କାହିଁକି ପୁରୁଷମାନେ ସ୍ତ୍ରୀଙ୍କ ଠାରୁ କୌଣସି ନା କୌଣସି କଥା ଲୁଚାଇଥାନ୍ତି ? Jaya Kishori

ବନ୍ଧଗଣ ଆଜି ଆମେ ଆପଣଙ୍କୁ ପୁରୁଷ ମାନେ କଣ ସତରେ ସ୍ତ୍ରୀ ଙ୍କୁ କିଛି କଥା ଲୁଚାଇ ଥାନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ପୁରୁଷ ଓ ନାରୀ ଙ୍କ ମଧ୍ୟରେ ବିବାହ ପରେ କୌଣସି ନା କୌଣସି କଥା ଲୁଚି କି ରୁହେ ନାହି ଏମିତି ମାନ୍ୟତା ଅଛି । କାରଣ ସ୍ଵାମୀ ସ୍ତ୍ରୀ ବିବାହ ପରେ ପରସ୍ପର ସହ ସବୁ କଥା ସେୟାର କରୁଥାନ୍ତି ଆଉ ମନ କଥା ପ୍ରକାଶ କରିଥାନ୍ତି । ଯାହା ଫଳରେ ସେମାନଙ୍କର ସମ୍ପର୍କ ମଜବୁତ ହୋଇଥାଏ ଏମିତି ମାନ୍ୟତା ଅଛି ।
ଅନେକ କ୍ଷେତ୍ର ରେ ଦେଖାଯାଏ କି ସ୍ଵାମୀ ସ୍ତ୍ରୀ କୌଣସି କାରଣ କୁ ନେଇ ପରସ୍ପର ଠାରୁ କଥା ଲୁଚାଇ ଥାନ୍ତି । ଯାହାର ସିଧା ସଳଖ ରାଭବ ସେମାନଙ୍କ ସମ୍ପର୍କ ଉପରେ ପଡିଥାଏ । ଏମିତିକି ସମ୍ପର୍କ ଭାଙ୍ଗି ଯିବାର ମଧ୍ୟ ସ୍ଥିରତି ଦେଖା ଯାଇଥାଏ । ତେବେ ଏକ କଥା ଅନୁଯାୟୀ ମାହାଦେବ ଙ୍କ ପାର୍ବତୀ ଙ୍କୁ ଏକ କଥା ଶୁଣାଇ ଥିଲେ କିନ୍ତୁ ଏହାର ଅର୍ଥ ବୁଝାଇ ନ ଥିଲେ । ଏହାର କାରଣ କଣ ହୋଇପାରେ ବୋଲି ମା ପାର୍ବତୀ ଚିନ୍ତା କରିବାକୁ ଲାଗିଲେ ଆଉ କହିଲେ ମହାଦେବ ଆଜି ଯାଏଁ ମୋତେ କୌଣସି କଥା କୁ ଲୁଚାଇ ନାହାନ୍ତି ।
ତେବେ ଏହି କଥାର ଅର୍ଥ କଣ ପାଇଁ ବୁଝାଇଲେ ନାହି । ଠିକ ସେହି ସମୟରେ ନାରଦ ଆସି ମା ପାର୍ବତୀ ଙ୍କ ନିକଟରେ ପହଞ୍ଚି ଗଲେ । ଆଉ ମାତା ଙ୍କୁ ଏମିତି ଚିନ୍ତିତ ଥିବାର ଦେଖି ନାରଦ ତାଙ୍କୁ ପ୍ରଶାସନ କରିଥିଲେ ମାତା କଣ ହୋଇଛି ଆପଣଙ୍କର ଆପଣ ଏବେ ଚିନ୍ତିତ କଣ ପାଇଁ ଅଛନ୍ତି । ଉତ୍ତରରେ ମାତା କହିଥିଲେ ମହାଦେବ ମୋତେ ଏକ ଶ୍ଳୋକର ଅର୍ଥ ବୁଝାଇଲେ ନାହି । ଏହା ପରେ ନାରଦ କହିଥିଲେ ହୋଇପାରେ ମହାଦେବ ଆପଣଙ୍କୁ କିଛି କଥା ଲୁଚାଉଛନ୍ତି ।
ଯାହାକୁ ଶୁଣିବା ପରେ ମାତା କହିଲେ ଆମ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ କୌଣସି କଥା ଲୁଚା ଯାଇ ନାହି । ଆମ ସମ୍ପର୍କରେ କିଛି ବି ଲୁଚା ଛପା ନାହି । ଆମେ ପରସ୍ପରକୁ ପ୍ରତେକ ଟି କଥା କହିଥାଉ । କିନ୍ତୁ ନାରଦ କହିଲେ ପ୍ରତେକ ପୁରୁଷ କେଉଁ ନା କେଉଁ କଥା ନାରୀ ଙ୍କୁ ଲୁଚାଇ ଥାନ୍ତି । ସେ ମଣିଷ ହୁଅନ୍ତୁ କି ଭଗବାନ ହୁଅନ୍ତୁ ଯାହା ପୁରୁଷ ମାନେ ସ୍ତ୍ରୀ ଙ୍କୁ ଲୁଚାଇ ଥାନ୍ତି । ଏହା ସତ କଥା ଅଟେ । ଯାହାକୁ ଶୁଣିବା ପରେ ମାତା ପାର୍ବତୀ ଆହୁରି ଚିନ୍ତାରେ ପଡିଗଲେ ଆଉ ଉତ୍ତର ଖୋଜିବାରେ ଲାଗିଲେ ।
ତେବେ ନାରଦ କହିଥିବା କଥା ଅନୁଯାୟୀ ପ୍ରତେକ ପୁରୁଷ ମାନେ ନିଜ ସତରେ ଙ୍କୁ କିଛି କଥା ଲୁଚାଇ ଥାନ୍ତି ଯାହା ଅତ୍ୟନ୍ତ ଜରୁରି ଅଟେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।