ସ୍ୱାସ୍ଥ୍ୟ

ସକାଳୁ ଉଠି ଚା’ ପିଉଛନ୍ତି କି ? ନିହାତି ପଢି ନିଅନ୍ତୁ ଏହି ଖବର,ଏହି ବଡ଼ ରୋଗର କାରଣ ଅଟେ ଚା’- Health Tips

ବନ୍ଧୁଗଣ, ପଶୁପକ୍ଷୀ କେହି ମଧ୍ୟ ଚାହା ପିଅନ୍ତି ନାହିଁ କିନ୍ତୁ ପୃଥିବୀରେ ମଣିଷ ହିଁ କେବଳ ମାତ୍ର ଏକ ଜୀବ ଯିଏ କି ଚା ପିଇ ଥାଏ । ଏହି ମଣିଷ ମାନଙ୍କୁ ହିଁ ଅନେକ ପ୍ରକାରର ରୋଗ ହୋଇଥାଏ ଯାହା କି ପଶୁପକ୍ଷୀ ମାନଙ୍କୁ ହୋଇନଥାଏ । କେବେ ଦେଖିଛନ୍ତି କି ଅନ୍ୟ କୌଣସି ପଶୁ ମୁହଁ ରେ ବ୍ରଣ ହେବାର କେବଳ ମଣିଷ ମାନଙ୍କୁ ଛାଡି ଦେଲେ ଅନ୍ୟ କୌଣସି ପଶୁ ମାନଙ୍କ ମୁହଁ ରେ ବ୍ରଣ ହୋଇ ନଥାଏ । ମଣିଷ ମାନେ ଏହା କୁହନ୍ତି କୁ ଶରୀର ରେ ହାର୍ମୋନାଲ ପରିବର୍ତ୍ତନ ହେବା କାରଣରୁ ମୁହଁ ରେ ବ୍ରଣ ହୋଇ ଥାଏ କିନ୍ତୁ କଣ ପଶୁ ମାନଙ୍କ ଥରେ ଏହି ହାର୍ମୋନାଲ୍ ପରିବର୍ତ୍ତନ ହୋଇନଥାଏ । କିନ୍ତୁ ଏପରି କିଛି ନୁହ ,ମୁହଁ ରେ ହେଉଥିବା ବ୍ରଣ ଆମେ ବିଭିନ୍ନ ପ୍ରକାରର ତେଲିଆ ଖାଦ୍ୟ ଏବଂ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବା ଦ୍ଵାରା ହୋଇଥାଏ ।

କାହିଁକି ଚୁଟି ଝଡେ କେବଳ ମଣିଷ ମାନଙ୍କର । ଯେମିତି ହେବ ଆମର ଅନ୍ନ ସେମିତି ରହିବ ଆମ ମନ ଏବଂ ତନ ଅର୍ଥାତ୍ ଶରୀର । ଏମିତି ତ ବହୁତ ଖାଦ୍ୟ ଆପଣ ଖାଉଛନ୍ତି ଯାହାକୁ ଖାଇବା ଉଚିତ୍ ନୁହେଁ । ଆଜି ଆମେ ଆପଣଙ୍କୁ ଏକ ଏପରି ଖାଦ୍ୟ ବିଷୟରେ ଯାହାକୁ ନ ଖାଇବା ଦ୍ଵାରା ଆପଣ ୮୦ ତୁ ରୋଗ ରୁ ଦୂର ରେ ରହିବେ । ସେହି ଜିନିଷ ଟି ହେଉଛି ଚା ।

ବହୁତ୍ ଲୋକ ତ କୁହନ୍ତି କୁ ଆମେ ଚା ଛାଡ଼ି ପାରିବୁନି , ତାହେଲେ ଯଦି ନ ଛାଡ଼ିବ ତାହେଲେ ହେଉଥିବ ସେମିତି ବହୁତ୍ ପ୍ରକାରର ରୋଗ । ସକାଳେ ଖାଲି ପେଟ ରେ ଆମ ପେଟ ରେ ଏସିଡ ର ମାତ୍ରା ଅଧିକ ଥାଏ । ଆମେ ରାତି ରେ ଯେଉଁ ଖାଦ୍ୟ ଖାଉ ତାହା ସକାଳକୁ ହଜମ ହୋଇଯାଇଥାଏ ଏବଂ ଆମ ପେଟ କୁ ସକାଳୁ ଖାଦ୍ୟ ଦରକାର ହୁଏ କିନ୍ତୁ ଆମେ କଣ କରୁ ଚା ପିଉ ଯାହା କି ଆମ ରକ୍ତ କୁ ଖରାପ କରି ଦେଇଥାଏ ।

ଯେଉଁ ଲୋକ ମାନେ ଚା ପିଅନ୍ତି ସେମାନେ ମୋଟା ହୋଇଯାନ୍ତି । ଏହି ଚା ଆମ ଶରୀର ର ମେଟାବୋଲିଜିମ କ୍ଷମତା କୁ କମ କରିଦେଇଥାଏ ଯାହା ଫଳରେ ଆମେ ଝାଉଥିବା ଖାଦ୍ୟ ଜଲଦି ଶକ୍ତି ରେ ପରିଣତ ହୋଇ ନ ଥାଏ ।ଯାହା ଫଳ ରେ ଆମ ଶରୀର ରେ ସେହି ଖାଦ୍ୟ ପଡି କି ରହି ଥାଏ ଯାହା ଫଳରେ ଜି ଆମେ ମୋଟା ହୋଇଯାଇଥାଉ । ଚା ପିବା ଦ୍ୱାରା ଆମ ରକ୍ତ ଖରାପ ହୋଇଯାଇ ଥାଏ ।ଯାହା ଫଳରେ ଆମ ଚୁଟି ମୂଳ କୁ ଉପଯୁକ୍ତ ପୋଷକ ତତ୍ତ୍ଵ ମିଳି ନଥାଏ ଯାହା ଫଳରେ ଚୁଟି ଝଡ଼ିବାକୁ ଆରମ୍ଭ ହୋଇ ଥାଏ ।

ଚା ପିଇବା ଦ୍ଵାରା ଆମ ଅନ୍ତ ର ସଙ୍କୋଚନ ହୋଇଥାଏ ଯାହା ଫଳରେ ଆମ ପେଟ ରେ ଯନ୍ତ୍ରଣା ହୋଇଥାଏ ।ଏହା ଦ୍ଵାରା ଆମେ ଖାଉଥିବା ଖାଦ୍ୟ ଆମ ପେଟ ରେ ପଡ଼ିରୁହେ ଏବଂ ସଢ଼େ ଏବଂ ଏହା ଦ୍ଵାରା ଆମ ରକ୍ତ ଅଧିକ ଗାଢ଼ ହୁଏ ଯାହା ଫଳରେ ଉଚ୍ଚ ରକ୍ତଚାପ ହୋଇଥାଏ । ଚା ପିଇବା ଦ୍ଵାରା ଆମକୁ ବହୁତ୍ ପ୍ରକାରର ରୋଗ ହୋଇଥାଏ। ସେଥିପାଇଁ ଆପଣ ଚା ସେବନ କରନ୍ତୁ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button