ରାଜନୀତି
-
ବିଜେଡି ଛାଡ଼ି ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଲେ ଜୟପୁର ବ୍ଲକ ଅଧ୍ୟକ୍ଷା
ଭୁବନେଶ୍ବର: ବିଜେଡି ଛାଡ଼ି ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି ଆଜି ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଭାପତି ମନମୋହନ…
Read More » -
ଆପ୍ର ଚତୁର୍ଥ ପ୍ରାର୍ଥୀ ତାଲିକା: ନୂଆଦିଲ୍ଲୀରୁ କେଜ୍ରିଵାଲ କାଲକାଜିରୁ ଆତିଶୀ
ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନକୁ ଦୃଷ୍ଟିରେ ରଖି ଆମ୍ ଆଦମୀ ପାର୍ଟି ନିଜର ୩୮ ଜଣିଆ ଚତୁର୍ଥ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥର ତାଲିକାରେ ମାତ୍ର ୨ଟି…
Read More » -
ମହାରାଷ୍ଟ୍ରରେ ‘ମହାୟୁତି’ର କ୍ୟାବିନେଟ୍ ସମ୍ପ୍ରସାରଣ: ଶପଥ ନେଲେ ୩୯ ମନ୍ତ୍ରୀ
ମୁମ୍ବାଇ: ମହାରାଷ୍ଟ୍ରରେ ମହାୟୁତି ସରକାରର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଆଜି ହୋଇଛି। ତିନିଦଳର ୩୯ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ବିଜେପିର…
Read More » -
ଜାକିର ହୁସେନଙ୍କ ପରଲୋକରେ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଏକ ଏକ୍ସ ପୋଷ୍ଟ୍ ଜରିଆରେ ଶ୍ରଦ୍ଧାଞ୍ଜଳି ଜଣାଇ…
Read More » -
ମୋଦୀ-ରାହୁଲ ମୁହଁାମୁହିଁ: ‘ଦେଶକୁ ଜେଲ୍ରେ ପରିଣତ କରିଥିଲା କଂଗ୍ରେସ’
ନୂଆଦିଲ୍ଲୀ: ୧୯୭୫ରେ ଜରୁରିକାଳୀନ ପରିସ୍ଥିତି ଲାଗୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ସମାଲୋଚନା କରିଛନ୍ତି। ୨୫ ବର୍ଷ ପୂରିବା ବେଳେ ସମ୍ବିଧାନକୁ ଭାଙ୍ଗି ଦିଆଯାଇଥିଲା। ଜରୁରିକାଳୀନ…
Read More » -
‘ସୀମାରେ ସଡ଼କ ନିର୍ମାଣ କରି ନଥିଲା କଂଗ୍ରେସ’
ନୂଆଦିଲ୍ଲୀ: ଲୋକସଭାରେ ‘ସମ୍ବିଧାନର ୭୫ ବର୍ଷର ଯାତ୍ରା’ ଶୀର୍ଷକ ଆଲୋଚନାର ଆଜି ଦ୍ବିତୀୟ ଦିନରେ ଶାସକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ଓ ବିରୋଧୀ ଇଣ୍ଡି-ମେଣ୍ଟର ସଦସ୍ୟଙ୍କ…
Read More » -
ବସୁନ୍ଧରା ଜମି ବିକ୍ରି ହୋଇ ପାରିବନି: ରାଜସ୍ବ ମନ୍ତ୍ରୀ
ଭୁବନେଶ୍ବର: ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଜମି ଲ୍ୟାଣ୍ଡ ସେଟଲମେଣ୍ଟ ୧୯୬୨ ଅନୁଯାୟୀ ୪ ଡେସିମିଲ ଜମି ଦିଆଯିବାର ବ୍ୟବସ୍ଥା ଅଛି। ସେ ଜମି ୧୦ ବର୍ଷ ପରେ…
Read More » -
ସରକାରୀ ଚାକିରୀ ଅର୍ଥ ଉପାର୍ଜନ ପାଇଁ କରନ୍ତୁ ନାହିଁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ଆମ ସମସ୍ତଙ୍କ ପାଇଁ ଖୁସିର ଦିନ. ନିଯୁକ୍ତି ସମାହାର ଯାହା ଆୟୋଜନ କରାଯାଇଛି। ଏହି ଅବସରରେ ମଞ୍ଚରେ ଉପସ୍ଥିତ…
Read More » -
ସଂସଦରେ ଅଚଳାବସ୍ଥା ଜାରି: ରିଜିଜୁଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ସାଗରିକା ଘୋଷ୍ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି। ରାଜ୍ୟସଭାରେ ରିଜିଜୁ ବିରୋଧୀଦଳ…
Read More » -
ସୁପ୍ରିମ୍କୋର୍ଟରେ ପୂଜାସ୍ଥଳ ଆଇନ ମାମଲା: ଶୁଣାଣି ନ ସରିବା ଯାଏଁ ସର୍ଭେ କିମ୍ବା ନୂଆ ମାମଲା ରୁଜୁ ହୋଇପାରିବନି
ନୂଆଦିଲ୍ଲୀ: ଉପାସନା ସ୍ଥଳ (ସ୍ବତନ୍ତ୍ର ବ୍ୟବସ୍ଥା) ଆଇନ, ୧୯୯୧ର ବୈଧତା ନିର୍ଣ୍ଣୟ ନ ହେବା ପର୍ଯ୍ୟନ୍ତ ଉପାସନାସ୍ଥଳୀଗୁଡ଼ିକର ସର୍ଭେ କରାଯାଇପାରିବ ନାହିଁ ଏବଂ କୌଣସି ନୂଆ ମାମଲା…
Read More »