ଦେଶ ବିଦେଶ

International dance day: ଶରୀର ଫୂର୍ତି ସହ ମନକୁ ମଧ୍ୟ ସୁସ୍ଥ ରଖିଥାଏ ଡ୍ୟାନ୍ସ

ଆଜି ବିଶ୍ବ ନୃତ୍ୟ ଦିବସ। ଅଧିକାଂଶ ଲୋକମାନେ ଫିଟ ରହିବା ପାଇଁ ଡ୍ୟାନ୍ସ କରିଥାନ୍ତି। ଏହାଦ୍ବାରା କେବଳ କ୍ୟାଲୋରୀ ବର୍ଣ୍ଣ ହେବା ସହ ସଠିକ ରୂପେ ରକ୍ତ ସଂଞ୍ଚାଳନ ହୋଇଥାଏ। ଡ୍ୟାନ୍ସ କରିବା ଦ୍ବାରା କେବଳ ଓଜନ କମିନଥାଏ ବରଂ ଏହା ଦ୍ବାରା ଶରୀରରେ ଅନେକ ଫାଇଦା ମଧ୍ୟ ମିଳିଥାଏ। ଏହା ଏପରି ଏକ ବ୍ୟାୟାମ ଯାହା ଶାରୀରିକ ଏବଂ ମାନସିକ ରୂପେ ଫିଟ ରଖିବାରେ ସାହାଯ୍ୟ କରିଥାଏ।

dance day-ଯଦି ଆପଣ କେଔଣସି କଥାକୁ ନେଇ ଚିନ୍ତାରେ ରହିଥାନ୍ତି ତେବେ ଡ୍ୟାନ୍ସ କରିବା ଦ୍ବାରା ଆପଣ ଏହି ଚିନ୍ତା ଦୂର କରିପାରିବେ। ଡ୍ୟାନ୍ସ ଏକ ତେରାପି ଭଳି କାମ କରିଥାଏ, ଯାହା ମସ୍ତିଷ୍କକୁ ଆକ୍ଟିଭ ରଖିବାରେ ସାହାଯ୍ୟ କରିଥାଏ।

-ସେହିପରି ହାଡ ଦୁର୍ବଳ ହେବା ଯୋଗୁ ରୋଗ ହେବାର ଭୟ ରହିଥାଏ। ଡ୍ୟାନ୍ସ କରିବା ଦ୍ବାରା ଶରୀରରେ କ୍ୟାଲସିୟମର ମାତ୍ରା ଠିକ ରହିଥାଏ। ଏବଂ ନାଚିବା ଦ୍ବାରା ଭଲ ନିଦ ମଧ୍ୟ ହୋଇଥାଏ।

-ଡ୍ୟାନ୍ସ କରିବା ଦ୍ବାରା ତ୍ବଚାରୁ ଜୀବାଣୁ ନଷ୍ଟ ହୋଇଥାଏ ଏବଂ ତ୍ବଚା ସୁସ୍ଥ ରହିଥାଏ।

-ଏହା ବ୍ୟତୀତ ଡ୍ୟାନ୍ସ କରିବା ଦ୍ବାରା ଶରୀର ସୁନ୍ଦର ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button