ସ୍ୱାସ୍ଥ୍ୟ

Health Tips- ଭେଣ୍ଡି ଖାଇବା ପରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି 3 ଟି ଜିନିଷ, ନହେଲେ ପସ୍ତେଇବେ

ବନ୍ଧୁଗଣ ନମସ୍କାର ତେବେ ଯିଏ ନିଜର ସ୍ୱାସ୍ଥ୍ୟ ପାଇଁ ସମୟ ବାହାର କରେ ନାହିଁ ସେ ନିଜର ବେମାର ପାଇଁ ସମୟ ବାହାର କରିଥାଏ । ଏବଂ କିଛି ଲୋକ ଭାବନ୍ତି ନିଜ ସ୍ୱାସ୍ଥ୍ୟ ର ଯତ୍ନ ନେବା ପାଇଁ ବହୁତ ସମୟ ବାହାର କରିବାକୁ ପଡିବ । କିନ୍ତୁ ଏହା ନୁହେଁ ଆଜି ଆମେ ଆପଣଙ୍କୁ ବହୁତ ସରଳ ଏବଂ ସହଜ ଉପାୟ କହିବୁ ଯାହା ଦ୍ୱାରା ଆପଣ ନିଜର ସ୍ୱାସ୍ଥ୍ୟ ର ଯତ୍ନ ଅତି କମ ସମୟ ରେ ଆପଣ ନେଇ ପାରିବେ । ଏବଂ ଏହାକୁ କରିବା ଦ୍ବାରା ଆପଣଙ୍କ ସ୍ୱାସ୍ଥ୍ୟ ଏକଦମ ଠିକ ରହିବ ।

କାରଣ ନିଜର ସ୍ୱାସ୍ଥ୍ୟ କୁ ଯତ୍ନ ନେଲେ ହିଁ ଆପଣ ନିଜର ଜୀଵନ କୁ ବହୁତ ଭଲ ଭାବରେ ଭୋଗ କରି ପାରିବେ । ନଚେତ କେବଳ ଔଷଧ ରେ ହିଁ ଆପଣ ଙ୍କୁ ନିଜର ପଇସା ଏବଂ ସମୟ ଖର୍ଚ୍ଚ କରିବାକୁ ପଡିବ । ଆଜି ଆମେ ଯେଉଁ ଉପାୟ ବିଷୟରେ ଆଜି ଆଲୋଚନା କରିବୁ ସେ ହେଉଛି ଭେଣ୍ଡି । ଭେଣ୍ଡି ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପଯୋଗୀ ମଧ୍ୟ । ତେବେ ଚାଲନ୍ତୁ ଜାଣିନେବା ଭେଣ୍ଡି ଦ୍ବାରା ଆମେ କିପରି ନିଜର ରୋଗ ରୁ ମୁକ୍ତି ପାଇଁ ପାରିବା ଏବଂ ନିଜର ସ୍ୱାସ୍ଥ୍ୟ ର ଯତ୍ନ ମଧ୍ୟ ନେଇ ପାରିବା ।

ତେବେ ଆମକୁ ସବୁବେଳେ କୁହାଯାଏ କି ସବୁଜ ପନିପରିବା ଖାଇବା ଦ୍ୱାରା ଆମ ଶରୀର ସବୁବେଳେ ସୁସ୍ଥ ଏବଂ ଦୃଢ଼ ହୋଇ ରହିଥାଏ । ତେବେ ସେହି ସବୁଜ ପନିପରିବା ଭିତରୁ ସବୁଠାରୁ ଭଲ ଏବଂ ହିତକର ପରିବା ହେଉଛି ଭେଣ୍ଡି । ଭେଣ୍ଡି ଖାଇବା ଦ୍ୱାରା ଆମକୁ ଅନେକ ଫାଇବର ତଥା ପ୍ରୋଟିନ ମିଳିବା ସହିତ ଆମର କିଡନୀ ଜନିତ ସମସ୍ୟା ମଧ୍ୟ ଦୁର ହୋଇ ଯାଇଥାଏ ।

ତେବେ ଭେଣ୍ଡି ଖାଇବା ପରେ ଦୁଇଟି ଏପରି କିଛି ଜିନିଷ ଅଛି ଯାହାକୁ ଖାଇବା ଆମ ସ୍ୱାସ୍ଥ୍ୟ ପକ୍ଷେ କ୍ଷତି କାରକ ଅଟେ । ତେବେ ଆସନ୍ତୁ ଭେଣ୍ଡି ଖାଇବା ଦ୍ୱାରା କଣ ଲାଭ ମିଳିଥାଏ ଏବଂ ଭେଣ୍ଡି ଖାଇବା ପରେ କେଉଁ ଜିନିଷ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ ଚାଲନ୍ତୁ ଜାଣିନେବା । ଭେଣ୍ଡି ଖାଇବା ଦ୍ୱାରା ଆମର ରକ୍ତ ରେ ଥିବା ଶର୍କରା ର ମାତ୍ରା କୁ କମ କରି ଦେଇଥାଏ ।

