Ajira anuchinta: ଭୋଜନ କରିବା ସମୟରେ ଭୁଲରେ ନିଜ ହାତକୁ ରଖନ୍ତୁ ନାହିଁ ଏହି ସ୍ଥାନରେ ମହିଳା ମାନେ ଜାଣିରଖନ୍ତୁ
ନମସ୍କାର ଦର୍ଶକବନ୍ଧୁ ଆଜିର ୧୦ଟି ଅନୁଚିନ୍ତା : 1. ରୁପା ମୁଦି ପିନ୍ଧିଲେ ଚନ୍ଦ୍ର ଗ୍ରହ ମଜବୁତ ହୋଇଥାନ୍ତି ଯାହାଦ୍ୱାରା ଅନେକ କାର୍ଯ୍ୟରେ ଶୁଭଫଳ ମିଳିଥାଏ |
2. ସକାଳୁ ଉଠି କଦଳୀଗଛ ତୁଳସୀଗଛ ନିଜ ପାପୁଲି, ଦହି ଓ କ୍ଷୀର ଯୋଡଶଙ୍ଖ, ଗାଈବାଛୁରି ଏସବୁ ଦେଖିବା ବହୁତ ଶୁଭ ହୋଇଥାଏ |
3. ଗୁରୁବାର ଦିନ ଦଧିବା ପାଣିରେ ଅଳ୍ପତିକେ ହଳଦୀ ପକେଇ ଗାଧୋଇଲେ ସୁଖ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ |
4 . ଘରେ କେବେବି ଲୁଣ ଡବା ଖାଲିରଖନ୍ତୁ ନାହିଁ ରଖିଲେ ଲକ୍ଷ୍ମୀ ଛଡ଼ା ହୋଇଥାନ୍ତି |
5. ଭୋଜନ କରିବା ସମୟରେ କେବେବି ନିଜ ହାତ ଭୂମିରେ ପାକିରଖି ଭୋଜନ କରନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ |
6. ଘରେ ଭଙ୍ଗାରୁଜା ଜଜିନିଷ ବ୍ୟବହାର କରନ୍ତୁ ନାହିଁ ଏପରି କଲେ ଅର୍ଥ ହାନି ହୋଇଥାଏ |
7. ସୋମବାର ବ୍ରତ କରିଲେ ଆପଣଙ୍କର ମନସ୍କମାନ ପୁର୍ଣ ହୋଇଥାଏ |
8. ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ଦ୍ୱାରା ମାନ ସନ୍ନମାନ ମିଳିଥାଏ ଏବଂ କାମ ସବୁ ସହଜରେ ହେବାକୁ ଲାଗିଥାଏ |
9. ଓସ୍ତ ଗଛ ପୂଜା କରିଲେ ଧନ ପ୍ରାପ୍ତି ହୋଇଥାଏ |
10. ନିଜ ଦୋକାନ ବା ଘରେ ସଂକ୍ରାନ୍ତି ହୋମ ପୂଜା କରିଲେ ଦୋକାନ ଭଲଚାଲିଥାଏ ଏବଂ ଧନର ଆଗମନ ହୋଇଥାଏ |