ନୀତି

କୋଟିପତି ହେବାକୁ ଚାହୁଁଛନ୍ତି କି ? ମନିପ୍ଲାଣ୍ଟ ଛାଡନ୍ତୁ ଘରେ ଏହିଗଛ ଲଗାନ୍ତୁ, ହେବ ଧନବର୍ଷା

ଧନୀ ହେବାର ଇଚ୍ଛା ସମସ୍ତଙ୍କ ମନରେ ରହିଥାଏ। ଏହି ଧନ ପାଇଁ ହିଁ ସମସ୍ତେ କଠିନ ପରିଶ୍ରମ କରୁଛନ୍ତି। କିନ୍ତୁ ଅଧିକ କଠିନ ପରିଶ୍ରମ କରିବା ସତ୍ତ୍ୱେ ମଧ୍ୟ ଉଚିତ ଫଳ ମିଳେ ନାହିଁ। ଏଥିପାଇଁ ଲୋକ ଘରେ ବାସ୍ତୁ ଏବଂ ଜ୍ୟୋତିଷ ଉପାୟ ଆପଣାନ୍ତି। ଧନ ବୃଦ୍ଧି କରିବା ପାଇଁ ଆମେ ଘରେ ମନିପ୍ଲାଣ୍ଟ ରଖିଥାଉ, କିନ୍ତୁ ମନି ପ୍ଲାଣ୍ଟ ଭଳି ଆଉ ଏକ ଗଛ ରହିଛି, ଯାହାକୁ ଘରେ ରଖିବା ଦ୍ୱାରା ଧନବୃଦ୍ଧି ହେବ। ଏହି ପ୍ଲାଣ୍ଟର ନାମ କ୍ରାସୁଲା। ଏହି ନାମ ଆପଣ ହୁଏତ ଜାଣିନଥିବେ। କିନ୍ତୁ ବଜାରରେ ଏହି ପ୍ଲାଣ୍ଟ ଆରାମରେ ମିଳୁଛି।

c2

ଏହାକୁ ମନି ଟ୍ରି ବୋଲି କୁହାଯାଏ। ଫେଙ୍ଗସୁଇରେ ଏହାର ମହତ୍ତ୍ୱ ଅଧିକ ରହିଛି। କୁହାଯାଏ, ଏହି ପ୍ଲାଣ୍ଟ ଚୁମ୍ବକ ଭଳି ପଇସାକୁ ଘରକୁ ଟାଣି ଆଣିଥାଏ।
ଏହି ଛୋଟ ମଖମଲି ଗଛର ପତ୍ର ମୋଟା ଏବଂ ଚଉଡା। ଏହାର ମଧ୍ୟ ଫ୍ଲେଭର ରହିଥାଏ।

c1

ଏହାକୁ ଲଗାଇବା ମଧ୍ୟ ସହଜ। କୌଣସି ଏକ ପାତ୍ରରେ ଲଗାଇଦିଅନ୍ତୁ , ଏହା ଆପେ ଆପେ ବଢିଥାଏ। ଆପଣ ଏହାକୁ ଖରା କିମ୍ବା ଛାଇ ଜାଗାରେ ଲଗାଇପାରିବେ।

c3

ଏହି ଗଛ ଘରେ ସକାରାତ୍ମକ ଉର୍ଜା ଆଣିବା ସହ ଘରେ ପଇସା ବୃଦ୍ଧି କରିଥାଏ। ଏହାକୁ ଘରର ଡାହାଣ ପଟରେ ଲଗାନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଘରେ ଧନ ବର୍ଷା ହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button