ବିଚାର

କାହାର ନାମ ଭାବି ବାଛନ୍ତୁ 1 ନମ୍ବର ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ନମସ୍କାର ବନ୍ଧୁଗଣ ତେବେ ଏହି ଗୋଲାପ ଭିତରୁ ଗୋଟିଏ ଗୋଲାପ ବାଛନ୍ତୁ ଏବଂ ଜାଣନ୍ତୁ ନିଜର ଭବିଷ୍ୟତ ବିଷୟରେ କିଛି ଚମତ୍କାରୀ ଗୂଢ ରହସ୍ୟ ବିଷୟରେ । ଆପଣଙ୍କର ସମୟ ଓ ଆପଣଙ୍କର ଭାଗ୍ୟ ଆପଣଙ୍କୁ କେଉଁ ଦିଗକୁ ଅଗ୍ରସର କରିବ ତାହା ମଧ୍ୟ ଏହି କଳସ ମାଧ୍ୟମରେ ଜାଣିପାରିବେ । ଆମ ଦେଶରେ ୯୦% ଲୋକମାନେ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ ରଖିଥାନ୍ତି । ଜ୍ୟୋତିଷ ଶାସ୍ତ୍ରକୁ ବିଶ୍ୱାସ କରିବା କାରଣରୁ ସେମାନଙ୍କ ଜୀବନରେ ଆସୁଥିବା ସମସ୍ତ ଦୁଃଖ କଷ୍ଟ ଓ ଦୁର୍ଦଶାରୁ ରକ୍ଷା ପାଇପାରୁଛନ୍ତି ଏବଂ ନିଜର ପୂର୍ବ ଜନ୍ମ ଏବଂ ପର ଜନ୍ମ ବିଷୟରେ ମଧ୍ୟ ଜାଣିପାରି ଥାନ୍ତି ।

କିନ୍ତୁ ଆଜିର ଏହି ପୋଷ୍ଟରେ ଆମେ ପୂର୍ବ ଜନ୍ମ ଏବଂ ପର ଜନ୍ମ ନୁହେଁ ବରଂ ଏହି ଜନ୍ମରେ କଣ ସବୁ ଘଟୁଛି ଓ ଆଗକୁ କଣ କରିବାକୁ ହେବ ତାହା ଜଣାଇବୁ । ଯାହାକୁ ଜାଣିବା ଦ୍ୱାରା ଆପଣ ନିଜ ଭବିଷ୍ୟତକୁ ଆହୁରି ଦୃଢ଼ କରିପାରିବେ । ଆପଣଙ୍କୁ କେବଳ ଏତିକି କରିବାର ଅଛି କି ଆମ ଦ୍ୱାରା ଦିଆଯାଇଥିବା ୫ ଟି ରଙ୍ଗର ଗୋଲାପ ମଧ୍ୟରୁ ଗୋଟିଏ ରଙ୍ଗର କଳସକୁ ବାଛିବାକୁ ପଡିବ । ଆସନ୍ତୁ ଜାଣିନେବା ସେହି ବିଷୟ ରେ ।

୧- ପ୍ରଥମ ନମ୍ବର ବାଛିଛନ୍ତି ତେବେ ଆପଣଙ୍କ ଅପର ପକ୍ଷ ଭାବୁଛନ୍ତି କି ସେ ଆପଣଙ୍କ ବିନା ବଞ୍ଚି ପାରିବେ ନାହି । ଏହିଭଳି ଚିନ୍ତାଧାରା ଆପଣଙ୍କ ପାଇଁ ଅନ୍ୟ ମାନଙ୍କ ମନରେ ରହିଛି । ଆପଣଙ୍କ ସହ ଯେମିତି ବି ହେଉ ଦେଖା କରିବାକୁ ଇଚ୍ଛା କରୁଛନ୍ତି । ଆପଣଙ୍କୁ ହୃଦୟ ରୁ ବହୁତ ଭଲ ପାଉଛନ୍ତି ବୋଲି ଅନୁଭବ କରୁଛନ୍ତି ।

