ଦେଶ ବିଦେଶ

ଆଲିଗଡ଼ ମୁସଲିମ୍ ୟୁନିଭରସିଟିର ସଂଖ୍ୟାଲଘୁ ଷ୍ଟାଟସ୍ ବୈଧ; ୪-୩ ବହୁମତରେ ଆସିଲା ରାୟ

ନୂଆଦିଲ୍ଲୀ: ଆଲିଗଡ଼ ମୁସଲିମ୍ ବିଶ୍ବବିଦ୍ୟାଳୟର ସଂଖ୍ୟାଲଘୁ ଷ୍ଟାଟସ୍ ଉପରେ ‘ସୁପ୍ରିମ’ ଫଇସଲା ଆସିଛି । ଶୁକ୍ରବାର ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସଂଖ୍ୟାଲଘୁ ଷ୍ଟାଟସ୍କୁ ବୈଧ ରଖିଛନ୍ତି । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ୭ଜଣିଆ ଖଣ୍ଡପୀଠ ମାମଲାରେ ୪-୩ ବହୁମତରେ ରାୟ ଦେଇଛନ୍ତି । ଏଥିରେ ସିଜେଆଇ ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ଜେ,ବି ପରଦିଓ୍ବାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରା ଏଏମୟୁକୁ ସଂଖ୍ୟାଲଘୁ ସପକ୍ଷରେ ରାୟ ଶୁଣାଇଥିଲେ ।

କିନ୍ତୁ ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଦୀପଙ୍କର ଦତ୍ତା ଏବଂ ଜଷ୍ଟିସ୍ ସତିଶ ଚନ୍ଦ୍ର ଶର୍ମା ଏନେଇ ଅସହମତି ପ୍ରକାଶ କରିଥିଲେ ।…

Related Articles

Leave a Reply

Your email address will not be published. Required fields are marked *

Back to top button