13 ବର୍ଷ ପରେ ଶନି ଦୋଷରୁ ମୁକ୍ତି ପାଇବେ ଏହି 6 ଟି ରାଶି, ହେବେ କୋଟିପତି

ନମସ୍କାର ବନ୍ଧୁଗଣ ତେବେ ଯେତେବେଳେ ଗ୍ରହ ମାନଙ୍କର ଦଶା ଦିଶାରେ ଅଦଳ ବଦଳ ହୋଇଥାଏ ତେବେ ନିଶ୍ଚିତ ଭାବରେ ଏହାର ପ୍ରଭାବ ମନୁଷ୍ୟର ଜୀବନ ଉପରେ ପଡିଥାଏ । କିନ୍ତୁ ଆମ୍ଭେ ଏହି ପ୍ରଭାବକୁ ବୁଝି ପାରି ନଥାଉ । ଯାହା ଫଳରେ ଆମ ସହିତ କିଛି ଘଟଣା ଘଟି ଯାଇଥାଏ । ଆମେ ଏଠାରେ କହି ଦେଉଛୁ କି ପ୍ରତ୍ଯେକ ଗ୍ରହର ପ୍ରଭାବ ଆମର ଜୀବନ ଉପରେ ପଡିଥାଏ । ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଶନି ଗ୍ରହଙ୍କ ବିଷୟରେ କହିବାକୁ ଯାଉଛୁ ।
ବନ୍ଧୁଗଣ ଆମର ହିନ୍ଦୁ ଧର୍ମରେ ଭଗବାନ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । ଶନିଦେବ ଯେତେବେଳେ କାହା ଉପରେ ଖୁସି ହୁଅନ୍ତି ତେବେ ସେହି ମଣିଷର ସମୟ ବହୁତ ଅଧିକ ଭଲ ହେବା ଆରମ୍ଭ ହୋଇଯାଏ । ଶନିଦେବ ଜଣେ ନ୍ୟାୟପ୍ରିୟ ଗ୍ରହ ଅଟନ୍ତି । ଯିଏ ସମସ୍ତ ପ୍ରାଣୀ ସହିତ ନ୍ୟାୟ କରିଥାନ୍ତି ।
ତେବେ କିନ୍ତୁ ଯେଉଁମାନେ ଅନୈତିକ ଓ ଭୁଲ କାମ କରନ୍ତି ଭଗବାନ ଶନିଙ୍କର ଦଣ୍ଡ ଭୋଗିବାକୁ ପଡିଥାଏ । ଆପଣଙ୍କୁ କହି ଦେଉଛୁ କି ଜ୍ୟୋତିଷଙ୍କ ଅନୁସାରେ ଏମିତି କିଛି ରାଶି ରହିଛି ଯାହାଙ୍କ ଉପରେ ଭଗବାନ ଶନିଦେବ ଆଗାମୀ ୧୫ ବର୍ଷ ପର୍ଯ୍ୟନ୍ତ ପ୍ରସନ୍ନ ରହିବେ ବୋଲି କୁହାଯାଇଛି ତେବେ ଜ୍ୟୋତିଷ ଶାସ୍ତ୍ରର ଅନୁସାରେ ଗତ କାଲି ଏମିତି କିଛି ମହା ସଂଯୋଗ ହେବାକୁ ଯାଉଛି ଯାହା ଦ୍ଵାରା ମାତା ଲକ୍ଷ୍ମୀ ଓ ଭଗବାନ ଶନି ଦେବ କୌଣସି ।
ଏକ ରାଶି ଉପରେ ଏକା ସହିତ ପ୍ରସନ୍ନ ହେବାକୁ ଯାଉଛି ଯେଉଁଥିପାଇଁ ସେହି ବ୍ୟକ୍ତି ଜୀବନ ରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟ ରେ । ତେବେ ଆସନ୍ତୁ ଜାଣିବା କଣ ସେହି ରାଶି ଗୁଡିକ ।
୧- ପ୍ରଥମରେ ହେଉଛି ମେଷ ରାଶି । ତେବେ ଏହି ରାଶି ଉପରେ ଶନିଦେଵ ଙ୍କର ଅଶେଷ କୃପା ଯୋଗୁଁ । ଏହି ରାଶି ମାନଙ୍କ ଉପରେ ୧୫ ବର୍ଷ ପର୍ଯ୍ୟନ୍ତ କୌଣସି ସମସ୍ୟା ଆସିବ ନାହିଁ । ସେମାନେ ଧନ ର ଅଭାବ ଦେଖିବେ ନାହିଁ । ଏବଂ ଭଲ ଭଲ ନୂତନ ସୁଯୋଗ ମଧ୍ୟ ମିଳିବ । ଏବଂ ଆପଣ ଚିନ୍ତା କରିବା ଉଚିତ ନୁହେଁ । ସର୍ଵଦା ଶନିଦେଵ ଙ୍କ ଉପରେ ଭରସା ବିଶ୍ୱାସ କରିବା ଉଚିତ ।
