କ୍ରୀଡା

ଲର୍ଡ଼ସ ଟେଷ୍ଟ : ତୃତୀୟ ଦିନ ଲଞ୍ଚ ସୁଦ୍ଧା ଇଂଲଣ୍ଡ ୮୯/୪

ଲର୍ଡ଼ସ ଟେଷ୍ଟର ତୃତୀୟ ଦିନରେ ଲଞ୍ଚ ସୁଦ୍ଧା ଘରୋଇ ଇଂଲଣ୍ଡ ଦଳ କରିଛି ୪ ଓ୍ଵିକେଟ୍‌ରେ ୮୯ ରନ୍‌ । ଗତକାଲି ଭାରତ ୧୦୭ ରନ୍‌ କରି ଅଲଆଉଟ୍‌ ହୋଇଥିଲା । ମହମ୍ମଦ ସାମି ୨ଟି ଏବଂ ଇଶାନ୍ତ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ଦଖଲ କରିଛନ୍ତି । ସାମି ଜେନିଙ୍ଗସ ଓ ଅଧିନାୟକ ରୁଟ୍‌ଙ୍କୁ ଆଉଟ୍‌ କରିଥିଲେ । ଓପ୍ନର ଏଲିଷ୍ଟର କୁକ୍‌ଙ୍କୁ ଇଶାନ୍ତ ଏବଂ ପ୍ରଥମ ଟେଷ୍ଟ ଖେଳୁଥିବା ଓଲୀ ପପ୍‌ ୨୮ ରନ୍‌ କରି ପାଣ୍ଡ୍ୟାଙ୍କ ବଲ୍‌ରେ ଆଉଟ୍‌ ହୋଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button