ଦେଶ ବିଦେଶ

ସୁନୀତା ୱିଲିୟମ୍ସଙ୍କ: ମହାକାଶ ଯାତ୍ରାର ଘଟଣାକ୍ରମ

ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲ୍ମୋର୍ ମଙ୍ଗଳବାର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ (ଆଇଏସ୍ଏସ୍)ରୁ ବିଦାୟ ନେଇଛନ୍ତି। ପ୍ରଥମେ ବୋଇଂର ଷ୍ଟାରଲାଇନର ମହାକାଶଯାନରେ ୮ ଦିନିଆ ପରୀକ୍ଷଣ ଉଡ଼ାଣ ପାଇଁ ଯୋଜନା କରାଯାଇଥିବା ଏହି ଅଭିଯାନକୁ ଅପ୍ରତ୍ୟାଶିତ ବୈଷୟିକ ତ୍ରୁଟି କାରଣରୁ ବଢ଼ାଇ ଦିଆଯାଇଥିଲା। ୯ ମାସ କାଳ ସୁନୀତା ଏବଂ ୱିଲ୍‌ମୋର ମହାକାଶରେ ରହିଛନ୍ତି। ତେବେ ସେମାନଙ୍କ ଯାତ୍ରା ଆରମ୍ଭ ହେବାପରଠାରୁ ଏଯାବତ୍‌ ଘଟିଥିବା ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମର ବିବରଣୀ… ଜୁନ୍ ୨୦୨୪: ୱିଲିୟମ୍ସ ଏବଂ […]

ସୁନୀତା ୱିଲିୟମ୍ସଙ୍କ: ମହାକାଶ ଯାତ୍ରାର ଘଟଣାକ୍ରମ Read More »

ଗାଜା ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ: ୪୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ: ଇସ୍ରାଏଲ ଆଜି ଗାଜା ଉପରେ ଭୟଙ୍କର ଆକ୍ରମଣ କରିଛି। ଏହି ଆକ୍ରମଣ‌ରେ ୪୧୩ ଜଣଙ୍କର ମୃତ୍ୟୁ ହୋଇଛି। ଜାନୁଆରି ୧୯ ତାରିଖରେ  ଯୁଦ୍ଧବିରତି ହେବା ପରଠାରୁ  ଏହା ଇସ୍ରାଏଲ ଦ୍ବାରା ଗାଜା ଉପରେ ପ୍ରଥମ ଆକ୍ରମଣ। ଏସଂକ୍ରାନ୍ତରେ ସ୍ପଷ୍ଟ କରି ଗାଜା କହିଛି ଯେ ରମଜାନ ମାସରେ ଇସ୍ରାଏଲ କରିଥିବା ଆକ୍ରମଣରେ ଶିଶୁ, ମହିଳା ଏବଂ ବୟସ୍କଙ୍କ ସମେତ ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଆକ୍ରମଣରେ ୧୫୦ ଜଣ ଆହତ ହୋଇଛନ୍ତି। କେନ୍ଦ୍ରୀୟ ଏବଂ ଦକ୍ଷିଣ ଗାଜା

ଗାଜା ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ: ୪୦୦ରୁ ଅଧିକ ମୃତ Read More »

ନଅ ମାସର ପ୍ରତୀକ୍ଷା ‌ଶେଷ: ପୃଥିବୀକୁ ଫେରିଲେ ସୁନୀତା ଓ ବୁଚ୍‌

ନୂଆଦିଲ୍ଲୀ: ଦୀର୍ଘ ନଅ ମାସର ପ୍ରତୀକ୍ଷାର ଅନ୍ତଃ ଘଟିଛି। ଶେଷରେ ମହାକାଶରୁ ପୃଥିବୀପୃଷ୍ଠକୁ ଫେରି ଆସିଛନ୍ତି ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍‌ ୱିଲ୍‌ମୋର। ଦୀର୍ଘ ୧୭ ଘଣ୍ଟାର ଯାତ୍ରା ପରେ ସ୍ପେସ୍ ଷ୍ଟେସନରୁ ବାହାରି ପୃଥିବୀରେ ପହଞ୍ଚିଛନ୍ତି ସୁନୀତା  ବୁଚ୍‌। ୨୦୨୪ ଜୁନ୍‌ ୫ରେ ବୋଇଂର ଷ୍ଟାରଲାଇନ୍‌ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ୮ ଦିନ ପାଇଁ ଯାଇଥିଲେ ନାସାର ଦୁଇ ମହକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍‌ ୱିଲ୍‌ମୋର। ଅପ୍ରତ୍ୟାଶିତ ଭାବେ ସେମାନଙ୍କ ଅଭିଯାନ ୯ ମାସରୁ

