ମନୋରଞ୍ଜନ

‘ମୋ ଗୀତ ଶୁଣି ସେ ଝିଅ ହାତ କାଟି ଦେଇଥିଲା, ମୁଁ ଗଲା ପରେ…’ ନିଜ ଜୀବନର କିଛି ଅଭୂଲା ସ୍ମୃତି ବଖାଣିଲେ ଅଭିନେତା Deepak

ବନ୍ଧୁଗଣ, ସାଧାରଣତଃ ଆପଣ ମାନେ ଓଡିଆ ସିନେମା ତଥା ଆଲବମ ଦେଖିବାକୁ ବେସ ଭଲପାଆନ୍ତି । ଆଜି ଆମ୍ଭେ କହିବାକୁ ଯାଉଅଛୁ ଯେ ଅନାମିକା ନାୟିକା ହେଲା ମୋର ପ୍ରେମିକା, ଚିରି ଦେବା ଆଗରୁ ଚିଠି ଥରେ ପଢି ଦେଖ, ଆଜି ବି ମୋ ପ୍ରିୟା ଏହିଭଳି ହିଟ ସଂଙ୍ଗ ଦେଇଥିବା ନାୟକ ଦୀପକ ପରିଡା ଙ୍କ ବିଷୟରେ । ସେ ନିଜ ମନର କଥା କୁ ମିଡିଆ ଆଗରେ ସେୟାର କରିଛନ୍ତି । ତେବେ ଆସନ୍ତୁ ଜାଣିନେବା ସେ କ’ଣ କହିଛନ୍ତି ? ସେ କହିଛନ୍ତି ଯେ ମଡେଲିଙ୍ଗ ରୁ ଓଡିଆ ଇଣ୍ଡଷ୍ଟ୍ରୀରେ ପାଦ ଦେଇଥିଲେ ।

ଲଣ୍ଡନରେ ସେ ବର୍ତ୍ତମାନ ମଧ୍ୟ କିଛି ସୁଟ କରିଥିଲେ । ଏବଂ ସମୟ ମିଳିଲେ ସେ ନିଶ୍ଚିତ ଅଳ୍ପ ଅଳ୍ପ ସୁଟ କରୁଛନ୍ତି । ଲୋକଙ୍କୁ ଏକାଠି କରି କିଛି ଆରଗାନାଇଜ କରିବା, ତଥା କଲଚର କୁ ଭଲପାଇବା, ଓଡିଶା ପ୍ରତି ତଥା ଓଡିଆ ମାଟି ପ୍ରତି ବହୁତ ଆଫେକ୍ସନ ରହିଅଛି । ଦୀପକଙ୍କ ପ୍ରଥମ ଚଳଚିତ୍ର ହେଉଛି ସାବତ ମା’ । ଏହି ଚଳଚିତ୍ରରେ ଦୀପକଙ୍କ ମନଲାଖି କ୍ୟାରେକ୍ଟର ଥିଲା ବୋଲି ସେ କହିଛନ୍ତି ।

ଅନାମିକା ନାୟିକା ଗୀତ ରେ ଅଭିନୟ ଦେଖି ଦୀପକଙ୍କୁ ପିକ କରିଥିଲେ ବୋଲି ସେ କହିଛନ୍ତି । ସେ ବୀଣାପାଣି ଙ୍କୁ ବିବାହ କରିଥିବାର କହିଛନ୍ତି । ଏବଂ ତାଙ୍କର ଆରେଞ୍ଜ ମ୍ୟାରେଜ ହୋଇଥିଲା । ବିବାହ ପରେ ସେ ଦୂରଦର୍ଶନ ନିମନ୍ତେ ଏକ ଗୀତ ସୁଟ କରିଥିଲେ ଏବଂ ସେ ତାଙ୍କ ପତ୍ନୀ ବୀଣାଙ୍କୁ ସାଙ୍ଗରେ ନେଇ ଯାଇଥିଲେ ।

ସିଦ୍ଧାର୍ଥ ଟିଭି ର ଏକ ଇଣ୍ଟରଭିୟୁରେ ବୀଣା ଏବଂ ଦୀପକ ଏକା ସାଙ୍ଗେ ମିଡିଆ ସାମ୍ନାକୁ ଆସିଥିଲେ । ସେ ଯେତେବେଳେ ଇଂଜିନିୟରିଂ ପଢୁଥିଲେ ସେତେବେଳେ ସିନିୟର ମାନେ ଦୀପକ ନ ଙ୍କୁ କହିଥିଲେ ତୁମକୁ ଏକ ଫ୍ୟାସନ ସୋ କରିବାକୁ ପଡିବ । ଏହାପରେ ଫ୍ୟାସନ ସୋ ରେ ତାଙ୍କ କଲେଜ ୩ ୟ ସ୍ଥାନ ଅଧିକାର କରିଥିଲା । କଳାମନ୍ଦିର ଆଡଭାଟଇଜମେଣ୍ଟ ତାଙ୍କ ପାଇଁ ଗୋଲ୍ଡେନ ମୂହୁର୍ତ୍ତ ଥିଲା ବୋଲି ସେ କହିଛନ୍ତି ।

ତେବେ ଦୀପକ ବର୍ତ୍ତମାନ ନିଜ ପରିବାର ସହିତ ବେସ ଖୁସିରେ ଜୀବନ ଅତିବାହିତ କରୁଛନ୍ତି । ଏବଂ ତାଙ୍କୁ ସମୟ ମିଳିଲେ ସେ ଓଡିଶା ଆସି ଏଠାରେ ଆଲବମ ଗୀତ ଇତ୍ୟାଦିରେ ଅଭିନୟ କରନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button