ଜୀବନଶୈଳୀ

ବରଗଡ: ଅଏଲ ପ୍ଲାଣ୍ଟରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୩୦ରୁ ଅଧିକ ଶ୍ରମିକ

ନାଗେନପାଲି ସ୍ଥିତ ଶ୍ରୀକୃଷ୍ଣା ସଲଭେଣ୍ଟ ଅଏଲ ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମଗ୍ରୀ ପୋଡି ପାଉଁଶ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୩୦ରୁ ଅଧିକ ଶ୍ରମିକ। ତେବେ ନିଆଁ କେଉଁ ପରିସ୍ତିତିରେ ଲାଗିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଘଟଣା ସ୍ତଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button