ନଅ ମାସର ପ୍ରତୀକ୍ଷା ‌ଶେଷ: ପୃଥିବୀକୁ ଫେରିଲେ ସୁନୀତା ଓ ବୁଚ୍‌ Read More »

ସୁନୀତା… ସୁନୀତା… ସୁନୀତା… ସାରା ବିଶ୍ବରେ ଆଜି ସୁନୀତା ୱିଲିୟମ୍ସଙ୍କ ପ୍ରଶଂସା

ନୂଆଦିଲ୍ଲୀ: ସୁନୀତା… ସୁନୀତା… ସୁନୀତା… ସବୁଠି ଶୁଭୁଛି ସୁନୀତା…ସୁନୀତା… । ସାରା ବିଶ୍ବରେ ଏବେ ଗୋଟିଏ ନାଁ ସୁନୀତା ୱିଲିୟମ୍ସ । ଦୀର୍ଘ ୯ ମାସ ପରେ ମହାକାଶରୁ ଫେରିବା ପରେ ଏବେ ତାଙ୍କୁ ନେଇ ସବୁଠି ପ୍ରଶଂସା, ସବୁଠି ସ୍ବାଗତ ଏବଂ ତାଙ୍କରି ଚର୍ଚ୍ଚା ଆଲୋଚନା । କିଏ ତାଙ୍କ ଧର୍ୟ୍ୟ ଓ ସାହସକୁ ସଲାମ କରୁଛି ତ କିଏ ତାଙ୍କ ଆୟୁଷକୁ । ୬୦ ବର୍ଷରେ ମହାକାଶରେ ଜୀବନ ସହ ସଂଗ୍ରାମ କରି ନୂଆ

ସୁନୀତା… ସୁନୀତା… ସୁନୀତା… ସାରା ବିଶ୍ବରେ ଆଜି ସୁନୀତା ୱିଲିୟମ୍ସଙ୍କ ପ୍ରଶଂସା Read More »

ଦେଖନ୍ତୁ ମହାକାଶଚାରୀ ସୁନୀତାଙ୍କ ପ୍ରଥମ ଭିିଡିଓ

ନୂଆଦିଲ୍ଲୀ: ମହାକାଶରୁ ଫେରି ସାରିଛନ୍ତି ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍‌ ୱିଲ୍‌ମୋର। ପୃଥିବୀପୃଷ୍ଠରେ ପାଦ ଦେବା ପରେ ସୁନୀତାଙ୍କ ପ୍ରଥମ ଭିଡିଓ ଏବେ ସାମ୍ନାକୁ ଆସିଛି। ଦୀର୍ଘ ୧୭ ଘଣ୍ଟାର ଯାତ୍ରା ପରେ ସ୍ପେସ୍ ଷ୍ଟେସନରୁ ବାହାରି ପୃଥିବୀରେ ପହଞ୍ଚିଛନ୍ତି ସୁନୀତା  ବୁଚ୍‌। ସୁନୀତା ରବିବାର ଦିନ ମହାକାଶ ଛାଡିଥିଲେ ଏବଂ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ପ୍ରସ୍ଥାନ କରିବାର ୧୭ ଘଣ୍ଟା ପରେ ତଳକୁ ଖସି ଆସିଥିଲେ। ୨୦୨୪ ଜୁନ୍‌ ୫ରେ ବୋଇଂର ଷ୍ଟାରଲାଇନ୍‌ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ

ଦେଖନ୍ତୁ ମହାକାଶଚାରୀ ସୁନୀତାଙ୍କ ପ୍ରଥମ ଭିିଡିଓ Read More »

ମହାଶୂନ୍ୟରୁ ପୃଥିବୀ… ସୁନୀତାଙ୍କୁ ସ୍ବାଗତ କଲା ସମୁଦ୍ର, ଭାରତରେ ବାଣ ଫୁଟାଇ ବିଜୟ ସେଲିବ୍ରେସନ

