ବିଚାର

କିଆ ବୁଦା ମୂଳେ ପ୍ରେମୀ ଯୁଗଳଙ୍କ କରୁଥିଲେ ରାସଲୀଳା, ହଠାତ ପହଞ୍ଚିଗଲେ ଗାଁ ଲୋକ…ଆଉ ତା’ପରେ ଯାହା ହେଲା ନା…ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ବର୍ତମାନ ଏହି ଆଧୁନିକ ଯୁଗରେ ପିଲା ମାନେ ବହୁତ ସ୍ମାର୍ଟ ଓ ଚାଲାକ୍ ହୋଇଗଲେଣି ଏମାନେ ଆଜି କାଲୀ ବାପା ମା ଙ୍କୁ ଠକିବା ପାଇଁ ପଛଉନାହାନ୍ତି । ତେବେ ଆଜି କାଲି ତ ପିଲା ମାନେ ୧୩,୧୪ ବର୍ଷ ହେଲା ବେଳକୁ ପ୍ରେମ କରୁଛନ୍ତି । ତେବେ ଆଜି କାଲି ପ୍ରାୟତଃ ସବୁ ପିଲା ପ୍ରେମ କରୁଛନ୍ତି, ସେମାନେ ପ୍ରେମ ର ପ୍ରକୃତ ଅର୍ଥ କଣ ଜାଣନ୍ତୁ କିମ୍ବା ନ ଜାଣନ୍ତୁ ତଥାପି ବି ପ୍ରେମ କରୁଛନ୍ତି ।


ପିଲା ମାନଙ୍କ ପାଇଁ ପ୍ରେମ ର ମାନେ କହିବାକୁ କଥାବାର୍ତ୍ତା, ଦେଖାଚାହାଁ, ଚକଲେଟ୍ ଦିଆନିଆ ଆଉ ଶେଷ ରେ ଟିକେ ଅଧିକ ଦିନ ହୋଇଗଲେ ତାଙ୍କୁ ଛାଡି ଆଉ ଜଣଙ୍କୁ ଭଲପାଇବା । ଆଜି କାଲି ତ ଦୁନିଆରେ ଲଭ୍ ରେ ଏମିତି ଟ୍ରେଣ୍ଡ ଚାଲିଛି, ପିଲା ମାନେ ଏହି ଲଭ୍ ଚକ୍କର୍ ରେ ବହୁତ ଭୁଲ୍ କାମ ମଧ୍ୟ କରି ଦେଉଛନ୍ତି, ଯାହା ଦ୍ୱାରା କି ସେମାନଙ୍କୁ ପଛରେ ବହୁତ ଅନୁତାପ ମଧ୍ୟ କରିବାକୁ ପଡୁଛି ।

ଆମେ ମାନେ ସମସ୍ତେ ସୋସିଆଲ୍ ମିଡିଆରେ ନିଶ୍ଚିତ ଭାବେ ଯୋଡିତ ଥିବା । ସୋସିଆଲ ମିଡ଼ିଆରେ ପ୍ରତିଦିନ ହଜାର ହଜାର ଭିଡିଓ ଏବଂ ଫଟୋ ସବୁ ଆସେ । ସେହି ସବୁ ମଧ୍ୟରୁ ଅଧିକାଂଶ ଫଟୋ ଏବଂ ଭିଡିଓ ଲଭର୍ସ ମାନଙ୍କ ର ହିଁ ଥାଏ । ସେମାନେ ଲୁଚି ଲୁଚି ପ୍ରେମ କରନ୍ତି, ଅନେକ ଲୋକ ଙ୍କ ଘରେ ଏହାକୁ ଗ୍ରହଣ ମଧ୍ୟ କରନ୍ତି ନାହିଁ । ସେଥିପାଇଁ ସେମାନେ ଲୁଚି ଲୁଚି ପରସ୍ପର କୁ ଦେଖା କରିବା, କଥା ହେବା ଆଦି କାମ କରିଥାଆନ୍ତି ।

 

