ଦେଶ ବିଦେଶ

ନିଜ ତକିଆ ତଳେ ରଖନ୍ତୁ ରଷୁଣ ଏବଂ ଚମତ୍କାର ଦେଖନ୍ତୁ

ରଷୁଣ ଖାଦ୍ୟର ସ୍ବାଦକୁ ଦ୍ବିଗୁଣିତ କରିଥାଏ। ଏହାକୁ ରୋଷେଇ କାର‌୍ୟ୍ୟରେ ସବୁଠାରୁ ଅଧିକ ବ୍ୟବହାର କରାଯାଇଥାଏ। ଏହା ସ୍ବାସ୍ଥ୍ୟକୁ ଭଲରେ ରଖିବା ସହିତ ଶରୀରକୁ କୀଟାଣୁ ମୁକ୍ତ କରିଥାଏ। ଆପଣ ରଷୁଣ ନିଜ ଖାଦ୍ୟରେ ସାମିଲ କରି ଲାଭ ଉଠାଇ ପାରିବେ।
ରଷୁଣ ନିଦ ପୂରା କରିବାରେ ବହୁତ ଭଲ ସହାୟକ ହୋଇଥାଏ। କିନ୍ତୁ ଏହା ପୂର୍ବରୁ ଆସନ୍ତୁ ଜାଣିବା ରଷୁଣର ସ୍ବାସ୍ଥ୍ୟଗତ ଫାଇଦା ସମ୍ପର୍କରେ।

ଏଥିରେ ଅଧିକ ମାତ୍ରାରେ କ୍ୟାଲୋରୀ ରହିଥାଏ । ଅବଶ୍ୟ ରଷୁଣ ସ୍ବାଦରେ ବହୁତ କଡା ହୋଇଥିବାରୁ ଏହାକୁ ଅଧିକ ଖାଇ ହୁଏ ନାହିଁ। ରଷୁଣରେ କାର୍ବୋହାଇଡ୍ରେଟ, ପ୍ରୋଟିନ ଏବଂ ଭିଟାମିନ ଯଥା ଭିଟାମିନ ବି, ସୋଡିୟମ, ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ରହିଥାଏ।

ଏଥିରେ ବହୁତ ମାତ୍ରାରେ ଏଲିସିନ ରହିଥାଏ। ରଷୁଣରେ ଏକ ସଲଫର ଯୌଗିକ ରହିଛି ଯାହା ରଷୁଣକୁ ଗନ୍ଧ ଦେଇଥାଏ। ରଷୁଣ ଇନଫେକସନର ଚିକିତ୍ସା ପାଇଁ ବହୁତ ଭଲ ଅଟେ। ଏହା ଆଣ୍ଟିବାୟୋଟିକ ଔଷଧ ଭଳି ଭାଇରସକୁ ମାରିବାରେ ସାହାଯ୍ୟ କରିଥାଏ।

ଏହାଛଡା ରଷୁଣରେ ଆଣ୍ଟିବାୟୋଟିକ ଏବଂ ରୋଗକୁ ବିରୋଧୀ କରିବାରେ ଯୌଗିକ ରହିଥାଏ ଯାହା ସବୁ ପ୍ରଣାଳୀକୁ ଭଲ ରଖିଥାଏ।
ନିୟମିତ ରଷୁଣ ଖାଇବା ଦ୍ବାରା ରକ୍ତ ପ୍ରଭାବିତ ହେବାରେ ସୁଧାର ଆଣିଥାଏ। ଏହା ଖରାପ କୋଲେଷ୍ଟ୍ରଲ ସ୍ତରକୁ କମ୍ କରି ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ। ରଷୁଣ ବ୍ରୁଦ୍ଧା ହେବାକୁ ଦିଏ ନାହିଁ। ଏହା ତ୍ବଚାକୁ କୁଞ୍ଚିତ ହେବାରୁ ରକ୍ଷା କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button