ସ୍ୱାସ୍ଥ୍ୟ

ଏହି 5ଟି ମଞ୍ଜିକୁ ଭିଯାଇ ଖାଇ ନିଅନ୍ତୁ ମୂଳରୁ ଶେଷ ହୋଇଯିବ ଆପଣଙ୍କର ଏହି 10ଟି ରୋଗ, Health Tips

ନମସ୍କାର ବନ୍ଧୁଗଣ ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଶରୀର କେବେ ଦୁର୍ବଳ ନ ହେଉ । କିମ୍ବା କୌଣସି ରୋଗ ନ ହେଉ ଆପଣ ସର୍ଵଦା ସୁସ୍ଥ ଏବଂ ସବଳ ରୁହନ୍ତୁ ଏବଂ ବୁଢ଼ା ହେବା ପର୍ଯ୍ୟନ୍ତ ଆପଣ ସୁସ୍ଥ ଏବଂ ସବଳ ରୁହନ୍ତୁ । ତେବେ ଆପଣ ଏହି ବୀଜ ଗୁଡ଼ିକ କୁ ଖାଇବା ଆରମ୍ଭ କରି ଦିଅନ୍ତୁ । ବୀଜ ରେ ଜୀଵନ ରହିଥାଏ । ପୋଷକ ରେ ଭର୍ତ୍ତି ହୋଇ ଥାଏ । ଆମ ଶରୀରରେ ପୋଷକ ତତ୍ତ୍ୱ ର ଅଭାବରୁ ଆମ ଶରୀର ଦୁର୍ବଳ ହୋଇପଡେ । ଏବଂ କାମ କରିବାରେ ସମର୍ଥ ହୁଏ ନାହିଁ ।

ଏବଂ ଆଜି କାଲିର ଅଶୁଦ୍ଧ ପରିବେଶ ଏବଂ ଅଶୁଦ୍ଧ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀର ଧୀରେ ଧୀରେ ଏବଂ ବୟସ ପୂର୍ବରୁ ହିଁ ଦୁର୍ବଳ ହୋଇ ପଡୁଛି । ଏବଂ ଅନେକ ରୋଗ ମଧ୍ୟ ହେଉଛି । ଏବଂ ତାସହ ଆମ ଓଜନ ମଧ୍ୟ ବଢ଼ିବାରେ ଲାଗୁଛି । ତେଣୁ ନିଜ ଖାଦ୍ୟରେ କିଛି ଏପରି ଜିନିଷ କୁ ଗ୍ରହଣ କରିବା ଯାହା ଦ୍ୱାରା ଆମ ଶରୀର ସୁସ୍ଥ ରହିବ ଏବଂ କୌଣସି ରୋଗ ମଧ୍ୟ ହେବ ନାହିଁ । ଏବଂ ତା ସହ ଆମ ହାଡ଼ ମଜବୁତ ରହିବ ।

ଏବଂ ତ୍ୱଚା ମଧ୍ୟ ଚମକିବ । ତେବେ ଚାଲନ୍ତୁ ଜାଣିନେବା ସେ ଉପାୟ ଗୁଡିକ କଣ କଣ । ଏବଂ ତାହାକୁ ଆମେ କିପରି ବ୍ୟବହାର କରି ପାରିବା । ଏହି ବୀଜ ରେ କ୍ୟାଲସିୟମ, ପୋଟାସିୟମ, ଫାଇବର ଆଦି ରହିଥାଏ । ତେଣୁ ଏହାକୁ ଖାଇବା ଦ୍ବାରା ଆମ ଶରୀର ସେସବୁ ପୋଷକ ତତ୍ତ୍ୱ କୁ ପାଇଁ ପାରିବ ଏବଂ ଏହାକୁ ସଠିକ ପରିମାଣ ରେ ଖାଇବା ଆବଶ୍ୟକ କାରଣ ଅଧିକ ଖାଇବା ଦ୍ୱାରା ଏହା କ୍ଷତି ମଧ୍ୟ କରି ପାରିଥାଏ ।

ଏହାକୁ ଯଦି ସେମିତି ଖାଲି ଖାଉଛନ୍ତି ତେବେ ଏହା ଶୀତ ଦିନ ପାଇଁ ଠିକ କାରଣ ଶୀତ ଦିନରେ ଆମକୁ ଅଧିକ ଭୋକ ହୁଏ । କିନ୍ତୁ ଖରା ଦିନେ ଆମକୁ ବହୁତ କମ ଭୋକ ହୁଏ ତେଣୁ ଏହି ବୀଜ କୁ ମଧ୍ୟ ଆମେ ହଜମ କରି ପାରି ନଥାଉ ଏବଂ ଯାହା ଦ୍ୱାରା ଆମ ପାଚନ କ୍ରିୟା ଖରାପ ହୁଏ ଏବଂ ଶରୀର ରେ ଭିଟାମିନ ମିଳେ ନାହିଁ ।

ଆପଣ ପାଞ୍ଚ ରୁ ଛଅ ଅଲଗା ଅଲଗା ବୀଜ (ତେବେ ସେହି 5ଟି ବୀଜ ହେଲା ଅଳସି, ଧଳାରାଶି, ସୁର୍ଜ୍ଯମୁଖୀ ମଞ୍ଜି, ମସ୍କମେଲନ ମଞ୍ଜି ଓ ମେଥି) କୁ ଏକାଠି ନେବା ଏବଂ ଏହାକୁ ଏକ ଗିଲାସ ପାଣି ରେ ଭିଜେଇ କରି ରଖି ଦିଅନ୍ତୁ । ଏବଂ ଘୋଡାଇ ଦିଅନ୍ତୁ । ଏହି ବିଜ ଦେଖିବାକୁ କ୍ଷୁଦ୍ର କିନ୍ତୁ ବହୁତ ଅସରଦାର ମଧ୍ୟ । ଏବଂ ସକାଳେ ଉଠି ଏହାକୁ ପ୍ରଥମେ ଅଲଗା କିମ୍ବା ଛାଣି ଦେବା । ଏବଂ ବାସି ମୁହଁ ରେ ବିନା ବ୍ରସ ରେ ଏହାକୁ ପିଇ ଦିଅନ୍ତୁ । ଏବଂ ବ୍ରସ ପରେ ଏହି ବୀଜ କିମ୍ବା ମଞ୍ଜି କୁ ଚୋବାଇ ଖାଇ ଦିଅନ୍ତୁ ।

ଏହି ଉପାୟ କୁ ପ୍ରତି ଦିନ କଲେ ଆମର ତ୍ୱଚା ରେ ହେଉଥିବା ବ୍ରଣ କଳା ଦାଂଦୁର ହୋଇଯିବ । ଏବଂ ତ୍ୱଚା ଉଜ୍ଜ୍ୱଳ ହେବ । କେଶ ଝଡ଼ିବା ମଧ୍ୟ ବନ୍ଦ ହୋଇଯିବ । ଏବଂ କଳା ଏବଂ ଘନ ରହିବ । ଆଣ୍ଠୁ ଗଣ୍ଠି ମଧ୍ୟ ଭଲ ହୋଇ ଯିବ । ଶରୀର ଦୁର୍ବଳ ହେବ ନାହିଁ । ଏବଂ ହାଡ଼ ମଧ୍ୟ ମଜବୁତ ରହିବ । ପାଚନ କ୍ରିୟା ମଧ୍ୟ ସଠିକ ହେବ ଏବଂ ଯାହା ଯୋଗୁଁ ଆମକୁ ସଠିକ ପରିମାଣ ର କ୍ୟାଲସିୟମ, ଭିଟାମିନ ମିଳି ପାରିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button