ତେବେ ଆମେ ମାନେ ଅନେକ ସମୟ ରେ ସୋସିଆଲ୍ ମିଡିଆରେ ଦେଖିଥିବା ଅନେକ ଲଭର୍ସ ଲୁଚି ଦେଖା କରୁଥିବା ଏବଂ କଥା ହେଉଥିବା ବେଳେ ଲୋକ ମାନେ ସେମାନଙ୍କୁ ଧରି ନିଅନ୍ତି । ପ୍ରେମ ଏକ ପବିତ୍ର ଓ ମଧୁର ସମ୍ପର୍କ ହୋଇ ଥାଏ ଯାହା ପ୍ରେମ ପାଇଁ ପ୍ରେମୀ ଯୁଗଳ କିଛି ମଧ୍ୟ କରିବାକୁ ପଛାଇ ନଥାଏ । ପ୍ରେମ ଉଭୟ ଙ୍କର ଭରସା ଓ ବିଶ୍ୱାସ କୁ ନେଇ ଥାଏ ଯେଉଁଥିରେ କୌଣସି ସ୍ୱାର୍ଥ ନଥାଏ । କିନ୍ତୁ ଆଜି କାଲି ର ପ୍ରେମ ରେ ଆଉ ସେହି ନିସ୍ଵାର୍ଥପର ଭଲ ପାଇବା ନାହିଁ, ଯେଉଁଠି ପ୍ରେମ ସେହି ସ୍ଥାନ ରେ କେବଳ ସ୍ୱାର୍ଥ ।

କିଏ ଟଙ୍କା ର ସ୍ୱାର୍ଥ ରେ ଭଲ ପାଇ ଥାଏ ତ ଆଉ କେହି ଶାରୀରିକ ସମ୍ପର୍କ ପାଇଁ ଭଲ ପାଇ ଥାଏ, କେଉଁଠି ଭଲ ପାଇବାରେ ଆଉ ସଚ୍ଚଟ ଦେଖିବାକୁ ମିଳୁ ନାହିଁ । ପ୍ରେମ ଆଜି କାଲି ର ଯୁବ ପିଢ଼ି ଠିକ କଣ ଭୁଲ କଣ ତାହା ଜାଣି ପାରୁ ନାହାଁନ୍ତି ଯାହା ଠିକ ଲାଗୁଛି ସେଇଟା ହିଁ କରୁଛନ୍ତି । ପ୍ରେମ ଟିକେ ନିବିଡ଼ ହୋଇ ଗଲେ ଶାରୀରିକ ସମ୍ପର୍କ ରଖି ଦେଉଛନ୍ତି, ଏହା ପରେ କେଉଁଠି ଧରା ପଡ଼ୁଛନ୍ତି ତେବେ କେବଳ ଲଜ୍ୟା ଅନୁଭବ କରିବା ଛଡ଼ା ଆଉ କିଛି ବାଟ ନାହିଁ ।

ତେବେ ପୁଣି ସେଭଳି ଏକ ଲଜ୍ୟା ଜନକ ଘଟଣା ଦେଖିବା ପାଇଁ ମିଳିଛି । ଯେଉଁଠି ଦେଖିବା ପାଇଁ ମିଳିଛି ଏକ ପ୍ରେମୀ ଯୁଗଳ ଏକ ନିଛାଟିଆ ସ୍ଥାନ ରେ ଥିବା କିଆବୁଦା ମୂଳରେ ରୋମାନ୍ସ କରୁ ଥିଲେ ଯାହାର ପରିଣାମ ସେମାନଙ୍କୁ ଭୋଗିବାକୁ ପଡିଛି । ତେବେ ସୂଚନାଯୋଗ୍ୟ ଯେ ଗତକାଲି ଏହି ପ୍ରେମୀ ଯୁଗଳ ଏକ ଜଙ୍ଗଲରେ ଥିବା କିଆବୁଦା ମୂଳରେ ଦୁଇ ଜଣ ଅସଂଯତ ଅବସ୍ଥାରେ ଲିପ୍ତ ଥିଲେ ଏବଂ ଏହି ସମୟରେ ଗାଁ ଲୋକମାନେ ଦେଖି ନେଇଥିଲେ ।

ତେବେ ସେହି ଦୁଇ ଜଣଙ୍କୁ ଧରି ନେଇଥିଲେ ଏବଂ ଗାଁ ର ମନ୍ଦିର କୁ ନେଇ ଦୁହିଙ୍କ ର ବିବାହ କରିଥିଲେ । ତେବେ ବର୍ତ୍ତମାନ ତୁମର ଯେଉଁଠି ଇଚ୍ଛା ଯିବାକୁ ରହିବାକୁ ତୁମେ ବୁଲ ରୁହ । ଗୋଟିଏ ରୁମ ରେ ମଧ୍ୟ ରୁହ କେହି କିଛି କହିବେ ନାହିଁ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button