ଜୀବନଶୈଳୀ

ମୃତ ଭାବି ଫୋପାଡ଼ି ଦେଲେ, 3 ଦିନପରେ 7ଟି ମୃତଦେହ ତଳୁ ମିଳିଲା ଜୀବନ୍ତ ପିଲା Debashis , ଆଉ ତା ପରେ ଯାହା ହେଲା ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ମୃତ ଭାବି ଫୋପାଡ଼ି ଦେଇଥିଲେ , 3 ଦିନ ପରେ 7 ଟି ମୃତଦେହ ତଳୁ ମିଳିଲା ଜୀବନ୍ତ ପିଲା । ହଁ ଦର୍ଶକ ବନ୍ଧୁ ଏହା ସତ୍ୟ ଅଟେ । ଯାହାକୁ ଲୋକେ ମୃତ ଘୋଷଣା କରି ଫୋପାଡି  ଦେଲେ କିନ୍ତୁ ଜୀବିତ ଥିଲା ସେହି ପ୍ରାଣ । ଏହି ଘଟଣା ଅନୁସାରେ ପଞ୍ଚମ ଶ୍ରେଣୀରେ ପଢୁଥିବା  ଛାତ୍ର ଦେବାଶିଷ ପୁଅଟି ପରିବାର ସହ ମିଶି ଭଦ୍ରକ ଯାଉଥିଲା ।

ସେଠାରେ କକା କୁଢି ସେମାନଙ୍କ ଅପେକ୍ଷାରେ ଥିଲେ । ମାତ୍ର ଘଟିଗଲା ଏଭଳି କିଛି ଅଭାବନୀୟ ବିଷୟ ଯାହା ସମସ୍ତକୁ କରିଦେଲା ମର୍ମାହିତ । କରମଣ୍ଡଳ ରେଳ ଦୁର୍ଘଟଣାରେ 275 ଲୋକଙ୍କ ମୃ-ତ୍ୟୁ ହୋଇଥିବା ବେଳେ 900 ଶହ ଲୋକେ ଗୁରୁତର ଭାବରେ ଆଘାତ ହୋଇଛନ୍ତି । ତେବେ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିବା ଲୋକେ ମୃତ ଲୋକମାନଙ୍କୁ ଏକାଠି କରି ଗୋଟାଏ ସ୍ଥାନ ସଗୃହିତ କରୁଥିବା ପ୍ରକ୍ରିୟା ଜୀବନ୍ତ ପିଲାକୁ ମଧ୍ୟ ରଖିଦେଇଥିଲେ ।

ମାତ୍ର ଦେବାଶିଷ ଙ୍କ ବଡ ଭାଇଙ୍କ ଚେଷ୍ଟା ହେତୁ ଶନିବାର ଦିନ ପୁଅଟିକୁ ଉଦ୍ଧାର କରଯାଇଥିଲା । ତେବେ ଉଦ୍ଧାର କରିବା ପରେ ଯେବେ ଦେବାଶିଷ କୁ ପଚରାଯାଉଛି । ତେବେ ସେଠାରେ ଘଟିଥିବା ବିଷୟ ସମ୍ପର୍କରେ ଦେବାଶିଷ କହିଛି ଯେ ମୁଁ ମୋ ପରିବାର ସହ ଭଦ୍ରକ ଯିବା ପାଇଁ କରମଣ୍ଡଳ ଟ୍ରେନ୍ ଯାତ୍ରା କରୁଥିଲେ ମୁଁ ମା’ ଙ୍କ କୋଳରେ ଶୋଇଥିବା ସମୟରେ ହଠାତ ଏକ ଭୟାନକ ଶବ୍ଦ ଶୁଣିବାକୁ ପାଇଥିଲୁ ।

ଯେବେ ବିଦ୍ୟୁତ ଦୁର୍ଘଟଣା ଓ ଟ୍ରେନ୍ନ  ଓଲଟିଲା ତେବେ ମୁଁ ମୋର ଚେତନା ଶକ୍ତି ହରାଇଥିଲି ଏବଂ ଯେତେବେଳେ ମୋଟ ଚେତନା ଫେରିଲା ଓ ମୁଁ ଆଖି ଖୋଲି ତେବେ ମୁଁ ଦେଖୁଛି ଶବ ଭିତରେ ମୁଁ ପଡିଛି । ମୋ ବଡ ଭାଇ ସୁବାଶିଷ ଦୁଇ ଦିନ ଧରି ଅନ୍ଧାରରେ ମତେ ଖୋଜି ଖୋଜି ବାହାର କରିଥିଲା ।

ଭାଇ ର ଚେଷ୍ଟା ଶେଷ କୁ ସଫଳ ହୋଇଥିଲା । ଜୀବନ୍ତ ପୁଅ ଉଦ୍ଧାର ପଛରେ ବଡ ଭାଇର ଅକ୍ଲାନ୍ତ ପରିଶ୍ରମ ଓ ଚେଷ୍ଟା ଯୋଗୁ 10 ବର୍ଷ ସାନ ପୁଅ ଆଘାତ ସହକାରେ ସୁରକ୍ଷିତ ରହିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button