ଦେଶ ବିଦେଶ

ଆଇଏଏସ ଇନ୍ଟରଭିଉ ରେ ପଚରା ଯାଇଥିବା ଏହି ପ୍ରଶ୍ନ ଶୁଣି ଆପଣଙ୍କ ଦିମାକ ମଧ୍ୟ କରିବନି କାମ

ଆଜି ପର୍ଯ୍ୟନ୍ତ ଆପଣ ଆପଣଙ୍କର ଜୀବନରେ ଅନେକ ପରୀକ୍ଷା ଦେଇଥିବେ କିନ୍ତୁ ଆଜି ଯେଉଁ ପରୀକ୍ଷା ବିଷୟରେ ଆମେ କହିବାକୁ ଯାଉଛୁ ତାହା ଆଇଏଏସ ପରୀକ୍ଷା ଏହା ଦେଶର ସବୁଠାରୁ କଠିନ ପରୀକ୍ଷା ବୋଲି କୁହାଯାଇ ଥାଏ ,କାରଣ ଏହାକୁ ପାସ କରିବା ବହୁତ କଷ୍ଟ ହୋଇଥାଏ, ଯଦି କେହି ପାସ ବି କରିଯାଏ ତା ପରେ ଆଇଏଏସ ଇନ୍ଟରଭିଉ ରେ ସେ ପାସ କରିବା ସେମିତି କିଛି ଗ୍ୟାରେଣ୍ଟି ନଥାଏ, ଏଥିରେ ପାସ କରିବା ପାଇଁ ଆପଣଙ୍କ ପାଖେ କିଛି ଖାସ ଟ୍ୟାଲେଣ୍ଟ ଥିବା ଦରକାର । ଏହି ପରୀକ୍ଷାରେ ଜରୁରୀ ନୁହେଁ କି ଆପଣଙ୍କ ପାଖରେ ଖାଲି ଜ୍ଞାନ ଥିବା, ଜ୍ଞାନ ସହିତ ଏହି ପରୀକ୍ଷାରେ ଆପଣଙ୍କ ବ୍ୟକ୍ତିତ୍ଵ ବି ପରୀକ୍ଷା କରାଯାଇଥାଏ ।

ଆସନ୍ତୁ ଜାଣିବା ଏହି ପରୀକ୍ଷାରେ କିପରି ପ୍ରଶ୍ନ ପଚରା ଯାଇଥାଏ ଏବଂ ତାର ଉତ୍ତର କଣ ହେଇଥାଏ ।

1-ଯଦି ମୁଁ ଆପଣଙ୍କ ଭଉଣୀ ସହିତ ପଳାଏ ତାହେଲେ ଆପଣ କଣ କରିବେ ?

ଉତର -ସାର ମୋ ଭଉଣୀ ପାଇଁ ଆପଣଙ୍କ ଠାରୁ ଭଲ ବର ଆଉ କେହି ହେଇପାରିବେ ନାହିଁ ।

2-ଆପଣ ସକାଳୁ ଉଠିବେ ଆଉ ଆପଣ ଜାଣିବେ ଆପଣ ପ୍ରେଗନେଟ ଅଛନ୍ତି ତାହେଲେ ଆପଣ କଣ କରିବେ ?

ଉତ୍ତର -ମୁ ବହୁତ ଖୁସି ହେବି ଆଉ ଏ କଥା ପ୍ରଥମେ ମୋ ସ୍ବାମୀଙ୍କୁ ଯାଇ କହିବି ।

3 -ଗୋଟିଏ ବିରାଡି ଅଛି ତାର ତିନୋଟି ଛୁଆ ଅଛନ୍ତି । ସେମାନଙ୍କର ନାମ ହେଉଛି ଜାନୁୟାରୀ ,ଫେବୃଆରୀ ଓ ମାର୍ଚ । ବିରାଡିର ନାମ କଣ ।

ଉତ୍ତର -ଏହି ପ୍ରଶ୍ନରେ ହିଁ ଉତ୍ତର ଅଛି । ଧ୍ୟାନଦେଇ ପଢନ୍ତୁ । ବିରାଡିର ନାମ କଣ ଅଟେ ।

4 -ଗୋଟିଏ ଲୋକ ନିଦ ବୀନା ୮ ଦିନ କେମିତି ରହିପାରିବ ?

ଉତ୍ତର -କାରଣ ମଣିଷ ରାତିରେ ହିଁ ଶୋଇଥାଏ ,ତାହେଲେ ଦିନରେ ଶୋଇବା କଣ ଦରକାର ।

5 -ଯଦି ଗୋଟିଏ ପାଚେରି ତିଆରି କରିବାକୁ ୮ ଜଣଙ୍କୁ ୧୦ ଦିନ ଲାଗେ ତେବେ ଏହା ତିଆରି କରିବା ପାଇଁ ୪ ଜଣ ଲୋକଙ୍କୁ କେତେଦିନ ଲାଗିବା ?

ଉତ୍ତର -ଶୂନ୍ୟ ଲୋକନଙ୍କର ଦରକାର ହେବ କାରଣ ପାଚେରୀକୁ ପ୍ରଥମେ ୮ ଜଣ ଲୋକ ୧୦ ଦିନରେ ତିଆରି କରି ସାରିଛନ୍ତି ।

6 -ମୟୂର ଏକ ଏମିତି ପକ୍ଷୀ ଜିଏକି ଅଣ୍ଡା ଦେଇନଥାଏ ,ତାହାଲେ ମୟୁରର ଛୁଆ କେମିତି ହୋଇଥାଏ ?

ଉତ୍ତର -କାରଣ ମୟୂରୀ ଅଣ୍ଡା ଦେଇଥାଏ ।

7 -କଣ ଆପଣ ବୁଧବାର ,ଶୁକ୍ରବାର ଓ ରବିବାର ନାମ ନ ନେଇ ଲଗାତାର ପଡୁଥିବା ତିନୋଟି ଦିନ ଗୁଡିକର ନାମ କହିପାରିବେ ?

ଉତ୍ତର -କାଲି, ଆଜି ଏବଂ କାଲି

Related Articles

Leave a Reply

Your email address will not be published. Required fields are marked *

Back to top button