ଜୀବନଶୈଳୀ

କ’ଣ ଖାଇଲେ ବଢ଼ିବ ରୋଗ ପ୍ରତିରୋଧକ (Immunity Power) ଶକ୍ତି ?

ବନ୍ଧୁଗଣ କରୋନା ଭାଇରସର ଦ୍ଵିତୀୟ ଲହର ପରେ ଏବେ କରୋନା ଭାଇରସର ନୂଆ ଭେରିଏଣ୍ଟ ଓମିକ୍ରନ ପାଇଁ ସମସ୍ତଙ୍କ ଚିନ୍ତା ବଢିବାରେ ଲାଗିଛି । ଓମିକ୍ରନକୁ ନେଇ ଏବେ ସାରା ବିଶ୍ଵ ଚିନ୍ତିତ ଅଛି । ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ । ବର୍ତ୍ତମାନ ସୁଧା ୫୦ ରୁ ଅଧିକ ଲୋକଙ୍କୁ ଏହି ମାରାତ୍ମକ ଭୂତାଣୁ ସଂକ୍ରମିତ କରିଛି । ତେବେ କରୋନାର ଏହି ନୂଆ ଭେରିଏଣ୍ଟ ସମସ୍ତଙ୍କ ଚିନ୍ତାର ବିଷୟ ପାଲଟିଛି ।

ସମସ୍ତ ଲୋକ କେମିତି ଏହି ସଂକ୍ରମଣରୁ ବଞ୍ଚିବେ ତାହା ବିଷୟରେ ଭାବୁ ଛନ୍ତି । ଏହି ଭାଇରସ ଠାରୁ ବଞ୍ଚିବା ପାଇଁ ଆମକୁ କିଛିଟା ଦିଗ ପ୍ରତି ସଚେତନ ରହିବା ଉଚିତ । ଯାହା ଆମକୁ ସବୁ ପ୍ରକାରର ଭାଇରସ ଠାରୁ ବଞ୍ଚାଇ ରଖିପାରିବ ତାକୁ ଆମେ କହୁ ରୋଗ ପ୍ରତିଷେଧକ ଶକ୍ତି । ସମସ୍ତଙ୍କ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ଭିନ୍ନ ପ୍ରକାରର ଥାଏ ।

ବନ୍ଧୁଗଣ ଆମେ ମାନେ ଚାହିଁଲେ ଆମ ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇ ପାରିବା ତେବେ ରୋଗ ପ୍ରତିଷେଧକ ଶକ୍ତିକୁ କେମିତି ବଢାଇବା ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଅନେକ ଲୋକ ନିଜ ଜୀବନ ଶୈଳୀ ଓ ଖାଦ୍ୟ ପେୟ ଉପରେ ଅଧିକ ଧ୍ୟାନ ଦିଅନ୍ତି ନାହିଁ । ଲୋକମାନେ ସାଧାରଣତଃ ଯାହା ପାଇବେ ତାକୁ ଖାଇଦେବେ ହେଲେ ବର୍ତ୍ତମାନର ପରିସ୍ଥିତି ଏମିତି ନାହିଁ । ଆମ ମାନଙ୍କୁ ଏମିତି କିଛି ଖାଦ୍ୟ ଖାଇବା ଉଚିତ ଯାହା ଆମ ଶରୀର ପାଇଁ ଉପଯୋଗୀ ହେବ ।

ଶକ୍ତି ଜନ୍ମରୁ ରହିଥାଏ । ଅନ୍ୟ ପକ୍ଷରେ ଏମିତି ମଧ୍ୟ ରୋଗ ପ୍ରତିଷେଧକ ଶକ୍ତି ରହିଛି ଯାହା ରୋଗ ହେବା ଦ୍ଵାରା ବଢିଥାଏ ଯେମିତିକି ପିଲା ଦିନରେ ଆମକୁ ଚିକେନ ପକ୍ସ ହୋଇଛି ତେବେ ଜୀବନ ସାରା ଆଉ କେବେ ଚିକେନ ପକ୍ସ ହେବାର ସମ୍ଭାବନା କମି ଥାଏ । ବନ୍ଧୁଗଣ ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇବା ପାଇଁ ଆମ ମାନଙ୍କୁ ସୁଷମ ଖାଦ୍ୟ ଖାଇବା ଉଚିତ ଯେଉଁ ତିରେ ପୋଷଣ ଥିବ ।

ଆପଣ ମାନେ କ୍ଷୀର ଜାତୀୟ ଖାଦ୍ୟ, ମାଛ ମାଂସ, ସୋୟାବିନ ଓ ଡାଲି ଜାତୀୟ ଖାଦ୍ୟର ସେବନ କରିବା ନିହାତି ଆବଶ୍ୟକ । ଏହା ସହିତ ଆମ ମାନଙ୍କୁ ଭିଟାମିନ୍ସ ଓ ମିନିରାଲ୍ସ ଆଦି ଖାଦ୍ୟର ସେବନ କରିବା ନିହାତି ଆବଶ୍ୟକ । ବନ୍ଧୁଗଣ ଏହା ସହିତ ଆମକୁ ଯୋଗ ବାୟମ ଓ ସୁନିଦ୍ରା କରିବା ଦରକାର । ଏସବୁ କରିବା ଦ୍ଵାରା ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତି ବଢି ଥାଏ । ବନ୍ଧୁଗଣ ଯେତେ କମ ହୋଇପାରିବ ସେତେ କମ ଚିନ୍ତାରେ ରୁହନ୍ତୁ ।

କାରଣ ଚିନ୍ତା ହିଁ ମଣିଷ ଶରୀରକୁ ଦୁର୍ବଳ କରିଥାଏ । ତା ହେଲେ ବନ୍ଧୁଗଣ ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇବା ପାଇଁ ଆପଣ ମାନେ ଏହି ସବୁ କାମ ନିଶ୍ଚୟ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ଦିଅନ୍ତୁ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button