ଜୀବନଶୈଳୀ

ସ୍ଵାମୀଙ୍କ ଉପରେ ବହୁତ ସନ୍ଦେହ କରିଥାନ୍ତି ଏହି 3ଟି ନାମର ଝିଅ- Jyotisha Shastra

ବନ୍ଧୁଗଣ ସନ୍ଦେହ ଏମିତି ଏକ ଜିନିଷ ଯାହା ସଂପର୍କକୁ ପୁରା ବରବାତ କରି ରଖିଦିଏ । ଖାସ କରି ଦୁଇ ପ୍ରେମୀ ଯୁଗଳଙ୍କ ମଧ୍ୟରେ ସନ୍ଦେହର ସୃଷ୍ଟି ହେଲେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ପ୍ରେମୀ ଯୁଗଳଙ୍କ ମଧ୍ୟରେ ସନ୍ଦେହ ଏତେ ନ ଥାଏ କିନ୍ତୁ ବିବାହ ପରେ ସନ୍ଦେହ ସମ୍ପର୍କରେ ଘେରି ରହିଲେ ମାମଲା ବହୁତ ଗମ୍ଭୀର ମାନାଯାଏ । ସନ୍ଦେହ କରୁଥିବା ବ୍ୟକ୍ତି 2 ପ୍ରକାରର ହୋଇଥାନ୍ତି ଯଥା ପ୍ରମାଣ ଥାଇ ସନ୍ଦେହ କରିବା ଓ ବିନା ମତଲବରେ ପ୍ରତେକ କଥାରେ ସନ୍ଦେହ କରିଥାନ୍ତି ।

ଏଭଳି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ନିଜ ସ୍ବାମୀଙ୍କ ଉପରେ ବହୁତ ସନ୍ଦେହ କରିଥାନ୍ତି । ଆଜି ଆମେ ଆପଣଙ୍କୁ ସେହି ନାମର ମହିଳାଙ୍କ ବିଷୟରେ ବିସ୍ତାର ଭାବେ କହିବୁ । ୧- A ନାମର ମହିଳା ମାନେ : ଏହି ନ ଅମାର ମହିଳା ମାନେ ପିଲା ଦିନୁ ସନ୍ଦେହ ସ୍ବଭାବର ହୋଇଥାନ୍ତି । ସନ୍ଦେହ କରିବା ଏମାନଙ୍କର ଗୋଟେ ଖରାପ ଅଭ୍ୟାସ ହୋଇଥାଏ । ଏମାନେ କେବଳ ନିଜ ସ୍ଵାମୀ ଙ୍କୁ ନୁହେଁ ବରଂ ବନ୍ଧୁ ଓ ଅନ୍ୟ ସମ୍ପର୍କୀୟ ମାନଙ୍କୁ ସନ୍ଦେହ ଦ୍ରୁଷ୍ଟି ରେ ର୍ଦେଖିଥାନ୍ତି ।

ଏମାନଙ୍କର ସନ୍ଦେହ ନିଜ ସ୍ବାମୀଙ୍କର ଅନ୍ୟ କାରଣରୁ ନାରୀ ସହ ସମ୍ପର୍କ ରହୁଥିବାରେ ସୀମିତ ନ ଥାଏ ବରଂ ଯଦି ଏମାନଙ୍କ ସ୍ଵାମୀ କାହା ବିଷୟରେ କହିଥାନ୍ତି ତେବେ ଏହି ନାମର ନାରୀମାନେ ସନ୍ଦେହ କରିଥାନ୍ତି ସେମାନେ ମିଛ କହିଥାନ୍ତି । ଏମାନଙ୍କର ମାଇଣ୍ଡ ବହୁତ ତୀବ୍ର ହୋଇଥାଏ ।

୨- M ନାମର ମହିଳା ମାନେ : ଯେଉଁ ମହିଳା ମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଗଭିର ଭାବେ ସନ୍ଦେହ କରିଥାନ୍ତି । ଅର୍ଥାତ ଯେବେ ଏମାନଙ୍କୁ କାହା ଉପରେ ସନ୍ଦେହ ହୋଇଥାଏ ସେମାନେ ତା ବିଷୟରେ ପୁରା ତଥ୍ୟ ହାସଲ କରିଥାନ୍ତି । ଯେମିତିକି ସେହି ବ୍ୟକ୍ତି କୁଆଡେ ଯାଉଛି, କାହା ସହ ଦେଖା କରୁଛି ଇତ୍ୟାଦି ।ଏମାନଙ୍କର ଭଲ ଗୁଣ ହେଉଛି ଏମାନେ ସନ୍ଦେହ କରିଥାନ୍ତି ସତ କିନ୍ତୁ ଏହାକୁ ସେମାନେ ଜାହିର ସେ ପର୍ଯ୍ୟନ୍ତ କରନ୍ତି ନାହି ଯେବେ ଯାଏଁ ସେମାନଙ୍କ ପାଖରେ ସଠିକ ପ୍ରମାଣ ନ ଥାଏ । ଏହି କାରଣରୁ ଏମାନଙ୍କର ସ୍ଵାମୀ ବି ଜାଣିପାରେ କି ତାଙ୍କ ସ୍ତ୍ରୀ ତାଙ୍କର ଜାସୁଶୀ କରୁଛି ।

୩- S ନାମର ମହିଳା ମାନେ : ଏହି ନାମର ମହିଳା ମାନେ ନିଜ ସ୍ଵାମୀଙ୍କ ଉପରେ ସନ୍ଦେହ କରିବାରେ ପଛରେ ରୁହନ୍ତି ନାହି । ଏମାନଙ୍କର ସ୍ଵଭାବ ଜାସୁଶୀ ଟାଇପର ହୋଇଥାଏ । ଏମାନେ ନିଜ ସ୍ଵାମୀଙ୍କ ପ୍ରତେକ ହରକତରେ ନଜର ରଖିଥାନ୍ତି କାରଣ ଏମାନେ ନିଜ ସ୍ବାମୀଙ୍କ ଉପରେ ଭରସା କରନ୍ତି ନାହି । ଏମାନେ ଯାହା ଉପରେ ସନ୍ଦେହ କରିଥାନ୍ତି ଟାର ଜାସୁଶୀ କରିବା ଆରମ୍ଭ କରି ଦେଇଥାନ୍ତି ।

ଯାହା କାରଣରୁ ଅନେକ ଥର ସ୍ଵାମୀ ସହ ଏମାନଙ୍କର ଝଗଡା ହୋଇଯାଏ । ତେଣୁ ଏହି ନାମର ମହିଳା ନିଜ ସନ୍ଦେହ କୁ କଣ୍ଟ୍ରୋଲ ରେ ରହିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button