ଜୀବନଶୈଳୀ

ବୈବାହିକ ଜୀବନ ବହୁତ ରୋମାଣ୍ଟିକ ହେଇଥାଏ ଯଦି ଏହି ସ୍ଥାନରେ ଥିବ କଳାଜାଇ

ସମସ୍ତଙ୍କ ଶରୀରରେ କଳାଜାଇ ନିଶ୍ଚିତ ରୂପରେ ଥାଏ । କିନ୍ତୁ ବିଭିନ୍ନ ଅଙ୍ଗରେ ଥିବା କଳାଜାଇର ଭିନ୍ନ ଭିନ୍ନ ଅର୍ଥ ରହିଛି । ବ୍ୟକ୍ତିର ମୁହଁରେ, ହାତରେ, ଗୋଡରେ ଇତ୍ୟାଦି ସବୁ ସ୍ଥାନରେ କଳାଜାଇଥାଏ । ଏମିତିରେ ଶରୀରର ଥିବା ଏହି କଳାଜାଇର ବହୁତ ମହତ୍ଵ ଅଛି । ଯାହା ବିଷୟରେ ବହୁତ କମ ଲୋକମାନେ ଜାଣିଛନ୍ତି । ଶରୀରର ବିଭିନ୍ନ ଅଙ୍ଗରେ କଳାଜାଇ ରହିବା ଏମିତିରେ ବହୁତ ଶୁଭ ସଂକେତ ବି ଦେଇଥାଏ କି ଆପଣ ଜଣେ ଧନୀ ବ୍ୟକ୍ତି ହେବା ନା ନାହିଁ କିମ୍ବା ଆପଣ ଜଣେ ମହାନ ବ୍ୟକ୍ତି ହେବ ନା ନାହିଁ ଏହିଭଳି ବହୁତ ବିଷୟ ପ୍ରତି ସଂକେତ ଦେଇଥାଏ ।

ଏମିତିରେ ଆଜି ଆମେ ଆପଣଙ୍କୁ କହିବୁ କି ଶରୀରର କେଉଁ ଅଙ୍ଗରେ କଳାଜାଇ ଥିଲେ ଆପଣଙ୍କ ବୈବାହିକ ଜୀବନ ସୁଖମୟ ହେବ । ଏହା ସହିତ ଏହି ସବୁ ସ୍ଥାନରେ ଯଦି କଳାଜାଇ ରହିବ ତେବେ ଆପଣଙ୍କ ଭାଗ୍ୟ ବଦଳିଯିବ ।

୧. ଯେଉଁ ମହିଳାର ନାକର ଡାହାଣ ପାର୍ଶ୍ଵରେ କଳାଜାଇ ଥାଏ ସେହି ମହିଳାମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କ ଭାଗ୍ୟରେ ସବୁବେଳେ ଖୁସି ହିଁ ଲେଖା ହୋଇଥାଏ ଓ ଏମାନଙ୍କୁ ପ୍ରାପ୍ତ ମଧ୍ୟ ହୁଏ । ଏମାନଙ୍କ ସାଥି ବି ସବୁବେଳେ ସ୍ଵର୍ଗ ସୁଖ ଭୋଗ କରିଥାନ୍ତି । ଏହା ସହିତ ଏମାନଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ ।

୨. ଠିକ ସେହିଭଳି ଯେଉଁ ମହିଳାଙ୍କ ଡାହାଣ ପାର୍ଶ୍ଵ ଗାଲରେ କଳାଜାଇ ଥାଏ ସେମାନେ ଅତ୍ୟନ୍ତ ଧନୀ ଓ ଚରିତ୍ରବାନ ହୋଇଥାନ୍ତି । ଏମାନେ ନିଜର ସ୍ଵଭାବ ଦ୍ଵାରା ସମସ୍ତଙ୍କ ମନରେ ଘର କରିଥାନ୍ତି । ଏହା ସହିତ ପରିବାର ସମସ୍ତଙ୍କୁ ଏକତ୍ରିତ କରିବାରେ ବି ଏମାନେ ସଫଳ ହୋଇଥାନ୍ତି । ଏହା ସହିତ ଏମାନଙ୍କ ସୋଭାଗ୍ୟ କାରଣରୁ ଏମାନେ ଓ ଏମାନଙ୍କ ସାଥି ଉଭୟ ଧନୀ ହୋଇଥାନ୍ତି ।

ଏହା ସହିତ ଯଦି କୌଣସି ମହିଳାର ହାତରେ ଥିବା ରେଖା ମଧ୍ୟରେ ବିବାହ ରେଖାରେ ଯଦି କଳାଜାଇ ଅଛି ତେବେ ସେମାନଙ୍କ ବୈବାହିକ ଜୀବନ ବି ଅତ୍ୟନ୍ତ ସୁଖମୟ ହୋଇଥାଏ ।

୩. ସେହିଭଳି ଯଦି ଝିଅମାନଙ୍କ ଡାହାଣ ଆଖିରେ କଳାଜାଇ ଅଛି ତେବେ ଏହିଭଳି ମହିଳାମାନେ ନିଜର ସାଥିଙ୍କୁ ସବୁବେଳେ ଖୁସିରେ ରଖିଥାନ୍ତି । ବିବାହ ପରେ ଏମାନଙ୍କ ସାଥିଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଥାଏ ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button