ସ୍ୱାସ୍ଥ୍ୟ

ଶରୀରରେ ଜମା ସମସ୍ତ ଆବର୍ଜନା ବାହାରିବ, ଚର୍ବି, କେଶ ଝଡ଼ିବା, ପାଚନ ତନ୍ତ୍ର ଶକ୍ତିଶାଳୀ ହେବ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଶରୀରରେ ଜମା ଥିବା ସମସ୍ତ ଆବର୍ଜନା ସଫା କରି ଦେବ ଓ ଆପଣଙ୍କ ପାଚନ ଶକ୍ତି ମଜବୁତ୍ କରିବା ସହାୟତା ମଧ୍ୟ କରିବ ତାହେଲେ ଡେରି ନକରି ଚାଲନ୍ତୁ ଜାଣିବା ସେହି ଚମତ୍କାରୀ ଘରୋଇ ଉପଚାର ବିଷୟରେ।

ଦର୍ଶକ ବନ୍ଧୁ ଆପଣମାନେ ଏକ ପାତ୍ରରେ ଏକ ଗ୍ଲାସ୍ ପାଣି ଢାଲାନ୍ତୁ ପାଣି ଅଳପ ଗରମ୍ ହେବା ପରେ ଆପଣ ସେହି ଗରମ୍ ପାଣିରେ ଏକ ଛୋଟ ଖଣ୍ଡ ଅଦାକୁ ଛେଚି ପକାନ୍ତୁ ତାପରେ ଆପଣ ସେହି ଅଦା ସହିତ ଏକ ତୁ ଦୁଇ ଖଣ୍ଡ ଡାଲଚିନି ପକାଇ ଦିଅନ୍ତୁ ଏହା କିଛି ସମୟ ଫୁଟାଇବା ପରେ ଆପଣ ଏଥିରେ କିଛି ଗୁଜୁରାତି ପକାଇ ଦିଅନ୍ତୁ |

ତାପରେ ଆପଣ ଏକ ଚାମଚ୍ ଜୁଆଣି ପକାନ୍ତୁ ଏହା ପେଟ ସଫାକରିବାରେ ସାହାଯ୍ୟ କରିଥାଏ ଏହାପରେ ଆପଣ ଶେଷରେ ଆପଣ ଏଥିରେ ଅଧା ଚମକ୍ ଜିରା ପକାନ୍ତୁ ଏହାକୁ ଆପଣ ୫ ମିନିଟ୍ ପର୍ଯ୍ୟନ୍ତ ଫୁଟିବାକୁ ଛାଡ଼ି ଦିଅନ୍ତୁ ଏହା ଫୁଟିବା ପରେ ଆପଣ ଏହାକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ |

ଏହା ଥଣ୍ଡା ହେବ ପରେ ଆପଣ ଏହାକୁ ଛାଙ୍କୁଣୀ ସାହାୟତାରେ ଛାଙ୍କି ଦିଅନ୍ତୁ ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଚମତ୍କାରି ଘରୋଇ ଉପଚାର ଏବେ ଆପଣ ଏହାର ସେବନ କରନ୍ତୁ ଏହା ଆପଣଙ୍କ ପେଟକୁ ପାଣି ଭଳି ସଫା କରିଦେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button