ମନୋରଞ୍ଜନ

Blue Colour ର ବହୁତ ହିଁ ହଟ ଡ୍ରେସ ରେ ଏୟାରପୋର୍ଟରେ ନଜର ଆସିଲେ Rakul Preet Singh, ଭିଡିଓ ହେଲା ଭାଇରାଲ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସୋସିଆଲ ମିଡିଆ ଏଭଳି ଏକ ପ୍ଲାର୍ଟଫର୍ମ ଅଟେ ଯାହା ଜଣେ ସାଧାରଣ ବ୍ୟକ୍ତି କୁ ବଲିଉଡ ସେଲିବ୍ରିଟି ଙ୍କ ସହ ପ୍ରାୟତଃ ଜଡ଼ିତ ରଖିଅଛି । ଆଗରୁ ବଲିଉଡ ସେଲିବ୍ରିଟି ମାନଙ୍କୁ କେବଳ ଦର୍ଶକ ମାନଙ୍କ ଭଲ ପାଇବା ମିଳୁଥିଲା । କିନ୍ତୁ ବର୍ତ୍ତମାନ ସମୟରେ ବଲିଉଡ ସେଲିବ୍ରିଟି ମାନେ ଦର୍ଶକ ମାନଙ୍କ ଦ୍ଵାରା ଟ୍ରୋଲ ର ଶିକାର ମଧ୍ୟ ହେଉଛନ୍ତି । ଏହି ଲିଷ୍ଟ ରେ ଅଭିନେତ୍ରୀ ‘ରକୁଲ ପ୍ରୀତ ସିଂ’ ମଧ୍ୟ ସାମିଲ ଅଛନ୍ତି । ତାଙ୍କୁ ନିଜର ସର୍ଟ ଡ୍ରେସ ପାଇଁ ଟ୍ରୋଲୀଙ୍ଗ ର ଶିକାର ହେବାକୁ ପଡ଼ିଥିଲା ।

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଅଭିନେତ୍ରୀ ରକୁଲ ପ୍ରିୟ ସିଂ କୋରୋନା ରୋଗରେ ସଂକ୍ରମିତ ଥିଲେ । କିନ୍ତୁ ବର୍ତ୍ତମାନ ଏହି ଅଭିନେତ୍ରୀ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇସାରିଛନ୍ତି ଏବଂ ତାଙ୍କୁ କିଛି ଦିନ ପୂର୍ବରୁ ମୁମ୍ବାଇ ଏୟାରପୋର୍ଟ ରେ ସ୍ପଟ କରା ଯାଇଥିଲା ଏବଂ ଏହି ଅଭିନେତ୍ରୀ ଙ୍କୁ ବ୍ଲ୍ୟୁ କଲର ର କ୍ରପ ଟପ୍ ଏବଂ ଡେନିମ ଜିନ୍ସ ରେ ନଜର ଆସିଥିଲେ ।

ରକୁଲ ପ୍ରୀତ ସିଂ ଙ୍କ ଏହି ଲୁକ୍ ବହୁତ ହି ସୁନ୍ଦର ଏବଂ ଗ୍ଲାମରସ ଲାଗୁଥିଲା । ଏଥିରେ ସେ ବ୍ଲ୍ୟୁ କ୍ରପ ଟପ୍ ସହିତ ଡେନିମ ଜିନ୍ସ କ୍ୟାରି କରିଥିଲେ ଏବଂ ମୁହଁରେ ମାସ୍କ ପିନ୍ଧିଥିଲେ । ତାଙ୍କର ବେବି ହେୟାର ଏହି ଲୁକ୍ କୁ ଅଧିକ ଷ୍ଟନିଂ ବନାଇଥିଲା । ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅଭିନେତ୍ରୀ ରକୁଲ ପ୍ରୀତ ସିଂ ନିଜର ଅନ୍ଦାଜ ରେ ସମସ୍ତ ଦର୍ଶକ ମାନଙ୍କୁ ନିଜର ଦିୱାନା ବନାଇ ସାରିଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରୀ ଛଡ଼ା ଏହି ଅଭିନେତ୍ରୀ ଙ୍କୁ ସୋସିଆଲ ମିଡିଆ ରେ ମଧ୍ୟ ପ୍ରାୟ ସମୟ ଆକ୍ଟିଭ ରହୁଥିବା ର ଦେଖିବାକୁ ମିଳିଥାଏ । ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ନିଜର ସମସ୍ତ ଫଟୋ ଏବଂ ଭିଡିଓ ମଧ୍ୟ ସେୟାର କରନ୍ତି । ରକୁଲ ପ୍ରୀତ ସିଂ ଙ୍କ ଫାନ୍ସ ମାନେ ତାଙ୍କର ସମସ୍ତ ଫଟୋ ଏବଂ ଭିଡିଓ କୁ ବହୁତ ମାତ୍ରାରେ ପସନ୍ଦ କରିଥାନ୍ତି ଏବଂ ଲାଇକ ଓ କମେଣ୍ଟ ମଧ୍ୟ କରନ୍ତି । କିନ୍ତୁ ଏହି ଅଭିନେତ୍ରୀ ଙ୍କୁ ନିଜର କିଛି ଫଟୋ ପାଇଁ ଟ୍ରୋଲିଙ୍ଗ ର ଶିକାର ହେବାକୁ ମଧ୍ୟ ପଡ଼ିଛି ।