ନୂଆଦିଲ୍ଲୀ: ସେହି ସମୟକୁ ସମସ୍ତଙ୍କର ଅପେକ୍ଷା ଥିଲା… ଯେତେବେଳେ ମହାକାଶରୁ ଆସି ପୃଥିବୀରେ ପାଦ ଦେଇଥିଲେ ସୁନୀତା । ଆଉ ପଡିଥିଲା ଦୀର୍ଘ ୯ ମାସର ଯାତ୍ରାରେ ଯବନିକା । ଭାରତୀୟ ସମୟ ଭୋର୍ ୩ଟା ୨୭ ମିନିଟ୍ । ସମୁଦ୍ରରେ ଲ୍ୟାଣ୍ଡି କଲା ନାସାର ସ୍ବତନ୍ତ୍ର ସ୍ପେସକ୍ରାଫ୍ଟ । ପରେ ପରେ ସମୁଦ୍ରରୁ ବାହାରିରେ ମହାକାଶରେ ଜୀବନ ବଞ୍ଚାଇବାକୁ ୯ ମାସ ସଂଗ୍ରାମ କରିଥିବା ସଂଗ୍ରାମୀ । ସମୁଦ୍ରରେ ସ୍ପେସକ୍ରାଫ୍ଟ ଅବତରଣ ପରେ ସେଥିରୁ ହସି

ମହାଶୂନ୍ୟରୁ ପୃଥିବୀ… ସୁନୀତାଙ୍କୁ ସ୍ବାଗତ କଲା ସମୁଦ୍ର, ଭାରତରେ ବାଣ ଫୁଟାଇ ବିଜୟ ସେଲିବ୍ରେସନ Read More »

ପେଟ୍ରୋଲ ଡିଜେଲକୁ ନେଇ ନରେନ୍ଦ୍ର ମୋଦୀ ଦେଲେ ୩ ବଡ ଖୁସିଖବର, ଜାଣି ରଖନ୍ତୁ

ପେଟ୍ରୋଲ ଡିଜେଲକୁ ନେଇ ନରେନ୍ଦ୍ର ମୋଦୀ ଦେଲେ ୩ ବଡ ଖୁସିଖବର, ଜାଣି ରଖନ୍ତୁ ଦିନକୁ ଦିନ ପେଟ୍ରୋଲ ଡିଜେଲ ଦର ବଢିବାରେ ଲାଗିଛି । ଦର ବୃଦ୍ଧି ନେଇ ଜନସାଧାରଣ ଚିନ୍ତାରେ ପଡିଗଲେଣି । ଯଦି ଆପଣଙ୍କ ଘରେ କାର୍ କି ବାଇକ୍ ଅଛି । ତେବେ ପ୍ରଧାନମନ୍ତ୍ରୀ ଆବାସରୁ ନରେନ୍ଦ୍ର ମୋଦୀ ଦ୍ଵାରା ପେଟ୍ରୋଲ ଡିଜେଲ କୁ ନେଇ ୩ ବଡ ଖୁସିଖବର ଆସିଛି । ଯାହାକୁ ଶୁଣିଲେ ଆପଣ ଖୁସି ହୋଇଯିବେ ।

ପେଟ୍ରୋଲ ଡିଜେଲକୁ ନେଇ ନରେନ୍ଦ୍ର ମୋଦୀ ଦେଲେ ୩ ବଡ ଖୁସିଖବର, ଜାଣି ରଖନ୍ତୁ Read More »

ରାଜ୍ୟ ସଭାପତି, ପ୍ରଭାରୀଙ୍କୁ ଖଡ଼ଗେଙ୍କ ଚେତାବନୀ: ‘ନିର୍ବାଚନ ହାରିଲେ ତୁମେ ଦାୟୀ’

