ଜୀବନଶୈଳୀ

ମୁଁ ଗୋପାଳ କିଛି ନଖରାମି କରିଲେ ଦେଖିବ ମୋ ବଳ । ଶୁଣ ତୋତେ କହିଛି ମୁଁ ମା-ରି-ଛି ୟାକୁ ତୁ ମା-ରି-ବୁ ତାକୁ । ହଁ ଦର୍ଶକ ବନ୍ଧୁ ଏହାରି ଭିତରେ ଦୁଇ ଥର ଫୋନରେ କଥା ହୋଇଛି ଅ-ଭି-ଯୁ-କ୍ତ ଗୋପାଳ ଦାସ । ପରିବାର ଲୋକଙ୍କ ସହ କଥା ହେଉଛି ଖୁସିରେ ଜୀବନ କାଟୁଛି । ଭାଇ ସହ ଖୁସିରେ ଭେଟୁଛି ପରିବାର ସହ ହସ ମଜାରେ କଥା ହେଉଛି । by TaboolaSponsored Links You May Like Recover All Your Loss With This Superclass on Option Trading By Mr. Gopal ! TradeWise ଏ ହେଉଛି ସେହି ଗୋପାଳ ଯିଏ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ସର୍ବ ସମୁଖରେ ହ-ତ୍ୟା କରିଥିଲା । ବଡ ଭାଇ ସହ ଭେଟ ବେଳେ ଖୁସି ମନରେ କଥା ହୋଇଛି । କିନ୍ତୁ ଏହାରି ଭିତରେ ଆଉ ଏକ ବଡ ଖବର ସାମନାକୁ ଆସିଛି । ଯାହା ବିଶେଷ ସୂତ୍ରରୁ ଖବର ମିଳିଛି କି ସ୍ତ୍ରୀ ସହ ଏହାରି ଭିତରେ ଗୋପାଳ କଥା ହେଇଛି । ଆଉ ପରିବାରର ଯତ୍ନ ଠିକ ଭାବେ ନେବା ପାଇଁ ଗୋପାଳ ପତ୍ନୀକୁ କହିଛି । ପାଠ ପଢାରେ କିଛି ଅସୁବିଧା ହେଉଛି କି ନାହି ଝିଅକୁ ପଚାରି ବୁଝୁଛି ବହିସ୍କୃତ ଗୋପାଳ ଦାସ । ଏହାରି ଭିତରେ ଦୁଇ ଥର ଫୋନରେ କଥା ହୋଇସାରିଛି ଗୋପଳା । ଆଉ ଠିକ ଏତିକିବେଳେ ତା ସ୍ତ୍ରୀକୁ ପଚାରିଛି କେହି କିଛି ହଇରାଣ କରୁଛି କି । ଯଦି କେହି କିଛି ହାଇରାଣ କରୁଛି ତେବେ ମାନେ ରକ୍ଷା ମୁଁ ଗୋପାଳ କେହି କିଛି ନଖରାମି କରେ ଦେଖିବ ମୋ ବଳ । ମୁଁ ମା-ରି-ଛି ୟାକୁ ତୁ ମା-ରି-ବୁ ତାକୁ ଏମିତି କିଛି କଥା କୁଆଡେ ଗୋପାଳ ଫୋନରେ ତା ସ୍ତ୍ରୀ କୁ କହିଛି । ଦର୍ଶକ ବନ୍ଧୁ ଏଠାରେ କହି ରଖିବାକୁ ଚାହିଁବୁ ଗୋପାଳ ଝାରସୁଗୁଡା ସବ ଜେଲରୁ କଟକ ଚୌଦ୍ବାର ଜେଲ ଗତ ଫେବ୍ରୁଆରି ମାସ 14ରେ ଆସିଥିଲା । ସେବେ ଠାରୁ ସେ ସେଲ ନମ୍ବର-3 ରେ ରହୁଛି । ଜେଲରେ ପ୍ରଥମ ଥର ଆଇନ ତା ବଡ ଭାଇ ଓ ପୁଅ ସେହି ମାସ 22ରେ ଚୌଦ୍ବାର ଜେଲକୁ ଭେଟିବାକୁ ଆସିଥିଲେ । ଆଉ ଏହା ପରେ ବଡ ଭାଇ ସତ୍ୟ ନାରାୟଣ ପୁଣି 2 ଥର ଭେଟିବାକୁ ଆସି ସାରିଛନ୍ତି । ଆଉ ଶେଷ ଥର ଗତ ଶନିବାର ଦିନ ସତ୍ୟ ନାରାୟଣ ଜେଲ ଆସିଥିଲେ । ଭାଇକୁ ଭେଟିବା ସମୟରେ ଗୋପାଳ ଖୁସି ଜଣା ପଡୁଥିଲା । ପ୍ରାୟ 5ରୁ 7 ମିନିଟ ବେଳେ ଗୋପଳା ପରିବାର ବିଷୟରେ ଓ ସତ୍ୟ ନାରାୟଣର କାମ ଧନ୍ଦା ବିଷୟରେ ବୁଝିଥିଲା । ଆଉ ଏହାରି ଭିତରେ ନିଜ ସ୍ତ୍ରୀ ସହ ଫୋନରେ କଥା ହେଇଥିଲା । ଅନ୍ୟ ସାଧାରଣ ବିଚାରଧିନ ବନ୍ଦୀ ଙ୍କ ଭଳି ଦୈନିକ ଜୀବନ କାଟୁଛି ଗୋପାଳ । ନିତ୍ୟ କର୍ମ ଠାରୁ ଆରମ୍ଭ କରି ବ୍ୟାୟାମ, ଖବରକାଗଜ ପତ୍ରିକା ପଢିବା ସହ ଠିକ ସମୟରେ ଖାଦ୍ୟ ଖାଇବା ଆଉ ପର୍ଯ୍ୟାପ୍ତ ମାତ୍ରାରେ ଖାଦ୍ୟ ଖାଉଛି ଗୋପାଳ । ଏମିତି କିଛି କଥା ବିଶେଷ ସୂତ୍ରରୁ ଖବର ମିଳିଛି ।

