ସ୍ୱାସ୍ଥ୍ୟ

ଶରୀରର ଏହି ଦୁଇଟି ଅଙ୍ଗରେ ଭୁଲରେ ବି ସାବୁନ ଲଗାନ୍ତୁ ନାହିଁ

ଆଜିକା ସମୟରେ ସମସ୍ତେ ନିଜ ଜୀବନରେ ବହୁତ ବ୍ୟସ୍ତ ରହୁଛନ୍ତି ଏବଂ କାହା ପାଖରେ ଏତିକା ସମୟ ନାହିଁ ଯେ ସେ ଏହା ଜାଣି ପାରିବେ ଯେ ସେ କଣ ଭୁଲ ଏବଂ କଣ ଠିକ କରୁଛନ୍ତି, ମଣିଷ ସମୟ ବଞ୍ଚେଇବା ପାଇଁ ବା ଶୀଘ୍ର କାମ କରିବା ପାଇଁ ବହୁତ ଏମିତି କାର୍ଯ୍ୟ କରିଥାଏ ଯାହା ଦ୍ଵାରା ତାଙ୍କୁ ହାନି ହୋଇଥାଏ କିନ୍ତୁ କଣ ଆପଣ ଜାଣିଛନ୍ତିଯେ ଏହି ଭୁଲ କାମ ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ । ତେବେ ସଫା ରହିବା ପାଇଁ ଆଜିକା ସମୟରେ ଲୋକ ବହୁତ ପ୍ରକାର ସାବୁନ ବ୍ୟବହାର କରନ୍ତି, ତେବେ ଲୋକ ସାବୁନ ଶରୀର ଏମିତି ଅଙ୍ଗରେ ଲଗାଇଥାନ୍ତି ଯେଉଁଠି ଲଗାଇବା ଉଚିତ ହୋଇନଥାଏ ।

Image Courtesy: Google

ତେବେ ଆପଣ ମାନେ ମଧ୍ୟ ଏହା ଜାଣିଥିବେ ଯେ ସାବୁନରେ ବହୁତ ପ୍ରକାର କେମିକଲ ମିସିଥାଏ ତେବେ ଏହା ଆମ ପୁରା ଶରୀର ପାଇଁ ନୁହ କିନ୍ତୁ କିଛି ଅଙ୍ଗରେ ଲଗାଇବା ଉଚିତ ନୁହ । ତେବେ ଶରୀର ଗୁପ୍ତ ଅଙ୍ଗରେ କେବେ ବି ସାବୁନ ଲଗାନ୍ତୁ ନାହିଁ ଏହା ଦ୍ଵାରା ଜାଦୁ, କାଛୁ କୁଣ୍ଡିଆ ହୋଇଥାଏ ସେଥିପାଇଁ କେବେ ବି ସାବୁନ ଗୁପ୍ତ ଅଙ୍ଗରେ ଲଗାନ୍ତୁ ।

Image Courtesy: Google

କେବେ ବି ଗୁପତାଙ୍ଗରେ ସାବୁନ ଲଗାନ୍ତୁ ଏହା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଦୁତୀୟ ଅଙ୍ଗ ହେଲା ଆଖି, ତେବେ ଆଖି ବହୁତ ସେନସିଟିଭ ଅଙ୍ଗ ହୋଇଥାଏ, ଆଖି ବହୁତ ସୂକ୍ଷ୍ମ ଟିସୂରେ ଗଠନ ହୋଇଥାଏ, ସବୁ ଦିନ ସାବୁନ ଆଖିରେ ଲଗାଇଲେ ଆଖି ଦ୍ରୁଷ୍ଟି ଶକ୍ତି କମିଥାଏ । ଆଖି ବହୁତ ସୂକ୍ଷ୍ମ ପଦାର୍ଥରେ ଗଢା ହୋଇଥାଏ ଏହା କୌଣସି ଜିନିଷ ଦ୍ଵାରା ଖରାପ ହୋଇପାରେ ସେଥିପାଇଁ ଏହାକୁ ଅନ୍ୟ ଜିନିଷ ଠାରୁ ଖରାପ ହୋଇପାରେ ।

Image Courtesy: Google

ଆଖିରେ କୌଣସି ଜିନିଷ ଲଗେଇବା ଆଗରୁ ୧୦ ଥର ଭାବିବା ଉଚିତ କାହିଁକିନା ଆଖିରେ କିଛି ଲଗାଇଲେ ଆଖି ଇନଫେକସନ ହୋଇଥାଏ ତେବେ ଭୁଲରେ ବି ଆଖିରେ କିଛି ଲଗେଇବା ଉଚିତ ନୁହ ତେବେ ସାବୁନରେ ବହୁତ ପ୍ରକାର ହାନିକାରକ ପଦାର୍ଥ ଅଟେ ଯାହା ଆଖି ପାଇଁ ବହୁତ ଖରାପ ହୋଇଥାଏ ସେଥିପାଇଁ ଭୁଲରେ ବି ଏମିତିକା କାମ କରିବା ଉଚିତ ନୁହ । ସାବୁନ ସବୁ ଜାଗାରେ ଲଗାଇବା ଉଚିତ କିନ୍ତୁ ଶରୀର ଏହି ଦୁଇଟି ଅଙ୍ଗରେ ଲଗାଇବା ଉଚିତ ନୁହ ।

Related Articles

Leave a Reply

Your email address will not be published. Required fields are marked *

Back to top button