ଜୀବନଶୈଳୀ

ନାରୀର ଶୋଇବା ଢଙ୍ଗରୁ ଯାଣନ୍ତୁ ସେମାନଙ୍କ ସ୍ଵଭାବ କିପରି ହୋଇଥାଏ

ଚାଣକ୍ୟ ନୀତି ଅନୁଯାଇ ମଣିଷକୁ ଶ୍ରେଷ୍ଠ କାର୍ଯ୍ୟ କରିବା ଉଚିତ ଏହା ଦ୍ଵାରା ତାଙ୍କ ସମ୍ମାନ ହୋଇଥାଏ, ଯେତେବେଳେ ମଣିଷ ଭଲ କାର୍ଯ୍ୟ କରେ ନାହିଁ, ତେବେ ତାଙ୍କ ସ୍ଥିତି ସମାଜରେ ଗୋଟେ ପଶୁ ଭଳି ସମ୍ମାନ ହୋଇଥାଏ । ଚାଣକ୍ୟ ଏମିତି କିଛି କାର୍ଯ୍ୟ କହିଥିଲେ ଯେଉଁ ମଣିଷକୁ ଭୁଲରେ ବି କରିବା ଉଚିତ ନୁହ, ତେବେ ଆସନ୍ତୁ ଜାଣିବା ମଣିଷ ପାଇଁ କେଉଁ କାର୍ଯ୍ୟ କରିବା ଉଚିତ ନୁହ । ଆଚାର୍ଯ୍ୟ ଚାଣକ୍ୟ ସମାଜ ବିଷୟରେ ବହୁତ ଗଭୀରତା ରେ ଅଧ୍ୟୟନ କରିଥିଲେ ।

ଚାଣକ୍ୟ ସେହି ସବୁ ଜିନିଷ ଉପରେ ବିଶେଷ ଅଧ୍ୟୟନ କଲେ ଯାହା ଦ୍ଵାରା ମଣିଷ ଜୀବନ ପ୍ରଭାବିତ ହୋଇଥାଏ, ଏହି କ୍ରିୟା ରେ ସେ କିଛି ଏମିତି ଜିନିଷ ବିଷୟରେ ଜାଣିବାକୁ ପାଇଲେ ଯାହା କରିବା ମଣିଷ ପାଇଁ ଉଚିତ ନାହିଁ, ଚାଣକ୍ୟ ଅନୁଯାଇ ଯଦି ମଣିଷ ଏହି କାମ କରିଥାଏ ତେବେ ତା ଜୀବନ ନଷ୍ଟ ହୋଇଯାଏ ।

Image Courtesy: Google

୧. ସିଧା ସୋଉଥିବା ମହିଳା :

ଯେଉଁ ମହିଳା ପୁରା ସିଧା ଶୋଇବା ପସନ୍ଦ କରନ୍ତି ଓ ଶୋଇଲା ବେଳେ ନା ତାଙ୍କ ହାତ ନା ଗୋଡ ମୋଦୀ ହୋଇଥାଏ ସେହି ଭଳି ମହିଳାଙ୍କୁ ନିଜ ଜୀବନରେ ସନ୍ତୁଳନ ପସନ୍ଦ ହୋଇଥାଏ । ଏହି ଭଳି ମହିଳାଙ୍କୁ ଜୀବନରେ କିଛି ଭଲ ସହ କିଛି ମନ୍ଦ ମଧ୍ୟ ଦରକାର ହୋଇଥାଏ ଏହି ଭଳି ଝିଅ ଡୋମିନେଟ କରୁଥିବା ପୁଅଙ୍କୁ ପସନ୍ଦ କରିଥାନ୍ତି ।

Image Courtesy: Google

୨. ଓଲଟା ଶୋଇବା :

ଯେଉଁ ମହିଳାଙ୍କୁ ପେଟ ତଳେ ଦେଇ ଶୋଇବା ପସନ୍ଦ ହୋଇଥାଏ ଏହି ଭଳି ସ୍ତ୍ରୀ ବା ମହିଳା ବହୁତ ଦାଇତ୍ଵହିନ ହୋଇଥାନ୍ତି, ତାଙ୍କୁ ସେହି ଭଳି ପୁଅ ପସନ୍ଦ ଆସନ୍ତି ଯିଏ କଥା କଥାରେ ସର୍ପ୍ରାଇଜ ଦିଅନ୍ତି ଓ ବହୁତ ମଜାଳିଆ କଥା କହି ତାଙ୍କୁ ହସେଇ ଥାନ୍ତି । ଏହି ଭଳି ମହିଳା କୌଣସି ଶିରିଅସ ସମ୍ପର୍କରେ ରହିବା ପସନ୍ଦ କରନ୍ତି ନାହିଁ ।

୩. ବାଁ କର ଦେଇ ଶୋଇବା :

ଯେଉଁ ମହିଳା ବା ସ୍ତ୍ରୀ ବାଁ କର ଦେଇ ଶୋଇବା ପସନ୍ଦ କରନ୍ତି ସେ ବହୁତ ଭଲ ସ୍ଵଭାବ ର ହୋଇଥାନ୍ତି ଏହା ସହ ସେ ପରିବର୍ତନ ବହୁତ ସହଜରେ ଉପଭୋଗ କରନ୍ତି ଏହା ଛଡା ତାଙ୍କୁ ନେତୃତ୍ଵ କରୁଥିବା ପୁଅ ବହୁତ ପସନ୍ଦ ହୋଇଥାନ୍ତି । ଏହି ଭଳି ଶୋଇବା ସମସ୍ତଙ୍କ ପାଇଁ ଭଲ ହୋଇଥାଏ ବୋଲି ବୈଜ୍ଞାନିକ ମଧ୍ୟ କହିଛନ୍ତି ତେବେ ବାଁ କର ଦେଇ ଶୋଇବା ପାଇଁ ଚେଷ୍ଟା କରନ୍ତୁ ଏହା ଦ୍ଵାରା ଆପଣଙ୍କ ପାଚନ ପ୍ରକ୍ରିୟା ଭଲ ହୋଇଥାଏ ।

Image Courtesy: Google

୪. ତକିଆ ଉପରେ ହାତ ଦେଇ ଶୋଇବା :

ଯେଉଁ ମହିଳା ମାନେ ତକିଆ ଉପରେ ହାତ ଓ ହାତ ଉପରେ ମୁଣ୍ଡ ଦେଇ ସୋଇଥାନ୍ତି ଏହି ଭଳି ମହିଳା ମାନେ ବହୁତ ଗମ୍ଭୀର ସ୍ଵଭାବ ର ହୋଇଥାନ୍ତି ଏହି ଭଳି ମହିଳାଙ୍କ ଗୋଟେ ଦୁର୍ବଳତା ଥାଏ ଯେ ସେ ବହୁତ ଶୀଘ୍ର କାହାକୁ ବି ଭରସା କରି ଦିଅନ୍ତି । ତେବେ କିଛି ଲୋକ ଏହାର ଲାଭ ମଧ୍ୟ ଉଠେଇବା ପାଇଁ ଚେଷ୍ଟା କରନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button