ବନ୍ଧୁଗଣ ପୂର୍ବତନ ସରପଞ୍ଚ ଥିଲେ ସ୍ଵାମୀ । ତାଙ୍କୁ ହ-ତ୍ୟା କରାଗଲା । ତା ବଦଳରେ ସ୍ତ୍ରୀ ସରପଞ୍ଚ ହୋଇଥିଲେ । ଆଉ ଆଜି ସ୍ତ୍ରୀ ଙ୍କୁ ବି ହ -ତ୍ୟା କରାଗଲା ଯାହା କି ପରିବାର ଲୋକେ ଅ- ଭି -ଯୋ-ଗ କରିଛନ୍ତି । ହଁ ଦର୍ଶକ ବନ୍ଧୁ ଆଜି ସରପଞ୍ଚ ଦୀପାରାଣୀ ବେହେରାଙ୍କ ମୃ-ତ୍ୟୁ ହୋଇଛି ଯାହାକୁ ନେଇ ଚାରି ଆଡେ ଛାଇ ଯାଇଛି ଦୁଖର ଛାୟା । ମୁଣ୍ଡ ଉପରେ ଚଢିଗଲା ହାଇୱା । ଆଉ ଦୀପାଙ୍କର ସେଠାରେ ଚାଲିଗଲା ଜୀବନ ।

ହସ ଖୁସିରେ ସମୟ ବିତାଉଥିବା ସରପଞ୍ଚ ଦୀପା ବୁଲେଟରେ ଆସୁଥିଲେ ଆଉ ତାଙ୍କ ଉପରେ ଚଢିଗଲା ହାଇୱା । ଏବେ ପରିଆବର ଲୋକେ କହୁଛନ୍ତି ତାଙ୍କୁ ଯୋଜନା କରାଯାଇଛି ହ-ତ୍ୟା କରାଯାଇଛି । ତେବେ 2018ରେ ବିରାମଚନ୍ଦ୍ରପୁର ରେ ସରପଞ୍ଚ ଥିଲେ ସ୍ଵାମୀ ଅଜୟ ବେହେରା । ଆଉ ତାଙ୍କର ବି ମିଳିଥିଲା ଖଣ୍ଡ ବିଖଣ୍ଡିତ ମୃ-ତ ଦେହ ।

