ଜୀବନଶୈଳୀ
-
ପ୍ରାୟ ସମୟରେ ଘରେ ଅନେକ ପ୍ରକାର ସ୍ନାକ୍ସ ଆଇଟମ୍ ତିଆର କରାଯାଏ। ଆଉ ଛଣାଛଣି ସାଙ୍ଗକୁ ଟମାଟୋ ସସ୍ ଖାଇବାର ସ୍ୱାଦକୁ ଆହୁରି ବଢ଼ାଇ ଦେିଥାଏ। ଏଥିପାଇଁ ଆମେ ଘରେ ସବୁବେଳେ ଟମାଟୋ ସସକୁ ଷ୍ଟୋର କରି ମଧ୍ୟ ରଖିଥାଉ। କିନ୍ତୁ ବଜ।ରରେ ମିଳୁଥିବା ଏହି ସସ୍ ମହଙ୍ଗା ହେବା ସହିତ ସ୍ୱାସ୍ଥ୍ୟକୁ ଖରାପ ମଧ୍ୟ କରିପାରେ। ଏଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ ଘରେ କେମିତି ଆପଣ ବଜାର ଭଳି ଟମୋଟା ସସ୍ ବନାଇପାରିବେ। ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି।। ଆବଶ୍ୟକ ସାମଗ୍ରୀ ଟମାଟୋ – ୨.୫ କିଲୋ ରସୁଣ – ୧୫-୧୬ କୋଲା ଅଦା – ୩ ଇଞ୍ଚ ଖଣ୍ଡ ହୋଇଥିବା ଶୁଖିଲା ଲାଲ ଲଙ୍କା – ୫ ରୁ ୭ କିସମିସ୍- ୧/୨ କପ୍ ଧଳା ଭିନେଗାର – ୧/୨ କପ୍ ରକ୍ ସୋଲ୍ଡ – ୧ ଟେବୁଲ ଚାମଚ ସୋଡିୟମ ବେଞ୍ଜୋଏଟ –୧/୪ ଟେବୁଲ ଚାମଚ ketchupପ୍ରସ୍ତୁତି ପ୍ରଣାଳୀ -ସର୍ବପ୍ରଥମେ ସବୁ ଟମାଟୋକୁ ଭଲଭାବେ ଧୋଇ କାଟି ଦିଅନ୍ତୁ। -ଏବେ ଏକ ୫ ଲିଟର ପ୍ରେସର କୁକରକୁ ଗ୍ୟାସରେ ରଖନ୍ତୁ। -ଏଥିରେ ଟମାଟୋ, ଅଦା, ରସୁଣ, କିସମିସ୍, ଭିନେଗାର, ଚିନି ଏବଂ ଅଧା ଭାଙ୍ଗି ଥିବା ଶୁଖିଲା ଲଙ୍କାକୁ ପକାନ୍ତୁ। -କୁକରକୁ ବିନା ଢ଼ାଙ୍କୁଣୀରେ ୧୦ ରୁ ୧୫ ମିନିଟ୍ ଚଲାନ୍ତୁ। -ଏହାକୁ ଲଗାତର ଚଲାଇବା ପରେ ଢ଼ାଙ୍କୁଣୀ ଦେଇ ଗୋଟେ ସିଟି ଦିଅନ୍ତୁ। -ଏହାପରେ ଢ଼ାଙ୍କଣୀ ଖୋଲି ୩୦ ମିନିଟ୍ ପର୍ଯ୍ୟନ୍ତ ଗ୍ୟାସରେ ଚଲାନ୍ତୁ। -ଏବେ ସମସ୍ତ ମିଶ୍ରଣ ଭଳଭାବେ ରାନ୍ଧି ହୋଇଗଲା ପରେ ଗରମା ଗରମ ନେଇ ଗ୍ରାଇଣ୍ଡିଂ କରିଦିଅନ୍ତୁ ଏବଂ ପେଷ୍ଟ ପ୍ରସ୍ତୁତ କରନ୍ତୁ। -ଏବେ ଏହାକୁ ପାଣିରେ କାଢ଼ି ଛାଣି ଦିଅନ୍ତୁ। -ପ୍ରସ୍ତୁତ ହୋଇଥିବା ସସରେ ଅଳ୍ପ ରିଫାଇନଡ୍ ଚିନି ପକାନ୍ତୁ। -ଏହା ଗାଢ଼ା ହେବା ପର୍ଯ୍ୟନ୍ତ ୨୦ ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ। -ଏବେ ଏକ ଚାମଚ ଗରମ ପାଣିରେ ସୋଡିୟମ ବେଞ୍ଜୋଏଟ୍ ମିକ୍ସ କରନ୍ତୁ। -ଏବେ ଏହି ପ୍ରସ୍ତୁତ ଟମୋଟା ମିଶ୍ରଣକୁ ଭଲଭାବେ ମିକ୍ସ କରନ୍ତୁ। -ଏବେ ଆପଣଙ୍କ ଟମାଟୋ ସସ୍ ପ୍ରସ୍ତୁତ ହୋଇଯାଇଛି। ଆପଣ ଏହାକୁ ଏକ ଟାଇଟ୍ ଜାରରେ ରଖି ଅନେକ ଦିନ ପର୍ଯ୍ୟନ୍ତ ଷ୍ଟୋର କରିପାରିବେ।
ଅଧିକାଂଶ ସମୟରେ ଆପଣଙ୍କୁ ନିଶ୍ଚୟ କିଛି ନା କିଛି କାରଣରୁ ଅତ୍ୟଧିକ ରାଗ ଆସିଯାଏ। ଏହକାରଣରୁ ଯେତେବେଳେ ଆପଣଙ୍କୁ ରାଗ ଆସୁଛି ସେହି ସମୟରେ ଆପଣ ଓଲଟା…
Read More » -
ପୁରୁଷଙ୍କ ତୁଳନାରେ ମହିଳା ମାନଙ୍କ ଅଧିକ ପସନ୍ଦ ଏହି ସ୍ପେଶାଲ ଡାଏଟ
ଖାଦ୍ୟକୁ ନେଇ ଭିନ୍ନ ଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ପସନ୍ଦ ଥାଏ । ଏମିତିରେ ତ ଖାଦ୍ୟାଭାସ ନେଇ ଲୋକଙ୍କୁ ଶାକାହାରୀ ଓ ମାଂସାହାରୀ ଭାବେ ଦୁଇ…
Read More » -
ଛଅମାସରୁ ଉର୍ଦ୍ଧ୍ୱ ଶିଶୁକୁ ପ୍ରତିଦିନ ଦିଅନ୍ତୁ ସାଗୁ, ମିଳିବ ଅନେକ ଫାଇଦା
ସାଗୁଦାନାରେ ପ୍ରଚୁରମାତ୍ରାରେ ଷ୍ଟାର୍ଚ ଏବଂ ନ୍ୟୁଣ୍ଟ୍ରିଏଣ୍ଟସ୍ ରହିଥାଏ। ଯେଉଁଥିପାଇଁ ଏହାକୁ ଖାଇବା ସ୍ୱାସ୍ଥ୍ୟପକ୍ଷେ ହିତକର। କିନ୍ତୁ ସାଗୁଦାନରେ ଷ୍ଟାର୍ଚ ଏବଂ କାବ୍ରୋହାଇଡ୍ରେଟ୍ର ଶୁଦ୍ଧ ରୂପ ବୋଲି କମ୍…
Read More » -
ତକିଆ ତଳେ ରଖନ୍ତୁ ଏହି ପତ୍ର, ସୁଧୁରିଯିବ ବିଗିଡିଥିବା ଭାଗ୍ୟ
ତୁଳସୀ ଗଛକୁ ପୂଜା କରାଯିବା ସହ ଭାରତୀୟ ପରମ୍ପରାରେ ଏହାର ଅଦ୍ଭୁତ ମାନ୍ୟତା ରହିଛି। ଦୈନିକ ପୂଜାରେ ଏହାକୁ ସାମିଲ କରାଯିବା ସହ ସାଧାରଣତଃ ସମସ୍ତ ହିନ୍ଦୁ…
Read More » -
ବର୍ଷକୁ ଦୁଇଥର ଅବଶ୍ୟ କରନ୍ତୁ ଏହି ୫ଟି କାମ, ସଫଳତା ଆପଣଙ୍କ ପାଦ ଚୁମିବ
ସବୁ ମଣିଷ ନିଜ ଜୀବନରେ ସଙ୍କଟରୁ ମୁକ୍ତି ପାଇବା ପାଇଁ ଚାହାଁନ୍ତି। ଏଥିପାଇଁ ସେମାନେ ଉଦ୍ୟମ ଜାରି ରଖନ୍ତି। ଏଭଳି ସ୍ଥିତିରେ ରହସ୍ୟମୟ ‘ଲାଲ୍ କିତାବ’ ବହୁତ…
