ମହାପର୍ବ ଦୀପାବଳି ପୂର୍ବରୁ କରନ୍ତୁ ଏହି ୬ ଉପାୟ, ଶୁଭ ରହିବ ଆପଣଙ୍କ ଦୀପାବଳି

ପାଞ୍ଚ ଦିବସୀୟ ମହାପର୍ବ ର ମୁଖ୍ୟ ପର୍ବ ଦୀପାବଳି ଏହି ଥର ୨୭ ଅକ୍ଟୋବର ୨୦୧୯, ରବିବାର ଦିନ ପାଳନ କରାଯିବ । ଦୀପାବଳି ହିନ୍ଦୁ ଧର୍ମ ର ସବୁଠୁ ବଡ ପର୍ବ । ମାନ୍ୟତା ଅନୁଯାଇ କାର୍ତ୍ତିକ ମାସ ର କୃଷ୍ଣ ଅମାବାସ୍ୟା ଦିନ ଭଗବାନ ରାମ ୧୪ବର୍ଷ ବନବାସ ପରେ ଏହି ଦିନ ରାବଣ କୁ ମାରି ଅଯୋଧ୍ୟା ଫେରି ଥିଲେ । ସେଥିପାଇଁ ଏହି ଉତ୍ସାହ କୁ ଦୀପାବଳି ପର୍ବ ରୂପେ ପାଳନ କରାଯାଏ, ଏହା ଛଡା ଏହି ଦିନ ଲକ୍ଷ୍ମୀ ପୂଜା ର ବିଧି ଅଛି ।
କୁହାଯାଏ କି ଏହି ଦିନ ମା ଲକ୍ଷ୍ମୀଙ୍କ ପୂଜା କଲେ ଘରେ ସୁଖ ଓ ସମୃଦ୍ଧି ଆସିଥାଏ ।

– ଦୀପାବଳି ଦିନ ଗୋଟେ ଓସ୍ତ ପତ୍ର ଆଣନ୍ତୁ ଓ ତା ଉପରେ ଓମ ମହାଲକ୍ଷ୍ମ୍ଯୈ ନମଃ ଲେଖିକି ପୂଜା ସ୍ଥାନ ରେ ରଖି ଦିଅନ୍ତୁ ।
– ଦୀପାବଳି ପୂଜା ପୂର୍ବରୁ ଲବଙ୍ଗ ଏବଂ ଗୁଜୁରାତି ପେଶୀ ଦିଅନ୍ତୁ ଏବଂ ପୂଜା ସମୟ ରେ ସେହି ମିଶ୍ରଣ କୁ ଦେବତମାନଙ୍କୁ ଲଗାନ୍ତୁ ।

– ଦୀପାବଳି ଦିନ କିନ୍ନରମାନଙ୍କୁ ମିଠା ଓ ପଇସା ଦିଅନ୍ତୁ ଏବଂ ତାଙ୍କଠୁ ଟଙ୍କାଟେ ମାଗିକି ଆଣନ୍ତୁ ଏବଂ ନିଜ ତିଜୋରି ରେ ରଖନ୍ତୁ ।
– ଏହି ବର୍ଷ ଦୀପାବଳି ରବିବାର ଦିନ ହୋଇଛି ସେଥିପାଇଁ ଧଳା ରଙ୍ଗର ବସ୍ତୁ ଦାନ କରନ୍ତୁ ।

– ଦୀପାବଳି ଦିନ ବର ଗଛ ପତ୍ର ଉପରେ ହଳଦୀ ରେ ସ୍ଵସ୍ତିକ ବନାଇ ନିଜ ତିଜୋରି ରେ ରଖନ୍ତୁ ଲାଭକାରୀ ଅଟେ ।
– ଦୀପାବଳି ରାତି ରେ ନିଜ ଘରେ ଶ୍ରୀ ଯନ୍ତ୍ର ସ୍ଥାପିତ କରନ୍ତୁ ଏବଂ ରାତି ରେ କନକଧାରା ସ୍ତୋତ୍ର ପାଠ କରନ୍ତୁ ।