ଭେଣ୍ଡି ରେ ଭିଟାମିନ-ସି ଏବଂ ଆଣ୍ଟିଅକ୍ସୀଡେଡ ମଧ୍ୟ ଥାଏ । ଏହା ଆମ ଶରୀର ରେ ରୋଗପ୍ରତିରୋଧକ ଶକ୍ତି ବଢ଼ିବାରେ ସାହାଯ୍ୟ କରିଥାଏ ଏବଂ କିଡନୀ ଜନିତ ସମସ୍ୟା କୁ ଦୁର କରିବାରେ ମଧ୍ୟ ସହାୟକ ହୋଇଥାଏ । ଭେଣ୍ଡି ଖାଇବା ଦ୍ୱାରା ଆମ ହଜମ ଠିକ ଭାବରେ ହେବା ସହିତ ଆମର କୋଲେଷ୍ଟ୍ରଲ କମ କରିବାରେ ମଧ୍ୟ ସହାୟତା ହୋଇଥାଏ । ଭେଣ୍ଡି ରେ ଭିଟାମିନ-ଏ, ଭିଟାମିନ-ବି୧, ଭିଟାମିନ-ବି୨,ଭିଟାମିନ-ସି, ଜୀଙ୍କ ଏବଂ କ୍ୟାଲସିୟମ ଭରପୁର ମାତ୍ରା ରେ ରହିଥାଏ ।

ତେଣୁ ଭେଣ୍ଡି ଆମ ଶରୀର ପାଇଁ ବହୁତ ଉପଯୋଗୀ ଅଟେ । ତେବେ ଆସନ୍ତୁ ବର୍ତ୍ତମାନ ଜାଣିନେବା କି ଭେଣ୍ଡି ଖାଇବାପରେ କେଉଁ ଜିନିଷ ଖାଇବା ଉଚିତ ନୁହେଁ । ତେବେ ଯେପରି ଆମିଷ ଖାଇବା ପରେ କ୍ଷୀର ପିଇବା ଦ୍ବାରା ଶରୀରରେ ସଂକ୍ରମଣ ହେବାର ଦେଖାଯାଇଥାଏ । ଏହିକାରଣରୁ କେବେ ବି ଭେଣ୍ହି ଖାଇବା ପରେ ମୂଳା ସେବନ କରନ୍ତୁ ନାହିଁ । ଯଦି ଆପଣ ବାରମ୍ବାର ଏଭଳି ଭୁଲ କରନ୍ତି ତେବେ ଆପଣଙ୍କୁ ତ୍ବଚା ଜନିତ ସମସ୍ଯାର ସାମ୍ନା କରିବାକୁ ପଡିପାରେ ।


ଏହା ଛଡା ଭେଣ୍ଡି ଖାଇବା ପରେ କଲରା ଖାଆନ୍ତୁ ନାହିଁ । କାରଣ ଭେଣ୍ଡି ଖାଇସାରିବା ପରେ କଲରା ଖାଇବା ଦ୍ବାରା ଏହା ପେଟକୁ ଯାଇ ବିଷ ହୋଇପାରେ, ଯେଉଁ କାରଣରୁ ମୃତ୍ୟୁ ମଧ୍ଯ ହୋଇପାରେ । ଆଜ୍ଞା ହଁ ଆପଣଙ୍କୁ ଏହିକଥା ବିଶ୍ବାସ ନହେଲେ ମଧ୍ଯ ଏହା ସତ । ଏହିକାରଣରୁ ଆପଣ ଭେଣ୍ଡି ଖାଇବା ପରେ କେବେ ବି କଲରା ଖାଆନ୍ତୁ ନାହିଁ ଏବଂ ଯଦି ଆପଣଙ୍କୁ କଲରା ଜୁସ୍ ପିଇବାର ଅଛି ତେବେ ଆପଣ ଭେଣ୍ଡି ଖାଆନ୍ତୁ ନାହିଁ ।

ଶେଷରେ ଭେଣ୍ଡି ସେବନ ପରେ ମୂଳା ସେବନ କରିବା ଜମା ବି ଉଚିତ ନୁହ ମୂଳା ଦ୍ଵାରା ପେଟ ଗ୍ଯାସ ବାହାରି ଥାଏ କିନ୍ତୁ ଗୋଟେ ଦିନ ବା ଗୋଟେ ସମୟରେ ମୂଳା ଏବଂ ଭେଣ୍ଡି ଖାଇବା ଉଚିତ ନୁହ, ଭେଣ୍ଡି ଏବଂ ମୂଳା ସେବନ ଦ୍ଵାରା ସ୍କିନ ସମସ୍ଯା ହୋଇପାରେ ବା ଚେହେରା ଉପରେ ଧଳା ଦାଗ ହୋଇଥାଏ, ତେବେ ମୂଳା ଏବଂ ଭେଣ୍ଡି ସେବନ ଦ୍ଵାରା ଆପଣଙ୍କ ରକ୍ତ ଦୂଷିତ ହୋଇଥାଏ, ଏହା ଦ୍ଵାରା ଆପଣଙ୍କ ଶରୀରରେ ବିରି ବିରି ହୋଇଥାଏ ଏବଂ ବହୁତ ପ୍ରକାର ତ୍ଵଚା ସମସ୍ଯା ହୋଇଥାଏ । ସେଥିପାଇଁ ଭେଣ୍ଡି ସେବନ କଲେ କଲରା ବା ମୂଳା ସେବନ କରନ୍ତୁ ନାହିଁ ଏହା ଆପଣଙ୍କ ପାଇଁ ଘାତକ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button