ଗର୍ଭନିରୋଧକ ଔଷଧ ନୁହେଁ, କେବଳ ଖାଆନ୍ତୁ ଏହି ଗୋଟିଏ ଜିନିଷ, ହେବେ ନାହିଁ ଗର୍ଭବତୀ

ଯଦି ଆପଣ ଗର୍ଭବତୀ ହେବାରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ଏବଂ ଏଥିପାଇଁ କୌଣସି ଗର୍ଭନିରୋଧକ ଓୗଷଧ ନେବାକୁ ଭାବୁଛନ୍ତି, ତେବେ ଟିକେ ରହିଯାଆନ୍ତୁ। ଗର୍ଭବତୀକୁ ବନ୍ଦ କରିବା ପାଇଁ ଅନେକ ପ୍ରକାରର ଉପାୟ ମହଜୁତ ରହିଛି। ଗର୍ଭନିରୋଧକ ଔେଷଧର ସାଇଡ ଇଫେକ୍ଟ ସମସ୍ତେ ଜାଣିଛନ୍ତି। ଯଦି ଆପଣ ବିନା କୌଣସିର ଔଷଧର ବ୍ୟବହାର କରି ପ୍ରାକ୍ରୁତିକ ଉପାୟ ଦ୍ବାରା ଗର୍ଭବତୀକୁ ବନ୍ଦ କରିବା ପାଇଁ ଚାହୁଁଛନ୍ତି ତେବେ ଆୟୁର୍ବେଦରେ ଆପଣଙ୍କ ସମସ୍ତ ଅସୁବିଧା ସମାଧାନ ହୋଇପାରିବ। ଅବଶ୍ୟ ଏହି ଉପଚାରକୁ ବ୍ୟବହାର କରିବା ପୂର୍ବରୁ ନିଜର ଫ୍ୟାମିଲି ଡାକ୍ତର ଏବଂ ଆୟୁର୍ବେଦ ବିଷେଶଜ୍ଞଙ୍କ ଠାରୁ ପରାମର୍ଶ ନେବା ନିହାତି ଆବଶ୍ୟକ।

ଆୟୁର୍ବେଦରେ ଅରଣ୍ଡି ବା କ୍ୟାଷ୍ଟରର ମଞ୍ଜିକୁ ସବୁଠାରୁ ଭଲ ଗର୍ଭନିରୋଧକ ତତ୍ତ୍ବ ବୋଲି ଧରାଯାଏ। ଏହାର ବ୍ୟବହାର କରିବା ପାଇଁ ସର୍ବପ୍ରଥମେ ଅରଣ୍ଡିର ମଞ୍ଜିକୁ ଭାଙ୍ଗନ୍ତୁ। ଏହା ପରେ ସେଥିରେ ଥିବା ଧଳା ମଞ୍ଜିକୁ ବାହାର କରନ୍ତୁ। ଏହି ମଞ୍ଜିକୁ ଗୋଟିଏ ଗ୍ଳାସ ପାଣି ସହିତ ଖାଆନ୍ତୁ।

କେତେବେଳେ କରିବେ କ୍ୟାଷ୍ଟର ମଞ୍ଜିର ସେବନ
ଅରଣ୍ଡି ବା କ୍ୟାଷ୍ଟର ମଞ୍ଜିର ବ୍ୟବହାର ଆପଣ ସମ୍ବଦ୍ଧର ୭୨ ଘଣ୍ଟା ଭିତରେ ଗର୍ଭନିରୋଧକ ଓୌଷଧ ରୂପେ କରିପାରିବେ। ଯଦି ମହିଳା ମାନେ ସମ୍ବଦ୍ଧର ୭୨ ଘଣ୍ଟା ଭିତରେ ଏହି ମଞ୍ଜିର ସେବନ କରନ୍ତି ତେବେ ଏହା ଏକ contraceptive piils ଭାବରେ ଗର୍ଭଧାରଣକୁ ବନ୍ଦ କରିପାରିବ।
ମାସିକ ଧର୍ମର ୩ଦିନ ପର୍ଯ୍ଯନ୍ତ ଖାଆନ୍ତୁ
ଯଦି କୌଣସି ମହିଳା ଏହି ମଞ୍ଜିକୁ ମାସିକ ଧର୍ମର ୩ ଦିନ ପର୍ଯ୍ଯନ୍ତ ସେବନ କରନ୍ତି ତେବେ ଏକ ମାସ ପର୍ୟ୍ୟନ୍ତ ଏହାର ପ୍ରଭାବ ରହିବ।

ଧ୍ୟାନ ରଖନ୍ତୁ
contraceptive piils ଭଳି ଅରଣ୍ଡି ବା କ୍ୟାଷ୍ଟରର ମଞ୍ଜିକୁ ବ୍ୟବହାର କଲେ କୌଣସି ସାଇଡ ଇଫେକ୍ଟ ନଥିଲେ ମଧ୍ୟ ଏହାକୁ ସେବନ କରିବା ପୂର୍ବରୁ ଆପଣ ଡାକ୍ତର କିମ୍ବା ଆୟୁର୍ବେଦିକ ବିଶେଷଜ୍ଞଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ।



