ମନୋରଞ୍ଜନ

ମାତ୍ର ଦୁଇ ମିନିଟରେ ବନାନ୍ତୁ ଟେଷ୍ଟୀ ଜୁସ୍‌, ସ୍ୱାଦ ଏକଦମ୍‌ ଜବରଦସ୍ତ

କଦଳୀ ଏବଂ ସେଓରେ ପ୍ରସ୍ତୁତ ଏହି ଟେଷ୍ଟୀ ଜୁସ୍‌ ଆପଣଙ୍କୁ ବଢ଼ିଆ ଅନୁଭବ କରାଇବ। ଖାସ୍‌ କରି ଏହା କୌଣସି ବ୍ରତ ସମୟରେ ଆପଣଙ୍କ ପ୍ରିୟ ହୋଇପାରିବ। ଯାହାକୁ ପିଇ ଆପଣ ଶକ୍ତି ପାଇପାରିବେ। ଏହାକୁ ପିଇବା ଦ୍ୱାରା ବଢ଼ିଆ ସ୍ୱାଦ ମିଳିବା ସହିତ ଥଣ୍ଡା ଅନୁଭବ ହେବ।

ଆବଶ୍ୟକ ସାମଗ୍ରୀ

  • ୧ କପ୍‌ କଟା କଦଳୀ
  • ଏକ କିଲୋ ସେଓ
  • ୧ କପ୍‌ ଥଣ୍ଡା ଦହି
  • ୧୦ଟି ବରଫ ଖଣ୍ଡ
  • ୧ ଚାମଚ ଦହି
  • ୧ ଚାମଚ ଲେମ୍ବୁ ରସ

ପ୍ରସ୍ତୁତି ପ୍ରଣାଳୀ

ସମସ୍ତ ସାମଗ୍ରୀକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହା ଫେଣ ହେଲା ପଯ୍ୟର୍ନ୍ତ ଗ୍ରାଇଣ୍ଡିଂ କରନ୍ତୁ। ଏହାକୁ ବରାବର ମାତ୍ରାରେ ୪ ଗ୍ଲାସରେ ଭାଗ କରିଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଟେଷ୍ଟୀ‌ ଜୁସ୍‌।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button