ମନୋରଞ୍ଜନ

ଫେମସ ହେବା ପାଇଁ Priyanka Chopra ଟପିଗଲେ ସବୁ ସୀମା, ପିନ୍ଧିଲେ ଏମିତି 4 ଟି ହଟ ଡ୍ରେସ ଯାହା ପାଇଁ ହେଲେ ହଟହଟା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଭଗବାନ ପୃଥିବୀ ରେ ଅନେକ ସୁନ୍ଦର ବସ୍ତୁ ସୃଷ୍ଟି କରିଛନ୍ତି।କିଏ ରୂପରେ ସୁନ୍ଦର ହୋଇଥାଏ ତ କିଏ ଗୁଣ ରେ ସୁନ୍ଦର ହୋଇଥାଏ।ନିଜ ସୁନ୍ଦରତା କୁ ନେଇ ସମସ୍ତଙ୍କ ମନ ରେ ବହୁତ ଗର୍ବ ଥାଏ।ବନ୍ଧୁଗଣ ଶାସ୍ତ୍ର ଅନୁସାରେ କନ୍ୟା ମାନେ ସଂସାରର ରତ୍ନ ହୋଇଥାନ୍ତି।ସବୁ କ୍ଷେତ୍ରରେ ନାରୀ ଟି ଏ ନିଜର ସବୁ କାର୍ଯ୍ୟ କୁ ବହୁତ ଭଲ ଭାବରେ କରିଥାଏ।କନ୍ୟା ଟି ଏ ଯାହାକୁ ବିବାହ କରିଥାଏ ତା ସହିତ ପ୍ରଥମେ ଏକ ଭଲ ବନ୍ଧୁ ଭାବରେ ମିଶି ଥାଏ।କିନ୍ତୁ ଅନେକ କ୍ଷେତ୍ରରେ ଏହି ବନ୍ଧୁତା ଏତେ ବଢିଯାଇଥାଏ ଯେ ସେମାନେ ପରସ୍ପର ପ୍ରେମ ରେ ପଡିଯାଇଥାନ୍ତି ଓ ଶେଷରେ ସେମାନେ ବିବାହ ମଧ୍ୟ କରିଥାନ୍ତି।

ବନ୍ଧୁଗଣ ଏହି ପରି ଆପଣ ଅନେକ ଫିଲ୍ମ ରେ ଦେଖିଥିବେ ଓ କାହାଣୀ ଶୁଣିଥିବେ।କିନ୍ତୁ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ବଲିଉଡର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ କିଛି ଏହି ପରି ହିଁ ନିକ ଜୋନାଶ ଙ୍କ ସହିତ ପ୍ରଥମେ ଏକ ଭଲ ବନ୍ଧୁ ଭାବରେ ସମ୍ପର୍କରେ ରହିଥିଲେ।ଏହା ପରେ ଦୁଇ ଜଣ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା।ପରିଶେଷରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

 

ବନ୍ଧୁଗଣ ବିବାହ ପରେ ପ୍ରିୟଙ୍କା ଅନେକ ପ୍ରକାର ଷ୍ଟାଇଲିଶ ପୋଷାକ ସହିତ ନଜର ଆସିଥିଲେ।ନିଜର ଷ୍ଟାଇଲିଶ ପୋଷାକ ପାଇଁ ସେ ବହୁତ ଚର୍ଚ୍ଚା ରେ ରହିଥିଲେ।କିନ୍ତୁ ବେଳେବେଳେ ସେ କିଛି ପୋଷାକ ପାଇଁ ବହୁତ ହଟହଟା ମଧ୍ୟ ହୋଇଥିଲେ।ତାଙ୍କର ପୋଷାକ ଶୈଳୀ କାହାକୁ ପସନ୍ଦ ଆସି ନ ଥିଲାଏପରି ମଧ୍ୟ କୁହା ଯାଉଥିଲା କି ତାଙ୍କର ପୋଷାକ ଉପରେ କୌଣସି ସମ୍ୟକ ଧାରଣା ମଧ୍ୟ ନାହିଁ। ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ପ୍ରିୟଙ୍କା ଙ୍କର ଏପରି କିଛି ପୋଷାକ ଶୈଳୀ ବିଷୟ ରେ କହିବାକୁ ଯାଉଛୁ ଯାହା ପାଇଁ ସେ ବହୁତ ହଟହଟା ହୋଇଥିଲେ।ତେବେ ଆସନ୍ତୁ ସେ ବିଷୟରେ କିଛି ଅଧିକ ଆଲୋଚନା କରିବା।