କିଛି ଦିନ ପୂର୍ବରୁ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ଏକ ହ୍ଵାଇଟ କଲର ଟପ୍ସ ରେ ଡେନିମ ଜ୍ୟାକେଟ ପିନ୍ଧିଥିଲେ ଏବଂ ଏହା ସହିତ ମିନି ସର୍ଟସ୍ ପିନ୍ଧିଥିଲେ ଏବଂ ହ୍ୟାଣ୍ଡବ୍ୟାଗ ମଧ୍ୟ କ୍ୟାରି କରିଥିଲେ ।

ତାଙ୍କର ଏହି ଲୁକ୍ କୁ ପ୍ରାୟତଃ ଦର୍ଶକ ମାନେ ପସନ୍ଦ କରିଥିଲେ ଏବଂ ତାଙ୍କର ପ୍ରଶଂସା ମଧ୍ୟ କରିଥିଲେ । କିନ୍ତୁ କିଛି ଦର୍ଶକ ମାନେ ତାଙ୍କର ଏହି ଲୁକ୍ କୁ ପସନ୍ଦ କରି ନଥିଲେ ଏବଂ ଭରପୁର ମାତ୍ରା ରେ ତାଙ୍କର ଟ୍ରୋଲୀଙ୍ଗ କରିଥିଲେ । କିନ୍ତୁ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଚୁପ ରହିନଥିଲେ ସେ ଟ୍ରୋଲର୍ସ ମାନଙ୍କୁ ନିଜର ଜବରଦସ୍ତ ରିପ୍ଲାଏ ମଧ୍ୟ ଦେଇଥିଲେ ।

ବର୍ତ୍ତମାନ ସମୟରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ନିଜର କାମକୁ ନେଇ ଖୁବ ବ୍ୟସ୍ତତା ରେ ରହିଛନ୍ତି । ସେ ନିଜର ଅପକମିଙ୍ଗ ଫିଲ୍ମ ର କାମରେ ବ୍ୟସ୍ତ ରେ ରହିଛନ୍ତି । ଏହି ଅଭିନେତ୍ରୀ ଙ୍କ ୩ଟି ଅପ କମିଙ୍ଗ ଫିଲ୍ମ ରହିଛି । ସର୍ବ ପ୍ରଥମେ ଏହି ଅଭିନେତ୍ରୀ ଫିଲ୍ମ ‘ଆଟାକ’ ରେ ଅଭିନେତା ‘ଜନ୍ ଆବ୍ରାହମ’ ଙ୍କ ସହିତ ନଜର ରେ ଆସିବେ । ଏହା ସହିତ ଅଭିନେତା ‘ଅଜୟ ଦେବଗନ’ ଏବଂ ‘ଅମିତାଵ ବଚ୍ଚନ’ ଙ୍କ ସହ ଫିଲ୍ମ ‘ମେ ଡେ’ ରେ ମଧ୍ୟ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଙ୍କୁ ଦେଖିବାକୁ ମିଳିବ ।

ଏହା ସହିତ ‘କମଲ ହାସନ’ ଙ୍କ ଫିଲ୍ମ ‘ଇଣ୍ଡିଆନ ୨’ ରେ ମଧ୍ୟ ନଜର ରେ ଲିଡ଼ ରୋଲ ରେ ନଜର ଆସିବେ । ଅଭିନେତା ଅର୍ଜୁନ କପୁର ଙ୍କ ସହ ମଧ୍ୟ ଏକ ରୋମାଣ୍ଟିକ ଫିଲ୍ମ ରେ ଏହି ଅଭିନେତ୍ରୀ ଙ୍କୁ ଦେଖିବାକୁ ମିଳିବ । ଏହା ସହିତ ଅଭିନେତା ‘ଅଜୟ ଦେବଗନ’ ଏବଂ ‘ସିଦ୍ଧାର୍ଥ ମଲ୍ହୋତ୍ରା’ ଙ୍କ ସହ ଫିଲ୍ମ ‘ଥାଙ୍କ ଗଡ଼’ ରେ ମଧ୍ୟ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଙ୍କୁ ଦେଖିବାକୁ ମିଳିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button