିଅନ୍ତୁ ଏହା ପରେ ଏଥିରେ ଅଳ୍ପ ପରିମାଣର ପାଣି ମିଶେଇ ଦିଅନ୍ତୁ । ଏହାକୁ ପିବା ଦ୍ଵାରା ପେଟର ସମସ୍ଯା ବି ଦୂର ହୁଅ ଯଦି ଆପଣଙ୍କୁ ବାନ୍ତି ହେଉ ଥାଏ କିମ୍ବା ଆପଙ୍କୁ ଭଲ ଲାଗୁନି ତେବେ ଆପଣା ଏହାକୁ ଖାଇ ପାରିବେ । ଏହା ଆପଣଙ୍କ ମାଇଗ୍ରୀନ ଓ ମୁଣ୍ଡ ବ୍ୟଥା କୁ ମଧ୍ୟ ଦ୍ଦୁର କରି ଥାଏ । ଯଦି ଆପଣଙ୍କ ସମସ୍ଯା ଅନେକ ଦିନର ତେବେ ଏହାକୁ ଆପଣ ନିୟମିତ ପିବା ଦ୍ଵାରା ହିଁ ଲାଭ ପାଇ ପାରିବେ।

 

 

ଅଦା ଓ ଲେମ୍ବୁ ପାଣି ପିବା ଦ୍ଵାରା ଡାଇବେଟିସ ରୋଗୀ ମାନେ ବି ଫଳପ୍ରଦ ହେବେ ଏହାକୁ ପିବା ଦ୍ଵାରା ଆପଣଙ୍କ ଡାଇବେଟିସ କଣ୍ଟ୍ରୋଲରେ ଆସିବ ଓ ଏହା ସହ ଆପଣଙ୍କ ରକ୍ତ ଚାପ ବି ନିୟନ୍ତ୍ରିତ ହେବ ଏହା ସହ ଆପଣଙ୍କର ଯଦି ହୃଦ ରୋଗ ଥାଏ ତେବେ ଏହା ତାକୁ ବି ଭଲ କରିବାରେ ସାହାୟ କରେ ମାତ୍ର ଏଥି ପାଇଁ ଆପଣଙ୍କୁ ୨ଗ୍ରାମ ଅଦଦାର ରସ ପିବାକୁ ପଡିବ।

 

ଉପରକ୍ତ ବିଅବରଣୀ ଗୁଡିକ ପ୍ରୟୋଗ ସାଳାରେ ପରୀକ୍ଷା କରାଯିବ ପରେ କୁହା ଯାଇଛି ୨୦୦୫ରେ “ଜର୍ନାଲ ଅଫ ନିଉତରିସନ କଲେଜ” ରେ ମୁସା ମାନଙ୍କ ଉପାରେ ପରୀକ୍ଷା କରିଥିଲେ । ଯଦି ଆପଣ ସବୁଦିନ ବ୍ୟାୟମ କରୁଛନ୍ତି ତେବେ ଏହିକୁ ନିଶ୍ଚୟ ପିଆନ୍ତୁ । ଜଦି ଆପଙ୍କୁ ଏହି ସୂଚନା ଭଲ ଲାଗେ ତେବେ ଏହାକୁ ଲାଇକ କରନ୍ତୁ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ । ଧନ୍ୟବାଦ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button