ବିଚାର

ତୁଳସୀ ଗଛ ପାଖରେ ଭୁଲରେ ମଧ୍ୟ ରଖନ୍ତୁ ନାହିଁ ଏହି ୪ ଜିନିଷ, ଆସିପାରେ ସମସ୍ୟା

ତୁଳସୀ ଗଛ କେବଳ ଏକ ଓୌଷଧୀୟ ବୃକ୍ଷ ଭାବେ କାର୍ଯ୍ଯ କରିନଥାଏ। ବରଂ ଏହା ଦ୍ୱାରା ଘରେ ଆସୁଥିବା ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ହିନ୍ଦୁ ଶାସ୍ତ୍ର ଅନୁସାରେ ତୁଳସୀ ଗଛକୁ ଦେବୀ ଲକ୍ଷ୍ମୀଙ୍କ ରୂପ ବୋଲି ଧରାଯାଏ ଏବଂ ଏମିତି କୁହାଯାଏ ଯେ ଯେଉଁ ଘରେ ତୁଳସୀ ଗଛ ଲାଗିଥାଏ ସେହି ଘରେ କେବେବି ସମସ୍ୟା ଆସିନଥାଏ। ଆଜି ଆମେ ଆପଣଙ୍କୁ ଏମିତି ୪ ଟି ଜିନିଷ ବିଷୟରେ ଜଣାଇବୁ ଯାହାକୁ ଭୁଲରେ ମଧ୍ୟ ତୁଳସୀ ଗଛ ପାଖରେ ଉଚିତ ନୁହେଁ। କାରଣ ଏହା ଦ୍ବାରା ମାତା ତୁଳସୀ କ୍ରୋଧିତ ହୋଇଯାନ୍ତି ଯାହା ଦ୍ବାରା ଆପଣଙ୍କୁ ବହୁତ ସମସ୍ୟା ଆସିପାରେ। ତେବେ ଆସନ୍ତୁ ଜାଣିବା ଏହି ସବୁ କାରଣ ବିଷୟରେ ।

plant1

ତୁଳସୀ ଗଛ ପାଖରେ ଭୁଲରେ ମଧ୍ୟ କେବେବି ଓଦା କପଡା ଶୁଖାଇବା ଉଚିତ ନୁହେଁ। ଏହା ଦ୍ୱାରା ସକାରାତ୍ମକ ଉର୍ଜାର ହାନି ହେବାକୁ ଲାଗିଥାଏ ଏବଂ ମାତା ତୁଳସୀ ମଧ୍ୟ ବହୁତ କ୍ରୋଧିତ ହୋଇଥାନ୍ତି । ତୁଳସୀ ଗଛକୁ ସବୁ ସମୟରେ ପରିଷ୍କାର ରଖିବା ପାଇଁ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ। ଏହି ଦିଗ ଉପରେ ଧ୍ୟାନ ନ ଦେଲେ ଅଶାନ୍ତି ଏବଂ ଧନ ଦୌଲତ ହ୍ରାସ ହେବାକୁ ଲାଗିଥାଏ। ଏଥିପାଇଁ ଏହି କଥା ଉପରେ ନିଶ୍ଚୟ ଧ୍ୟାନ ରଖନ୍ତୁ।

tulsi

କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ତୁଳସୀ ଗଛ ପାଖରେ ଗଣେଶ ମୂର୍ତ୍ତୀକୁ ରଖି ଦିଅନ୍ତି, ଯାହା ବହୁତ ବଡ ଭୁଲ ବୋଲି ବିବେଚନା କରାଯାଏ। ଏଥିପାଇଁ ଏମିତି ଆଦୌ କରିବା ଉଚିତ ନୁହେଁ। ଏହା ଦ୍ବାରା ଘରେ କାଗାଂଳୀ ପରିସ୍ଥିତି ଆସିଥାଏ ।

ତୁଳସୀ ଗଛ ପାଖରେ ଭୁଲରେ ମଧ୍ୟ କେବେ ବି ଜୋତା ଚପଲ ରଖନ୍ତୁ ନାହିଁ । ଏମିତି କରିବାକୁ ବହୁତ ଅଶୁଭ ବୋଲି ଧରାଯାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button