Read More » -
ଶିଶୁକୁ ସ୍ତନପାନ କରାଉଥିବା ସମୟରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଜିନିଷ, ଜଣାନ୍ତୁ କଣ କଣ
ବିଶେଷଜ୍ଞଙ୍କ ଅନୁଯାୟୀ ଶିଶୁଙ୍କୁ ସ୍ତନପାନ କରାଉଥିବା ମହିଳା ମାନେ ନିଜ ଖାଦ୍ୟ ପେୟ ଉପରେ ବିଶେଷ ଧ୍ୟାନ ରଖିବା ଉଚିତ । ଯଦି ସେମାନେ ଏମିତି ସେମିତି…
Read More » -
ସନ୍ତାନ ପ୍ରାପ୍ତି ପାଇଁ ସ୍ୱାମୀ-ସ୍ତ୍ରୀ ମିଶି କରନ୍ତୁ ଏହି ୫ଟି କାର୍ଯ୍ୟ, ଖୁବ୍ଶୀଘ୍ର ସ୍ତ୍ରୀର କୋଳ ପୂରି ଉଠିବ
କୁହାଯାଏ, ପରିବାରରେ ଛୁଆଟିଏ ଥିଲେ, ଘର ପୂରିଲା ପୂରିଲା ଲାଗିଥାଏ। କିନ୍ତୁ କେତେକ କ୍ଷେତ୍ରରେ ନାନା ସମସ୍ୟା ଯୋଗୁ ସନ୍ତାନ ପ୍ରାପ୍ତିରେ ବାଧା ଉପୁଜିଥାଏ। ତେଣୁ ଏହି…
Read More » -
ଶୋଇବା ଘର କରନ୍ତୁ ଏପରି ପ୍ରସ୍ତୁତ, ଦାମ୍ପତ୍ୟ ଜୀବନରେ ବଢ଼ିବ ସୁଖ
ବାସ୍ତୁ ଦୋଷର ଜୀବନରେ କିପରି ପ୍ରଭାବ ପକାଇଥାଏ ତାହା ସମସ୍ତଙ୍କୁ ଜଣା। ଏଥି ପାଇଁ ଲୋକ ବାସ୍ତୁଶାସ୍ତ୍ର ହିସାବରେ ନିଜ ଘର ନିର୍ମାଣ କରିଥାନ୍ତି। ସେହିପରି ଯେଉଁ…
Read More » -
ଆଙ୍ଗୁଠି କଳାପଣ ଯୋଗୁଁ ଚିନ୍ତାରେ ରହିଛନ୍ତି କି ? ଦୁଇଦିନରେ ଦୂର କରନ୍ତୁ ଏଭଳି ସମସ୍ୟା
ଆପଣଙ୍କ ଆଙ୍ଗୁଠି ସୁନ୍ଦର ଦେଖାଗଲେ ଆପଣଙ୍କ ହାତ ମଧ୍ୟ ସୁନ୍ଦର ଦେଖାଯାଏ। ଯଦି ଆପଣଙ୍କ ଆଙ୍ଗୁଠି କଳା ଦେଖାଯାଏ ତେବେ ଆପଣ ଯେତେ ମହଙ୍ଗା ଜୁଏଲାରୀ ପିନ୍ଧନ୍ତୁ…
Read More » -
କ’ଣ ଆପଣଙ୍କୁ ଅଫିସ୍ରେ ଲଞ୍ଚ ପରେ ନିଦ ଆସୁଛି କି? ଏହି ଟିପ୍ସ ସାହାଯ୍ୟରେ ଦୂର କରିପାରିବେ ଥକାପଣ
ବାହାରର ପରିବେଶ ଯେଭଳି ହୋଇଥିଲେ ମଧ୍ୟ ଅଫିସ୍ ରେ କାମ କରୁଥିବା କର୍ମଚାରୀଙ୍କୁ ଖାଦ୍ୟ ଖାଇବା ପରେ ପ୍ରାୟତଃ ସମୟରେ ନିଦ ଆସିଥାଏ। ଏହି ନିଦକୁ ଦୂର…
Read More »