ଆଉ 2019ରେ ଡିଅର, ଦେଢଶୁର, ଆଉ ସମ୍ପର୍କୀୟ ଙ୍କ ଦେଢସୁରଙ୍କୁ ହ-ତ୍ୟା ମଧ୍ୟ କରା ଯାଇଥିଲା । ଏବେ ସେହି ପରିବାରୁ ବୋହୂ ବି ଚାଲିଗଲା । ତଥା ପୂର୍ବତନ ସରପଞ୍ଚଙ୍କ ସ୍ତ୍ରୀ ବର୍ତ୍ତମାନର ସରପଞ୍ଚ ଦୀପାରାଣୀ ଙ୍କର ଏବେ ମୃ-ତ୍ୟୁ ଘଟିଛି । ତେବେ ପୁରା ପରିବାର ଯେମିତି ସରପଞ୍ଚ ପଦବୀ ପାଇଁ ନିଜ ପରିବାରର ଗୋଟେ ପରେ ଗୋଟେ ମଣିଷକୁ ହରାଇ ଚାଲିଛନ୍ତି ।

ନିମାପଡାର ଡେଲଟା ଛକ ନିକଟ ନକ୍ଷତ୍ର କଲ୍ୟାଣ ମଣ୍ଡପ ସମୁଖରେ ଏଭଳି ଘଟଣା ଘଟିଛି । ଦୀପାଙ୍କର ମୃ-ତ୍ୟୁ କୁ ନେଇ ଘଣ୍ଟା ଘଣ୍ଟା ଧରି ଉତ୍ତେଜନା ଦେଖା ଦେଇଥିଲା । ଆଉ ପରିବାର ତରଫରୁ ଗୋଟେ ଅ-ଭି-ଯୋ-ଗ କରାଯାଉଛି ଯେ ପରିବାରକୁ ସଂପୂର୍ଣ୍ଣ ଟାର୍ଗେଟ କରାଯିଛି । ଆଉ ଜଣଙ୍କ ପରେ ଜଣଙ୍କର ଜୀବନ ଯାଉଛି ।

ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବିରାମଚନ୍ଦ୍ରପୁର ଗାଁ ପଞ୍ଚାୟତର ମହିଳା ସରପଞ୍ଚ ହେଉଛନ୍ତି ଦୀପାରାଣୀ ବେହେରା । ନିଜ ଭାଇଙ୍କ ସହ ବୁଲେଟ୍ରେ ନିମାପଡାରେ ବିବାହ ଭୋଜିରେ ଯୋଗ ଦେବାକୁ ଆସୁଥିଲେ । ଆଉ ଠିକ ନିମାପଡା ଡେଲଟା ଛକ ନିକଟରେ ଏକ ହାଇୱା ଧକ୍କା ଦେବାରୁ ସରପଞ୍ଚ ରାସ୍ତା ଉପରେ ପଡି ଯାଇଥିଲେ । ଆଉ ତା ପରେ ତାଙ୍କ ମୁଣ୍ଡ ଓ ବେକ ଉପରେ ହାଇୱା ଚଢି ଯାଇଥିଲା ।

ଯାହା ପରେ ଘଟଣା ସ୍ଥଳରେ ସରପଞ୍ଚ ଦୀପାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା । ତାଙ୍କର ଭାଇ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ଆଉ ଏବେ ପରିବାରର ଗୋଟେ ଅ-ଭି-ଯୋ-ଗ କରୁଛନ୍ତି ସରପଞ୍ଚ ପଦ ପାଇବା ପରେ ତାଙ୍କୁ ଟାର୍ଗେଟ କରା ଯାଇଥିଲା । ଆଉ ତାଙ୍କର ଜୀବନ ଚାଲି ଯାଇଛି । ତେବେ ହୁଏ ତ ସଂପୂର୍ଣ୍ଣ ତଦନ୍ତ ପରେ ଜଣା ପଡିବ ଦୀପା ଙ୍କୁ ହ-ତ୍ୟା କରା ଯାଇଛି ନା ଘଟି ଯାଇଛି ଆକସ୍ମିକ ଦୁର୍ଘଟଣା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button