ବିଚାର

ସିସିଟିଭି ଟିଭିରେ କଏଦ ହୋଇଥିବା ଏହି ଘଟଣା ଦେଖିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ, ଏମିତି ଭୁଲ କେବେ ବି କରନ୍ତୁ ନାହିଁ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆମର ଏହି ଦୁନିଆ ରେ ବହୁତ ଅଜୀବ ଘଟଣା ମାନ ସବୁ ଘଟେ। ତେବେ ଅଧିକ ପଶୁ ପକ୍ଷୀ ଙ୍କୁ ନେଇ ଘଟିଥାଏ। ତେବେ ବେଳେ ବେଳେ ମଣିଷ ଏବଂ ପଶୁ ପକ୍ଷୀ ଙ୍କ ଭିତରେ କିଛି ଏଭଳି ଘଟଣା ଘଟି ଯାଏ ଯାହା ଶୁଣିବା ଏବଂ ଦେଖିବା ଆଶ୍ଚର୍ଯ୍ୟ ଏବଂ ଭୟଙ୍କର ମଧ୍ୟ। ତେବେ ଆସନ୍ତୁ ଆଜି କିଛି କ୍ୟାମେରା ରେ ରେକର୍ଡ ହୋଇଥିବା ପଶୁ ପକ୍ଷୀ ଏବଂ ମଣିଷ ମାନଙ୍କ ର କିଛି ଅଦ୍ଭୁତ ଘଟଣା ବିଷୟରେ ଆଲୋଚନା କରି ନେବା।

୧- ପ୍ରଥମ ଘଟଣା ଟି ହେଉଛି ଦକ୍ଷିଣ ଥାଇଲାଣ୍ଡ ର। ତେବେ ସେଠାକାର ଜଣେ ମହିଳା ଙ୍କ ଘର ପଛ ପଟୁ କିଛି ଅଜୀବ ଅଜୀବ ଶବ୍ଦ ଶୁଣିବାକୁ ମିଲିଲା। ତେବେ ତାହା ଶୁଣି ସେହି ମହିଳା ଜଣଙ୍କ ବାହାରକୁ ଆସି ଦେଖିବାକୁ ଲାଗିଲେ ତେବେ ତାଙ୍କ ପଛରେ ଥିଲା ଏକ କୋବ୍ରା ସାପ। ତେବେ ଯେତେବେଳେ ସେହି ମହିଳାଙ୍କ ନଜର କୋବ୍ରା ଉପରେ ପଡ଼ିଲା ସେତେବେଳେ ସେ ଡରିକି ଘର ଭିତରକୁ ଦୌଡ଼ି ପଳାଇଲେ।

୨- ଦ୍ଵିତୀୟ ରେ ତେବେ ଆପଣ କାଠହଣା ଚଢ଼େଇ କୁ ତ ନିଶ୍ଚୟ ଦେଖିଥିବେ। ତେବେ ସେମାନେ ସର୍ଵଦା କାଠ ରେ ନିଜ ଥଣ୍ଟ କୁ ମାରି ମାରି କଣା କରିଥାନ୍ତି। ତେବେ ସେମାନେ ଏହା ଭୋଜନ ଖୋଜିବା କିମ୍ବା ବସା ବନେଇବା ପାଇଁ କରିଥାନ୍ତି। କିନ୍ତୁ ଆମେରିକା ରେ ଥିବା କାଠହଣା ନିଜ ଖାଦ୍ୟ କୁ ସଂଗୃହିତ କରିବା ପାଇଁ କାଠ ରେ କଣା କରି ରଖିଥାନ୍ତି କାରଣ ବରଫ ପଡିବା ସମୟରେ ତାଙ୍କ ପ୍ରିୟ ଖାଦ୍ୟ ମିଳେ ନାହିଁ ତେଣୁ ସେମାନେ ନିଜର ଖାଦ୍ୟ କୁ ଷ୍ଟୋର କରି ରଖି ଦିଅନ୍ତି।

୩- ତୃତୀୟ ରେ ଏକ ଭିଡିଓ ରେ ଦେଖିବାକୁ ମିଳିଥିଲା ଏକ ପୁରୁଷ ଶୌଚାଳୟ ରୁ ଏକ ସିଂହୀ ବାହାରକୁ ଆସୁଛି। ତେବେ ଏହି ଭିଡିଓ ଖୁବ ଭାଇରାଲ ହେଲା ଏବଂ କିଛି ଲୋକ କମେଣ୍ଟ ବି କରିବାକୁ ଲାଗିଲେ କି ଏହି ସିଂହୀ ସ୍ୱଚ୍ଛ ଭାରତ ଅଭିଯାନ ର ସମର୍ଥକ କିନ୍ତୁ ଭୁଲ ରେ ଭୁଲ ଶୌଚାଳୟ ରେ ପଶି ଯାଇଛି।

୪- ଚତୁର୍ଥ ରେ ହେଉଛି ଏକ ଭିଡିଓ ରେ ଦେଖିବାକୁ ମିଳିଥିଲା କି ଜଣେ ମହିଳା ନିଜ ଗାଡି ରେ କିଛି ଫଳ ରଖିବା ପାଇଁ ଯାଉଥିଲା କିନ୍ତୁ ଗାଡି ଖୋଲା ଥିବାର ଦେଖି ଆଶ୍ଚର୍ଯ୍ୟ ହୋଇ ଚେକ କଲାବେଳେ ଜଣା ପଡିଲା କି ଗାଡି ଭିତରେ ଗୋଟିଏ ଭାଲୁ ବସିଛି। ତେବେ ମହିଳା ଜଣକ ଡରି କି ପଳାଇଲା ଏବଂ ଫଳ ସବୁ ତଳେ ପଡ଼ିଗଲା ଏବଂ ଭାଲୁ ମଧ୍ୟ ଡରିଗଲା କିନ୍ତୁ ସେ ପରେ ସେ ପଡି ଯାଇଥିବା ଫଳ କୁ ଉଠାଇ ଖାଇବାକୁ ଲାଗିଲା।

୫- ପଞ୍ଚମ ରେ ଜଣେ ମହିଳା ରାତିରେ ବାହାରେ ବସିଥିଲେ ତେବେ ସେହି ସମୟରେ ଗୋଟିଏ ତେନ୍ଦୁଆ ଛକି କି ତାଙ୍କ ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କଲା କିନ୍ତୁ ମହିଳା ଜଣଙ୍କ ନିଜ ସାହାସ ରେ ତା ସହ ଲଢ଼ି ତାକୁ ଦୋୖଡେଇ ଦେଇଥିଲେ ଏବଂ ବଂଚି ଯାଇଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button