ନୀତି

Vastu Shastra- ସ୍ଵୟଂ ଭଗବାନ ବିଷ୍ଣୁଙ୍କ ଅବତାର ଅଟେ ଏହି ଗଛ, ଏହାର ଚେର ପାଖରେ ରଖିଲେ ଗରିବ ବି ହୋଇଯାଏ ଧନୀ

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାନ୍ତି । ସେଥିପାଇଁ ମଣିଷ ରାତି ଦିନ କଷ୍ଟ କରିଥାନ୍ତି । ହେଲେ ସେମାନଙ୍କୁ ସଫଳତା ହାସିଲ ହୋଇନଥାଏ । ବନ୍ଧୁଗଣ ଆମ ହିନ୍ଦୁଶାସ୍ତ୍ର ଅନୁସାରେ ଏପରି କିଛି ଉପାୟ ରହିଛି ଯାହା ବ୍ୟକ୍ତି ଓ ଘର ପାଇଁ ବହୁତ ଶୁଭ ହୋଇଥାଏ । ଏହି ଉପାୟକୁ କରିଲେ ଘର ମଧ୍ୟରେ ସବୁବେଳେ ସକାରାତ୍ମକ ଶକ୍ତିର ପ୍ରଭାବ ହୋଇଥାଏ ଓ ଆପଣଙ୍କୁ କେବେହେଲେ କୌଣସି ଜିନିଷର ଅଭାବ ହୋଇନଥାଏ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଉପାୟ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ପବିତ୍ର ଗଛ ଗୁଡିକ ବିଷୟରେ । ବନ୍ଧୁଗଣ ଆପଣ ମାନେ ଏହି ଉପାୟକୁ କେବଳ ଗୁରୁବାର ଦିନ କରିବେ ଏହି ଉପାୟ ବହୁତ ଚମତ୍କାରୀ ହୋଇଥାଏ, ଏହାକୁ କରିବା ଦ୍ଵାରା ଅପାନଙ୍କ ଘରେ ମା ଲକ୍ଷ୍ମୀଙ୍କ ବାସ ରହିବା ସହ ଆପଣଙ୍କୁ ପ୍ରଚୁର ଧନଲାଭର ଅବସର ମଧ୍ୟ ମିଳିଥାଏ ।

ବନ୍ଧୁଗଣ ଏହି ଉପାୟକୁ କରିବା ଦ୍ଵାରା ମଣିଷ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହେବାକୁ ଲାଗିଥାଏ । ଯଦି ମଣିଷର ଆର୍ଥିକ ସ୍ଥିତି ଦୁର୍ବଳ ଅଛି ତା ହେଲେ ଏହି ଉପାୟକୁ କରିବା ପରେ ତାର ଆର୍ଥିକ ସ୍ଥିତି ମଝବୁତ ହେବାକୁ ଲାଗିଥାଏ ।


ବନ୍ଧୁଗଣ ଏହି ଉପାୟକୁ ଆପଣ କେବଳ ଗୁରୁବାର ଦିନ କରିବେ । ଗୁରୁବାର ଦିନ ଆପଣ ସଖାଳ ସମୟରେ ଶୀଘ୍ର ଉଠି ସ୍ନାନ କରନ୍ତୁ ଓ ସ୍ନାନ କରିବା ପରେ ଆପଣ ହଳଦିଆ ବସ୍ତ୍ର ଧାରଣ କରନ୍ତୁ । ଯଦି ବନ୍ଧୁଗଣ ଆପଣଙ୍କ ପାଖରେ ହଳଦିଆ ବସ୍ତ୍ର ନାହିଁ, ତା ହେଲେ ଆପଣ ଯେକୌଣସି ରଙ୍ଗର ବସ୍ତ୍ର ପିନ୍ଧି ହଳଦିଆ ରୁମାଲ ବା ଗାମୁଛାକୁ ନିଜ ପାଖରେ ରଖନ୍ତୁ ।

ଏହା ପରେ ବନ୍ଧୁଗଣ ଆପଣ ନିଜ ଘର ପାଖରେ ଥିବା କୌଣସି ଏକ କଦଳୀ ଗଛ ପାଖକୁ ଯାନ୍ତୁ, ହେଲେ ବନ୍ଧୁଗଣ ଏହାର ଧ୍ୟାନ ନିଶ୍ଚୟ ରଖିବେ ଯେ, ଏହି ଉପାୟକୁ କରିବା ସମୟରେ ଯେପରି ଆପଣଙ୍କୁ କେହି ଆପଣଙ୍କ ପଛରୁ ଡାକିବେ ନାହିଁ ଓ ଆପଣ ମଧ୍ୟ କୌଣସି ଲୋକଙ୍କ ସହ କଥା ବାରତା କରିବେ ନାହିଁ । ଏହା କରିବା ଦ୍ଵାରା ଆପଣଙ୍କ ଉପାୟ ନିଶ୍ଚୟ ଶୁଭ ହେବ । ବନ୍ଧୁଗଣ ଆପଣ ଯେକୌଣସି ଏକ କଦଳୀ ଗଛ ପାଖକୁ ଯାଇ ତାର ଚେରକୁ ଆଣନ୍ତୁ ଓ ସେହି ଚେରକୁ ଆଣି ଆପଣ ଗଙ୍ଗାଜଳରେ ସେହି ଚେରକୁ ଭଲ ଭାବରେ ଧୋଇ ଦିଅନ୍ତୁ ।

ଧୋଇବା ପରେ ଆପଣ ସେହି ଚେରରେ ଏକ ହଳଦିଆ ରଙ୍ଗର ସୂତା ବାନ୍ଧି ଦିଅନ୍ତୁ । ବନ୍ଧୁଗଣ ଆପଣ ମାନେ ଏହି ଚେରକୁ ନିଜ ପର୍ସ, ଆଲମାରି କିମ୍ବା ତିଜୋରି ମଧ୍ୟରେ ରଖିପାରିବେ । ଏହି ଚେରକୁ ରଖିବା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହୋଇଯିବ । ଆପଣ ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିବେ । ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହୋଇଯିବ । ଏହା ସହିତ ଆପଣଙ୍କର ଆଗାମୀ ଜୀବନ ସୁଖ ସମୃଦ୍ଧିରେ ଭରିଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button