ମନୋରଞ୍ଜନ

ପପୁଲାର TV ସୋ “ଶକ୍ତିମାନ” ର ଗୀତା ବିଶ୍ଵାସ ଆଜି ଏତେ ବର୍ଷ ପରେ ଦେଖା ଯାନ୍ତି କିଛି ଏମିତି…ଆପଣ ବି ଚିହ୍ନି ପାରିବେନି ଦେଖିଲେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ରେ କିଛି ଏଭଳି ସିରିଆଲ ଗୁଡ଼ିକ ରହିଛି ଯାହା ଚାହିଁଲେ ମଧ୍ୟ ଭୁଲି ହୋଇ ନଥାଏ ଏବଂ ସେଥି ମଧ୍ୟରୁ ଏକ ସିରିଆଲ ଅନ୍ୟତମ ଯାହା ହେଉଛି ‘ଶକ୍ତିମାନ’ । ଏହି ସିରିଆଲ କୁ ଯିଏ ଦେଖିଛି ସେ ହିଁ କେବଳ ଜାଣିଛି ଏହି ସିରିଆଲ ବହୁତ ଖାସ । ଏହି ଟିଭି ସିରିଆଲ ୧୯୯୭ ମସିହାରେ ଟିଭି ରେ ପ୍ରସାରିତ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଏହି ସିରିଆଲ ର ଲକ୍ଷଲକ୍ଷ ଦର୍ଶକ ଫାନ ଅଛନ୍ତି ।

ଏହି ସୋ ରେ ଅଭିନୟ କରିଥିବା ଗଙ୍ଗାଧର ଏବଂ ଗୀତା ବିଶ୍ୱାସ ଙ୍କୁ ଦର୍ଶକ ମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଦର୍ଶକ ମାନେ ମନେ ରଖିଛନ୍ତି । ସେହି ସମୟରେ ଏହି ଦୁହିଁଙ୍କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥିଲେ । ଏହି ସିରିଆଲ ରେ ଗୀତା ନିଜ ମନରେ ହିଁ ଶକ୍ତିମାନ କୁ ଭଲ ପାଉଥିଲା କିନ୍ତୁ କେବେ କହି ପାରୁ ନଥିଲା ।

ଏହି ଧାରାବାହିକ କୁ ୨୦୦୫ ମସିହାରେ ବନ୍ଦ କରିଦିଆ ଯାଇଥିଲା । କିନ୍ତୁ ବର୍ତ୍ତମାନ ମଧ୍ୟ ଦର୍ଶକ ମାନେ ଏହି ସିରିଆଲ ର ସମସ୍ତ ଏପିସୋଡ଼ କୁ ୟୁ ଟ୍ୟୁବ ରେ ଦେଖୁଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଏହି ସୋ ରେ ଥିବା ଗୀତା ବିଶ୍ୱାସ ଙ୍କ ରିଅଲ ଲାଇଫ ସମ୍ବନ୍ଧରେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଧାରାବାହିକ ‘ଶକ୍ତିମାନ’ ରେ ଗୀତା ବିଶ୍ୱାସ ଙ୍କ ଭୂମିକା ରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ରିଅଲ ନାଁ ହେଉଛି, ‘ବୈଷ୍ଣବୀ ମହେନ୍ତ’ ଅଟେ । ଯିଏ ଅନେକ ଟିଭି ସିରିଆଲ ରେ କାମ କରିଛନ୍ତି । ତାଙ୍କର ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରନ୍ତି ଏବଂ ଏହି ଅଭିନେତ୍ରୀ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର ଜଣେ ଲୋକପ୍ରିୟ ଅଭିନେତ୍ରୀ ମଧ୍ୟ ଅଟନ୍ତି ।

ଆପଣ ମାନେ ଅଭିନେତ୍ରୀ ବୈଷ୍ଣବୀ ମହେନ୍ତ ଙ୍କୁ ସିରିଆଲ ‘ସପନେ ସୁହାନେ ଲଡ଼କପନ କେ’, ‘ମିଲେ ଜବ୍ ହମ ତୁମ’ ଭଳି ଲୋକପ୍ରିୟ ଧାରାବାହିକ ରେ ନିଶ୍ଚିତ ଭାବରେ ଦେଖିଥିବେ । ଏହି ଅଭିନେତ୍ରୀ ଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଟିଭି ଇଣ୍ଡଷ୍ଟ୍ରୀ ରେ ଦେଖିବାକୁ ମିଳୁଛି । ଏହି ଅଭିନେତ୍ରୀ ଙ୍କୁ ବର୍ତ୍ତମାନ ଟିଭି ସିରିଆଲ ‘ୟେ ଉନ ଦିନୋ କି ବାତ୍ ହେ’ ରେ ଦେଖିବାକୁ ମିଳୁଛି । ଏହି ଅଭିନେତ୍ରୀ ବର୍ତ୍ତମାନ ପୂର୍ବ ଅପେକ୍ଷା ଅଧିକ ସୁନ୍ଦର ଏବଂ ଷ୍ଟାଇଲିସ ଦେଖାଯାଉଛନ୍ତି ।

ଅଭିନେତ୍ରୀ ବୈଷ୍ଣବୀ ମହେନ୍ତ ଙ୍କ ଅନେକ ଫ୍ୟାନ୍ସ ଅଛନ୍ତି ଏବଂ ସେ ନିଜର ଫ୍ୟାନ୍ସ ମାନଙ୍କ ପାଇଁ ପ୍ରାୟ ସମୟ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ନିଜର ଫଟୋ ସେୟାର କରନ୍ତି । ଏହି ଅଭିନେତ୍ରୀ କେବଳ ଟିଭି ସିରିଆଲ ହିଁ ନୁହେଁ ବରଂ କେତେକ ଟଲିଉଡ଼ ଫିଲ୍ମ ରେ ମଧ୍ୟ ଅଭିନୟ କରି ସାରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button