ବନ୍ଧୁଗଣ ନିକ ଓ ପ୍ରିୟଙ୍କା ଙ୍କ ଯୋଡି ବିଷୟରେ କିଏ ବା ନ ଜାଣେ।ପ୍ରିୟାଙ୍କ ନିକ କୁ ବହୁତ ଭଲ ପାଆନ୍ତି ଓ ଦୁହେଁ ବିବାହ ପରେ ମଧ୍ୟ ସବୁବେଳେ ଏକାଠି ଥାନ୍ତି। ବିଭିନ୍ନ ପାର୍ଟି ଓ ଉତ୍ସବ କୁ ମଧ୍ୟ ଦୁଇ ଜଣ ସବୁ ବେଳେ ସାଙ୍ଗ ହୋଇ ଯାଇଥାନ୍ତି । ଦୁଇ ଜଣ ଙ୍କ ଯୋଡି ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ହୋଇଥାଏ।ନିକ ପ୍ରିୟାଙ୍କା ଙ୍କୁ ବହୁତ ଭଲ ପାଆନ୍ତି।ତେଣୁ ସେ ଯେତେବେଳେ ଯାହା ଚାହାନ୍ତି ତାଙ୍କୁ ନିକ ସବୁ ଜରିବାକୁ ଦେଇଥାନ୍ତି।

ସେ ସବୁବେଳେ ତାଙ୍କ ର ମନ ମୁତାବକ ପୋଷାକ ପିନ୍ଧିଥାନ୍ତି।ଯେଉଁଥିରେ ସେ ବହୁତ ସୁନ୍ଦର ମଧ୍ୟ ଦେଖା ଯାଇଥାନ୍ତି।କିନ୍ତୁ ବେଳେବେଳେ ସେ ଏପରି ପୋଷାକ ପିନ୍ଧିଥାନ୍ତି ଯାହାକୁ ବୁଝିବା ମଧ୍ୟ ବହୁତ ମୁସ୍କିଲ ହୋଇ ପଡିଥାଏ। ପ୍ରିୟଙ୍କା ଙ୍କର ଏପରି ପୋଷାକ ଦେଖି ଦର୍ଶକ ମାନେ ବହୁତ ଥର ତାଙ୍କର ମଜାକ ମଧ୍ୟ ଉଡାଇଛନ୍ତି।କିନ୍ତୁ ପ୍ରିୟଙ୍କା ଏହି ଥଟ୍ଟା ପରିହାସ କୁ ମଧ୍ୟ ଉପଭୋଗ କରିଥାନ୍ତି।

ବିଭନ୍ନ ପ୍ରୋଗ୍ରାମ ବା ଉତ୍ସବ ରେ ଯେତେବେଳେ ସେ ପହଂଚିଥାନ୍ତି ତାଙ୍କୁ ଏକ ନୂତନ ଅନ୍ଦାଜ ଓ ନୂତନ ପୋଷାକ ସହିତ ଦର୍ଶକ ମାନେ ଦେଖିବାକୁ ପାଆନ୍ତି। ପ୍ରିୟଙ୍କା ଙ୍କର ଏପରି ଅନେକ ପୋଷାକ ରହିଛି ଯାହାର କୌଣସି ମଧ୍ୟ ଲଜିକ ମଧ୍ୟ ନାହିଁ। ସେ ନିଜ ମନରୁ କଣ ଭାବିକି ଏପରି ପୋଷାକ ପିନ୍ଧିଥାନ୍ତି ତାହା କେବଳ ତାଙ୍କୁ ହିଁ ଜଣା ଥାଏ।

ଯେତେବେଳେ ସେ ଏପରି କିଛି ପୋଷାକ ପିନ୍ଧିଥାନ୍ତି ସେତେବେଳେ ସେ ସୋସିଆଲ ମିଡ଼ିଆ ରେ ବହୁତ ହଟହଟା ହୋଇଥାନ୍ତି।ସୁନ୍ଦରତା ମାମଲା ରେ ପ୍ରିୟଙ୍କା ବହୁତ ସୁନ୍ଦର ଅଟନ୍ତି କିନ୍ତୁ ବେଳେବେଳେ ଏପରି ପୋଷାକ ପିନ୍ଧିଥାନ୍ତି ଦର୍ଶକ ମାନେ ସେହି ସୁନ୍ଦରତା କୁ ଉପଭୋଗ କରି ପାରି ନ ଥାନ୍ତି।ଯାହା ଦ୍ୱାରା ପ୍ରିୟଙ୍କା ଙ୍କର ବହୁତ ଥଟ୍ଟା ପରିହାସ କରିଥାନ୍ତି।

କିନ୍ତୁ ପ୍ରିୟଙ୍କା ଏତେ ସୁନ୍ଦର ଯେ ଦର୍ଶକ ମାନେ ତାଙ୍କୁ ଦେଖିବା ପରେ ସେ ସବୁ କୁ ପୁଣି ଭୁଲି ଯାଇଥାନ୍ତି ଓ ପୂର୍ବ ପରି ତାଙ୍କର ପ୍ରଶଂସା କରିଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button