Uncategorizedଜୀବନଶୈଳୀ

ନବବିବାହିତା ଭାଉଜ କୁ ନିଶା ଦେଇ ବଳାତ୍କାର କଲା ଦିଅର ! ସ୍ଵାମୀ ଆସିବାରୁ ଗୋଟି ଗୋଟି କରି ସବୁ ସତ କହିଲା ପତ୍ନୀ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମ ସମାଜ ଏବେ ଏତେ ମାତ୍ରାରେ କଳୁଷିତ ହେବାରେ ଲାଗିଛି କି ଯାହାକୁ ଏବେ କେହି ହେଲେ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ।
କାରଣ ଆଜିକାଲି ସମୟରେ ଲୋକ ମାନେ ଟିକେ ଟିକେ କଥା ରେ କିଛି ନଭାବି ଅନ୍ୟ ସମ୍ପର୍କରେ କିଛି ଚିନ୍ତା ନକରି ତାଙ୍କର ହ-ତ୍ୟା କରି ଦେଉଛନ୍ତି। ଫଜରାବାଦ ରେ ଏଭଳି ଏକ ଘଟଣା ଘଟି ଯାଉଛି ଯାହା ସମ୍ପର୍କରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ତେବେ ଏହି ଘଟଣାରେ ଦୁଇ ଜଣ ସାଙ୍ଗ ଙ୍କ ମଧ୍ୟରେ ବିବାଦ ହେଉଛି ମୂଳ କାରଣ। ଅଜୟ ଓ ସନ୍ଦୀପ ଦୁହେଁ ଭଲ ସାଙ୍ଗ ଥିଲେ। ସନ୍ଦୀପ ମଧ୍ୟ ପ୍ରାୟତଃ ସମୟରେ ଅଜୟ ଙ୍କ ଘରକୁ ଆସନ୍ତି ଏବଂ ତାଙ୍କର ଘର ଲୋକଙ୍କ ସହ ସେ ବେଶ ଭଲରେ କଥା ବାର୍ତ୍ତା ମଧ୍ୟ କରନ୍ତି।
ଏହାରି ମଧ୍ୟରେ ସନ୍ଦୀପ ଓ ଅଜୟ ଙ୍କ ସ୍ତ୍ରୀ କଲ୍ପନା ମଧ୍ୟରେ ଏକ ସମ୍ବନ୍ଧ ଗଢ଼ି ଉଠିଥିଲା। ଆଉ ଏହାକୁ ଅଜୟ ମଧ୍ୟ ଜାଣି ସାରିଥିଲେ। ମାତ୍ର ସେ ଏହାକୁ ଆଦୌ ସହ୍ୟ କରି ପାରୁ ନଥିଲେ। ଏକଦା ଅଜୟ ତାଙ୍କ ଠାରୁ ବଦଲା ନେବା ପାଇଁ ଚେଷ୍ଟା କରିଲେ।
ସେ ତାଙ୍କର ଝିଅ ର ଜନ୍ମଦିନ ପାଇଁ ସନ୍ଦୀପ ଙ୍କୁ କିଛି ଟଙ୍କା ମାଗିଥିଲେ। ମାତ୍ର ସନ୍ଦୀପ ଟଙ୍କା ଦେବା ପାଇଁ ବାରଣ କରି ଦେଇଥିଲେ। ଏହାପରେ ଅଜୟ କିନ୍ତୁ ତାଙ୍କର ଝିଅ ର ଜନ୍ମଦିନ ପାଳନ କରିଥିଲେ।
ହେଲେ ଏହାପରେ ସେ ସନ୍ଦୀପ ଙ୍କୁ ଅନ୍ୟ ଏକ ଦିନ ତାଙ୍କର ଘରକୁ ଡ଼ାକିଥିଲେ। ଆଉ ସନ୍ଦୀପ ମଧ୍ୟ ତାଙ୍କ ଘରକୁ ଆସିବା ପରେ ଦୁହେଁ ବାହାରକୁ ବୁଲିବା ପାଇଁ ଯାଇଥିଲେ।ହେଲେ ଅଜୟ ତାଙ୍କର ମନରେ ହ-ତ୍ୟା କରିବାର ଉଦ୍ଦେଶ୍ୟ ରଖିଥିଲେ।
ଏହାପରେ ତାଙ୍କୁ ଖୁବ୍ ମଦ ପିଆଇ ସାରିବା ପରେ ତାଙ୍କର ହ-ତ୍ୟା କରି ଦେଇଥିଲେ। ଏବଂ ସେ ତାଙ୍କର ମର ଶରୀରକୁ ରେଲୱେ ଟ୍ରାକ ନିକଟରେ ପକାଇ ଦେଇଥିଲେ। ଏହାପରେ ସନ୍ଦୀପ ଙ୍କ ମାଆ ଙ୍କ ଅଭିଯୋଗ ଆଧାରରେ ପୋଲିସ୍ ଯେତେବେଳେ ଏହି ଘଟଣାର ତଦନ୍ତ କରିଥିଲା ସେତେବେଳେ ଜଣାପଡି ଥିଲା କି ଅଜୟ ଓ ତାଙ୍କର ସ୍ତ୍ରୀ ଦୁହେଁ ମିଶି କରି ସନ୍ଦୀପ ଙ୍କ ହ-ତ୍ୟା କରିଛନ୍ତି। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button