ବିଚାର

Ajira Anuchinta : କେଉଁ ମୂର୍ତ୍ତି ରଖିଲେ ବାସ୍ତୁ ଦୋଷ ଦୂର ହୋଇ ଧନ ପ୍ରାପ୍ତି ହୋଇଥାଏ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଘରର ସୁଖ ସମୃଦ୍ଧି ପାଇଁ ବାସ୍ତୁଶାସ୍ତ୍ରର ଜ୍ଞାନ ପ୍ରତ୍ଯେକଟି ବ୍ୟକ୍ତିବିଶେଷଙ୍କ ଠାରେ ରହିବା ଦରକାର । ଯାହାକୁ ଜାଣିବା ବହୁତ ହିଁ ଦରକାରୀ ହୋଇଥାଏ । ତେବେ ଆଉ ସମୟ ବିଳମ୍ବ ନକରି କିଛି ବାସ୍ତୁଶାସ୍ତ୍ର ତଥା ଅନ୍ଯାନ୍ଯ ଜ୍ଞାନପୂର୍ଣ୍ଣ ତଥ୍ୟ ସମ୍ପର୍କରେ ଆଲୋଚନା କରି ଜାଣିନେବା । ଶବଦାହର ଧୂଆଁ ନାକରେ ବାଜିଲେ । ବହୁତ କ୍ଷତି ହୋଇଥାଏ ।

ଗାଲରେ କେବେବି ହାତ ଦେଇ ବସିବା ଉଚିତ ହୋଇନଥାଏ । କାରଣ ଏହା ବ୍ୟକ୍ତିର ଅଧିକରୁ ଅଧିକ ଅଶୁଭତ୍ଵ ବୃଦ୍ଧି କରିଦେଇଥାଏ ।ବାମହାତରେ ପାଣିଗ୍ଳାସ ଧରି ପିଅନ୍ତୁ  ନାହିଁ । ଏହା ମଦ୍ୟ ତୁଲ୍ୟ ହୋଇଯାଇଥାଏ । ନିଜ ଘରେ ପୂର୍ବକୁ ଶଶୁର ଘରେ ଦକ୍ଷିଣକୁ ମୁଣ୍ଡ ଦେଇ ଶୋଇଲେ , ମଙ୍ଗଳ ହୋଇଥାଏ । ବରଗଛ ଓ ଓସ୍ତଗଛର ବିବାହ ଦେଲେ କନ୍ୟା ଦାନର ଫଳ ମିଳିଥାଏ । ପୂର୍ଣ୍ଣିମାର ଦିନ ୧୦ ଟା ପରେ ଅସ୍ଵସ୍ଥ ଗଛ ମୂଳରେ ଲକ୍ଷ୍ମୀଙ୍କ ନାମରେ ପୂଜା କରିଲେ । ଆର୍ଥିକ ସଙ୍କଟ ଦୂର ହୋଇଥାଏ ।

ଝିଅ ପିଲା ମାନେ ମନ ସ୍କାମନା ପୂରଣ କରିବା ପାଇଁ ଗୁରୁବାର ଦିନ ଅରୁଆ ଚାଉଳରେ ହଳଦୀ ମିଶାଇ ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ । ଗ୍ରହଣ ଲାଗିଥିବା ସମୟରେ ଲବଙ୍ଗ କିମ୍ବା ଗୁଜୁରାତି ଭସ୍ମ ପ୍ରସ୍ତୁତ କରି ମୁଣ୍ଡରେ ମାରିଲେ । ସମସ୍ତ କାର୍ଯ୍ୟ ସଫଳ ହୋଇଥାଏ । ଘରର ମୁଖ୍ୟ ଲୋକଙ୍କ ବେଡରୁମ୍ ଉତ୍ତର ଦିଗରେ କରନ୍ତୁ ନାହିଁ ।

ଏହା ଅମଙ୍ଗଳ ହୋଇଥାଏ । ଘରର ଦକ୍ଷିଣ ଦିଗରେ ବେଡରୁମ୍ କରିଲେ । ଏହା ବହୁତ ଶୁଭ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇ ଘର ଏବଂ ଗାଧୂଆ ଘର ସାମ୍ନାସାମ୍ନି ରଖନ୍ତୁ ନାହିଁ । ଗାଧୁଆ ଘର ସବୁବେଳେ ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ରହିଲେ । ବହୁତ ଶୁଭ ହୋଇଥାଏ । ସନ୍ଧ୍ୟା ସମୟରେ ଘର ଝାଡୁ ମାରନ୍ତୁ ନାହିଁ । ଏହା ଦରିଦ୍ରତା ଓ ରୁଣ ଭାର ବୃଦ୍ଧି କରିଥାଏ । ସନ୍ଧ୍ୟା ସମୟରେ ତୁଳସୀ ପତ୍ର ଛିଡାନ୍ତୁ ନାହିଁ । ଏହା ବହୁତ ଅଶୁଭ ହୋଇଥାଏ ।

ସନ୍ଧ୍ୟା ସମୟରେ କାହାକୁ ପଇସା ଉଦ୍ଧାରରେ ଦିଅନ୍ତୁ ନାହିଁ । କି ଉଦ୍ଧାର ନିଅନ୍ତୁ ନାହିଁ । ଏହା ଅମଙ୍ଗଳ ହୋଇଥାଏ । ଘରେ ଆକ୍ଵାରିଆମ ରଖିଲେ । ବହୁତ ଶୁଭପ୍ରଦ ଫଳ ଦେଇଥାଏ । ଏହା କିନ୍ତୁ ଘରର ଉତ୍ତର ପୂର୍ବ ଦିଗରେ ରଖିବା ଉଚିତ । ଘରର ଡ୍ରଇଙ୍ଗ ରୁମ୍ ରେ ବୁଦ୍ଧଙ୍କ ମୂର୍ତ୍ତି ରଖିଲେ, ବାସ୍ତୁ ସମସ୍ଯା ଦୂର ହେବା ସହ ଆର୍ଥିକ ସ୍ଥିତି ଭଲ ରହିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button