୨- ଦ୍ୱିତୀୟ ନମ୍ବର ବାଛିଛନ୍ତି ତେବେ ଆପଣଙ୍କ ପାଇଁ ଭାବୁଛନ୍ତି କି ଆପଣ ବହୁତ ଗର୍ବୀ । ଆପଣ ସବୁବେଳେ ଗର୍ବ କରିଥାନ୍ତି ସବୁ ଜିନିଷ ପାଇଁ ଆପଣ ଗର୍ବ କରୁଛନ୍ତି । ଆପଣଂକୁ ନିଜ ରୂପ ରଙ୍ଗ ପଇସା ଆଦି ପାଇଁ ଗର୍ବରେ ରହୁଛନ୍ତି । ଆପଣ କାହା କଥା ମଧ୍ୟ ଭାବୁ ନାହାନ୍ତି । କେବଳ ନିଜ ସ୍ୱାର୍ଥ କଥା ଭାବୁଛନ୍ତି ।

୩- ତୃତୀୟ ନମ୍ବର ବାଛିଲେ ତେବେ ଆପଣଙ୍କ ଅପର ପକ୍ଷ ଭାବୁଛନ୍ତି କି ସେ ଆପଣଙ୍କ ଠାରୁ ଯେ କୌଣସି ପରିସ୍ଥିତି ରେ ଅଲଗା ହେବାକୁ ଚାହୁଁ ନାହାନ୍ତି ଆପଣଙ୍କ ଠାରୁ ଦୂରେଇ ଯିବାକୁ ଚାହୁଁ ନାହାନ୍ତି । ଆପଣଙ୍କୁ ବହୁତ ଭଲ ପାଉଛନ୍ତି । ଆପଣଙ୍କ ର ବହୁତ ଯତ୍ନ ନେବାକୁ ଚାହୁଁଛନ୍ତି ।

୪- ଚତୁର୍ଥ ନମ୍ବର ବାଛିଛନ୍ତି ତେବେ ଏହି ବ୍ୟକ୍ତି ଆପଣ ଙ୍କୁ ବହୁତ ଭଲ ପାଉଛନ୍ତି କିନ୍ତୁ ନିଜକୁ ଆପଣଙ୍କ ର ଯୋଗ୍ୟ ବୋଲି ଭାବୁ ନାହାଁନ୍ତି । ତେବେ ସେ ଭାବୁଛନ୍ତି ଆପଣଙ୍କ ର ଯେଉଁ ସବୁ ସ୍ୱପ୍ନ ଅଛି ତାହା ସେ କେବେବି ପୂରଣ କରି ପାରିବେ ନାହିଁ ସେ ଆପଣଙ୍କ ଘର ଲୋକଙ୍କ ସହ ମଧ୍ୟ ବରାଵର କରି ପାରିବେ ନାହିଁ । କିନ୍ତୁ ସେ ଆପଣ ଙ୍କୁ ବହୁତ ଭଲ ମଧ୍ୟ ପାଉଛନ୍ତି ।

୫- ପଞ୍ଚମ ନମ୍ବର ବାଛିଛନ୍ତି ତେବେ ସେ ଆପଣ ଙ୍କୁ ଜଣେ ଖୁସ୍ ମିଜାଜ ର ବ୍ୟକ୍ତି ବୋଲି ଭାବୁଛନ୍ତି । ଆପଣଙ୍କ ସହ ବହୁତ ସାରା କଥା ହେବାକୁ ଇଚ୍ଛା କରୁଛନ୍ତି । ଆପଣଙ୍କ ସହ ସାରା ଜୀବନ ଏକାଠି ହୋଇ ବଞ୍ଚିବାକୁ ଇଚ୍ଛା କରୁଛନ୍ତି । ଆପଣଙ୍କ ସହ ସାରା ଜୀବନ ପାଇଁ ମିତ୍ରତା କରିବା ପାଇଁ ସ୍ଥିର କରି ସାରିଛନ୍ତି । ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button