ସ୍ୱାସ୍ଥ୍ୟ

ଏହି ମଞ୍ଜି କେବଳ ୪୮ ଘଣ୍ଟାରେ ଭଲ କରେ ଲିଭର ଷ୍ଟୋନ, ଏହାକୁ ବ୍ୟବହାର କରି ପାଆନ୍ତୁ ଅନିୟମିତ ଗର୍ଭ ଠାରୁ ମଧ୍ୟ ମୁକ୍ତି

ଆଜି ଆମେ ଆପଣଙ୍କୁ ଏକ ଏଭଳି ପରିବାର ମଞ୍ଜି ବିଷୟରେ କହିବୁ ଯାହା ଭଲ କରେ ବହୁତ କିଛି ବଡ ବଡ ରୋଗ । ପନିପରିବା ଦେହ ପାଇଁ ବହୁତ ହିତକର ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଏହା କେଉଁ ପରିବାର ମଞ୍ଜି ଯାହା କ୍ୟାନ୍ସର ଠାରୁ ଆରମ୍ଭ କରି ଅନିୟମିତ ଗର୍ଭ କୁ ଏଡାଇବା ଯାକେ ଆମକୁ ସାହାଯ୍ୟ କରେ । ତେବେ ଅମୃତଭଣ୍ଡା ଏକ ପୃଷ୍ଟିକର ପରିବା ଯାହା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ l

କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଅମୃତଭଣ୍ଡାରେ ଯେତିକି ଭିଟାମିନ ଅଛି ସେତିକି ଔଷଧୀୟ ଗୁଣ ତାର ମଞ୍ଜିରେ ରହିଛି l

ଆମେ ଅମୃତଭଣ୍ଡା ମଞ୍ଜି ଖାଇ ଫୋପାଡ଼ି ଦେଇଥାଉ କିନ୍ତୁ ଏହା ଜାଣିଲା ପରେ ଆପଣ ଏଭଳି ଭୁଲ ଆଉ କରିବେ ନାହିଁ l

ଷ୍ଟୋନ

ଅମୃତଭଣ୍ଡା ମଞ୍ଜିକୁ ଗୁଣ୍ଡ କରି ସରବତ କରି ପିଇଲେ ଲିଭରରେ ହୋଇଥବା ଷ୍ଟୋନକୁ ଭଲ କରାଯାଇ ପାରିବ l ଏହା ସହ ଏହା ହୃଦରୋଗ ମଧ୍ୟ ଠିକ କରିଥାଏ l ଏହାକୁ ଖାଇବା ଦ୍ୱାରା ପାଚନ ପକ୍ରିୟା ଠିକ ହୋଇଥାଏ l

କ୍ୟାନ୍ସର

ଅମୃତଭଣ୍ଡା ମଞ୍ଜିକୁ ବ୍ୟବହାର କରି କ୍ୟାସର ଭଳି ରୋଗରୁ ରକ୍ଷା ପାଇ ହେବ l କାରଣ ଏହାର ମଞ୍ଜିରେ କ୍ୟାନ୍ସର ଭଲ କରିବା ପାଇଁ କିଛି ଔଷଧୀୟ ତତ୍ୱ ମିଳିଥାଏ l ଏହାର ମଞ୍ଜିକୁ ଶୁଖାଇ ଗୁଣ୍ଡ କରି ପ୍ରତିଦିନ ପିଇଲେ ଏହି ରୋଗକୁ କିଛି ମାତ୍ରାରେ କମ କରାଯାଇ ପାରିବ l

ଅନିୟମିତ ଗର୍ଭ

ଅମୃତଭଣ୍ଡା ମଞ୍ଜିକୁ ଗୁଣ୍ଡ କରି ଗରମ ପାଣିରେ ମିଶାଇ ପିଇଲେ ଅନିୟମିତ ଗର୍ଭ କୁ ଏଡାଇ ପାରିବେ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button