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ବୁଧବାର ଦଳୀୟ ପଦାଧିକାରୀମାନଙ୍କୁ କଡ଼ା ବାର୍ତ୍ତା ଦେଇ ଭବିଷ୍ୟତ ନିର୍ବାଚନ ଫଳାଫଳ ପାଇଁ ଉତ୍ତରଦାୟୀ ରହିବେ ବୋଲି ସ୍ପଷ୍ଟ କରିଛନ୍ତି। ଦଳର ସାଧାରଣ ସମ୍ପାଦକ ଓ ରାଜ୍ୟ ପ୍ରଭାରୀମାନଙ୍କର ଏକ ବୈଠକକୁ ସମ୍ବୋଧିତ କରି ଖଡ଼ଗେ ମଧ୍ୟ ରଙ୍ଗ ବଦଳାଉଥିବା ଲୋକଙ୍କୁ ସ୍ୱାଗତ ନ କରିବାକୁ ଚେତାବନୀ ଦେବା ସହ କେବଳ ସଂଗଠନ ପ୍ରତି ଆଦର୍ଶଗତ ଭାବରେ ପ୍ରତିଶ୍ରୁତିବଦ୍ଧ ଲୋକଙ୍କୁ ପ୍ରୋତ୍ସାହନ ଦେବାକୁ ନେତାମାନଙ୍କୁ ଅନୁରୋଧ କରିଛନ୍ତି। ଦଳର ନବନିର୍ମିତ

ରାଜ୍ୟ ସଭାପତି, ପ୍ରଭାରୀଙ୍କୁ ଖଡ଼ଗେଙ୍କ ଚେତାବନୀ: ‘ନିର୍ବାଚନ ହାରିଲେ ତୁମେ ଦାୟୀ’ Read More »

ଟ୍ରମ୍ପଙ୍କ ବିସ୍ଫୋରକ ବୟାନ: ଭାରତ ନିର୍ବାଚନରେ ଆମେରିକା ହସ୍ତକ୍ଷେପ କରିଥିଲା

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପୂର୍ବବର୍ତ୍ତୀ ଜୋ ବାଇଡେନଙ୍କ ପ୍ରଶାସନ ବିରୋଧରେ ଭାରତରେ ନିର୍ବାଚନୀ ହସ୍ତକ୍ଷେପ ନେଇ ଅଭିଯୋଗ ଆଣିଛନ୍ତି। ଭାରତରେ କ୍ଷମତାରେ ଥିବା ସରକାରକୁ ହଟାଇବା ଉଦ୍ଦେଶ୍ୟରେ ଆମେରିକାର ଅନୁଦାନ ବ୍ୟବହାର ହୋଇଥିଲା ବୋଲି ଟ୍ରମ୍ପ ବିସ୍ଫୋରକ ବୟାନ ଦେଇଥିବାରୁ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି।   ‘ମତଦାନ’ ବୃଦ୍ଧି ଉଦ୍ଦେଶ୍ୟରେ ଭାରତକୁ ୨୧ ନିୟୁତ ଡଲାର ଅନୁଦାନ ବନ୍ଦ କରିବାକୁ ଏଲନ୍ ମସ୍କଙ୍କ ନେତୃତ୍ୱାଧୀନ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ)ର

ଟ୍ରମ୍ପଙ୍କ ବିସ୍ଫୋରକ ବୟାନ: ଭାରତ ନିର୍ବାଚନରେ ଆମେରିକା ହସ୍ତକ୍ଷେପ କରିଥିଲା Read More »

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଗାଙ୍ଗୁଲି, କାର୍ଯ୍ୟକ୍ରମକୁ ଯାଉଥିବା ବେଳେ କାରକୁ ଧକ୍କା ଦେଲା ଟ୍ରକ

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଗାଙ୍ଗୁଲି । କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । କୋଲକାତା ଦୁର୍ଗାପୁର ଏକ୍ସପ୍ରେସ ୱେ’ରେ ଘଟିଛି ଏହି ଦୁର୍ଘଟଣା । କିନ୍ତୁ ଆସ୍ୱସ୍ତିକର ଖବର ଏହା ଯେ, ଏତେ ବଡ଼ ଦୁର୍ଘଟଣାରେ ଗାଙ୍ଗୁଲିଙ୍କୁ କୌଣସି ଆଘାତ ଲାଗି ନ ଥିବା କୁହାଯାଉଛି । ସୂଚନା ଅନୁସାରେ ବର୍ଦ୍ଧମାନ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବାବେଳେ ଗାଙ୍ଗୁଲିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାଟରେ ଯାଉଥିବାବେଳେ ଟ୍ରକ ଧକ୍କା ଦେବାରୁ ଗାଙ୍ଗୁଲିଙ୍କ ଡ୍ରାଇଭର

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଗାଙ୍ଗୁଲି, କାର୍ଯ୍ୟକ୍ରମକୁ ଯାଉଥିବା ବେଳେ କାରକୁ ଧକ୍କା ଦେଲା ଟ୍ରକ Read More »