ବିଚାର

ବନ୍ଧ୍ୟାପଣର ଚିକିତ୍ସା ପାଇଁ ଏହା ହେଉଛି ରାମବାଣ ଉପାୟ

ଆଜି ଆମେ ଆପଣଙ୍କୁ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଦେବାକୁ ଯାଉଛୁ ଯାହା ବିଷୟରେ ଆପଣମାନେ ନିଶ୍ଚୟ ଜାଣିବା ଦରକାର । ଆମେ ଆପଣଙ୍କୁ କହିବୁ ନାରୀ ଗର୍ଭବତୀ ନ ହେଲ କେମିତି ହୋଇପାରିବେ ଏହାର ଉପାୟ । ବିବାହର କିଛି ଦିନ ବିତିଗଲେ ଯଦି ନାରୀ ଗର୍ଭବତୀ ନ ହୁଏ ତେବେ ସମସ୍ତେ ନାରୀର ଦୋଷ ହିଁ ଦେଇ ଥାନ୍ତି କି ତାର କୌଣସି ଶାରୀରିକ ଅସୁସ୍ଥତା କାରଣରୁ ଏଭଳି ହୋଇଥାଏ । ହ୍ୟୁମାନ ରିପରୋଡକସନର ଏକ ଅଧୟନରୁ ଜଣାପଡିଛି କି ଅଧିକାଂଶ ଦମ୍ପତ୍ତି ବିବାହର କିଛି ଦିନ ପର୍ଯ୍ୟନ୍ତ ଜାଣିକି ସନ୍ତାନ ଶୁଖରୁ ବଞ୍ଚିତ ରହୁଥିବା ର ଜଣାପଡିଛି ।

Image Courtesy: Google

ତେବେ ଆପଣ ବହୁତ ପ୍ରକାର ସ୍ୱାସ୍ଥ୍ୟ ସମ୍ବନ୍ଧିତ ଜିନିଷ ପଢି ଥାନ୍ତି, ଏବଂ ଶୁଣି ଥାନ୍ତି, କିନ୍ତୁ ଆଜି ଆମେ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ ଜାଣିବା ଅତ୍ୟନ୍ତ ଆବଶ୍ୟକ ଅଟେ । କୌଣସି ପୁରୁଷ ପାଇଁ ପୁରୁଷ ଶକ୍ତି ଏବଂ ଶୂକ୍ରାଣୁ ବହୁତ ଆବଶ୍ୟକ ଅଟେ, ଏହା ଦ୍ଵାରା କେବଳ ପୁରୁଷ ସନ୍ତାନ କ୍ଷମତା ବଢିଥାଏ ତା ଛଡା ଏହା ଦ୍ଵାରା ପୁରୁଷଙ୍କୁ ବହୁତ ପ୍ରକାର ରୋଗ ହୋଇ ନଥାଏ ।

Image Courtesy: Google

ବହୁତ ଏମିତି ପୁରୁଷ ଥାନ୍ତି ଯିଏ ଅଜଣା ରେ କିଛି ଏମିତି ଭୁଲ କରି ଥାନ୍ତି ଯାହା ଦ୍ଵାରା କେବଳ ପୁରୁଷ ଶକ୍ତି କମି ନଥାଏ ଏହା ଛଡା ଶୂକ୍ରାଣୁ ମଧ୍ୟ କମି ଥାଏ । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଘରୋଇ ଉପାୟ କହିବାକୁ ଯାଉଛୁ ଯାହା ସବୁ ହିନ୍ଦୁ ମାନଙ୍କ ଘରେ ହୋଇଥାଏ, ତୁଳସୀ ଗଛ ସମସ୍ତଙ୍କ ଅଗଣାରେ ହୋଇଥାଏ, ତେବେ କଣ ଆପଣ ଜାଣିଛନ୍ତି ଯେଉଁ ଦମ୍ପତ୍ତିକୁ ସନ୍ତାନ ପ୍ରାପ୍ତି ହୋଇନଥାଏ ସେହି ଦମ୍ପତ୍ତି ପାଇଁ ତୁଳସୀ ଗଛ ରାମବାଣ ଚିକିତ୍ସା ଅଟେ । ତେବେ ଆଗ କାଳ ରୁଷି ମୁନି ଓ ଆୟୁର୍ବେଦରେ ମଧ୍ୟ କୁହା ଯାଇଛି ଯେ ତୁଳସୀ ବହୁତ ଲାଭକାରୀ ଗଛ ଅଟେ କେବଳ ତୁଳସୀ ଗଛ ପାଖରେ ସନ୍ଧ୍ୟା ସକାଳେ ବସିଲେ ଆପଣଙ୍କୁ ଶାନ୍ତି ପ୍ରାପ୍ତ ହୋଇଥାଏ ଏହା ସହ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ ।

Image Courtesy: Google

ତେବେ ବିବାହିତ ଦମ୍ପତ୍ତିକୁ ଯଦି ସନ୍ତାନ ପ୍ରାପ୍ତି ହେଉ ନାହିଁ ତେବେ ସ୍ଵାମୀ ସ୍ତ୍ରୀ ଦୁହିଙ୍କୁ ସବୁଦିନ ସକାଳେ ତୁଳସୀ ମଞ୍ଜି ଓ ପତ୍ର ସେବନ କରିବା ଉଚିତ ତାହା ମଧ୍ୟ ଖାଲି ପେଟରେ ଖାଇଲା ପରେ ନୁହ । ଏହା ଦ୍ଵାରା ପୁରୁଷ ମାନଙ୍କ ଶୂକ୍ରାଣୁ ମଜବୁତ ହୋଇଥାଏ ତେବେ ମାସ ୨ ମାସ ଏହି ଉପାୟ କଲେ ଆପଣଙ୍କୁ ସନ୍ତାନ ପ୍ରାପ୍ତି ଅବଶ୍ୟ ହୋଇଥାଏ ।

ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button