୨- ଦ୍ଵିତୀୟ ରେ ହେଉଛି କର୍କଟ ରାଶି । ତେବେ ଏହି ରାଶିର ବ୍ୟକ୍ତି ମାନଙ୍କୁ ଧନ ଲାଭର ଯୋଗ ରହିଛି । ସତ୍ରୁଭୟ କମିବ । କର୍ମ ଚଞ୍ଚଳ ହେବେ । ବିଭିନ୍ନ ବାଟରେ ଆୟ କରିବେ । ବନ୍ଧୁ ସହଯୋଗ ମିଳିବ । ସ୍ବାସ୍ଥ୍ୟ ସମସ୍ୟା ସବୁ ଦୁର ହେବ । ଆର୍ଥିକ ସ୍ଥିତି ରେ ଉନ୍ନତି ହେବ । ଦ୍ବନ୍ଦରେ ପଡି କାର୍ଯ୍ୟ କରିବେ କିନ୍ତୁ ପ୍ରତେକ କାର୍ଯ୍ୟରେ ସଫଳତା ହାସଲ କରିବେ ।
୩- ତୃତୀୟ ରେ ହେଉଛି ବିଛା ରାଶି । ତେବେ ଏହି ରାଶିର ବ୍ୟକ୍ତିମାନେ ସବୁ ସମସ୍ୟାରୁ ମୁକ୍ତି ପାଇବେ । ପ୍ରେମ ସମ୍ପର୍କ ରେ ବୃଦ୍ଧି ହେବ । ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ଦାମ୍ପତ୍ୟ ଜୀବନରେ ବହୁତ ଖୁସି ମିଳିବ । ସନ୍ତାନଙ୍କ ପକ୍ଷରୁ ଖୁସି ମିଳିବ । ବ୍ୟବସାୟ ଓ କାରବାରରେ ସଫଳତା ମିଳିବ ।
୪- ଚତୁର୍ଥ ରେ ହେଉଛନ୍ତି ଧନୁ ରାଶି । ତେବେ ଏହି ରାଶି ଙ୍କ ଉପରେ ମଧ୍ୟ ଶନିଦେବ ଙ୍କର କୃପା ବର୍ଷିବ । ଏମାନଙ୍କ ପାଖରେ ଆଉ ଆତ୍ମବିଶ୍ଵାସ ର ଅଭାବ ରହିବ ନାହିଁ । ଏମାନଙ୍କର ସବୁ ମନୋସ୍କାମନା ଭଗବାନ ଶନିଦେବଙ୍କ ଦ୍ଵାରା ପୁରା ହୋଇଯିବ । କିନ୍ତୁ ଗୋଟିଏ କଥା ମନେ ରଖନ୍ତୁ କି ଆପଣଙ୍କୁ ସଂପୂର୍ଣ୍ଣ ପରିଶ୍ରମ ଓ ମନ ଧ୍ୟାନ ଦେଇ ନିଜର କାମ ଉପରେ ଧ୍ୟାନ ଦେବା ନିହାତି ଦରକାର ।
୫- ପଞ୍ଚମ ରେ ହେଉଛି କୁମ୍ଭ ରାଶି । ତେବେ ଶନିଦେବ ଆପଣଙ୍କୁ ସବୁ ସଙ୍କଟରୁ ଉଧାର କରିବେ କିନ୍ତୁ ଆପଣଙ୍କୁ ନିଜର ସମୟ ନିଜ ଜୀବନସାଥିଙ୍କ ସହିତ କାଟିବାକୁ ପଡିବ । ତେବେ ଯାଇ ଶନିଦେବ ଙ୍କର କୃପା ଦ୍ଵାରା ଆପଣଙ୍କର ସାରା ଜୀବନ ସୁଖମୟ ରହିବ । ଆପଣଙ୍କର ସବୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହୋଇଯିବ । ଯଦି ଆପଣଙ୍କର ଏ ପର୍ଯ୍ୟନ୍ତ ବିବାହ ହୋଇ ନାହିଁ ତେବେ ଏହି ସମୟରେ ଆପଣଙ୍କୁ ଏକ ଉଚିତ ଜୀବନ ସାଥୀ ମିଳିବାର ସମ୍ଭାବନା ଅଛି ।
୬- ଷଷ୍ଠ ରେ ହେଉଛି ତୁଳା ରାଶି । ତେବେ ପରିବାର ରେ ସୁଖ ଶାନ୍ତି ଲାଗି ରହିବ । ଅନେକ ଦିନ ରୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ମାତା ଲକ୍ଷ୍ମୀ ଙ୍କ କୃପା ରୁ ଆପଣଙ୍କ ନୂଆ ଅବସର ପ୍ରାପ୍ତି ହେବ ନୂଆ ଅବସର ଫଳ ରେ ଆପଣଙ୍କୁ ନୂଆ ସୁଯୋଗ ମିଳିବାର ସୁଯୋଗ ଅଛି । ତେବେ ସବୁ କ୍ଷେତ୍ର ରେ ଆପଣକୁ ସଫଳତା ମିଳିବ । ବହୁତ ଦିନ ରୁ କରୁଥିବା କାର୍ଯ୍ୟ ସମ୍ପନ୍ନ ହେବ ।