ଧର୍ମ

Vastu Shastra – ଭୁଲରେ ବି ଶୋଇବା ବେଳେ ଏହି ୫ଟି ଭୁଲ୍ କେବେ ବି କରିବେ ନାହିଁ, ହେଯିବେ ଭିକାରୀ

ମଣିଷ ତା ଜୀବନରେ କିଛି ନା କିଛି ଭୁଲ କରିଥାଏ । ଯାହା ର ଫଳ ତାହାକୁ ଭୋଗ କରିବାକୁ ପଡ଼ିଥାଏ । ଜାଣତରେ ହେଉ ଅବା ଅଜାଣତରେ କରୁଥିବା ଭୁଲ ର ପ୍ରାୟଶ୍ଚିତ କରିବାକୁ ପଡେ। ମଣିଷ କରୁଥିବା ଛୋଟ ଛୋଟ ଭୁଲ ଯୋଗୁଁ ତାକୁ ତା ଜୀବନରେ ବଡ଼ ବଡ଼ ସମସ୍ୟା ର ସମ୍ମୁଖୀନ ହେବାକୁ ପଡେ। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ସବୁ କାର୍ଯ୍ୟ କରିବା ର କିଛି ସଠିକ୍ ଶୈଳୀ ଥାଏ । ନଚେତ୍ ଆମ୍ଭେମାନେ ଅସୁବିଧା ରେ ପଡ଼ିଥାଉ ଓ ଏହାର ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ । ସେହିପରି ଶୋଇବା ର ମଧ୍ୟ କିଛି ନିୟମ ଥାଏ । ଏସବୁ ନିୟମ କୁ ନ ମାନିଲେ ଆମେ ଜୀବନରେ ଅନେକ କଷ୍ଟ ଭୋଗ କରିଥାଉ । ଦାରିଦ୍ର୍ୟ ଓ ଧନ ହାନି ମଧ୍ୟ ହୋଇଥାଏ।

ହିନ୍ଦୁ ଧର୍ମ ରେ ବାସ୍ତୁ ଶାସ୍ତ୍ର ର ଭୂମିକା ଖୁବ୍ ଗୁରୁତ୍ଵ ପୂର୍ଣ୍ଣ । ବାସ୍ତୁ ଶାସ୍ତ୍ର କୁ ଅନୁସରଣ କରିବା ଦ୍ୱାରା ଆମ ଜୀବନରେ କୌଣସି ପ୍ରକାର ଅଘଟଣ ଦେଖାଯାଏ ନାହିଁ । ସେହିପରି ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆମେ ଶୋଇବା ବେଳେ କେବେ ମୁଣ୍ଡ ଉପରେ ମନିପର୍ସ ଓ ଟଙ୍କା ରଖିବା ଉଚିତ୍ ନୁହେଁ ।

ଯାହା ମଣିଷ ଜୀବନରେ ଅଯଥା ଖର୍ଚ୍ଚକୁ ବୃଦ୍ଧି କରେ । ଧନ ର ହାନି ମଧ୍ୟ ହୋଇଥାଏ । ଏହିପରି କଲେ ଆପଣ ଦରିଦ୍ର ହୋଇଯିବେ । ତେଣୁ ଶୋଇବା ବେଳେ କେବେ ବି ଭୁଲ ରେ ମୁଣ୍ଡ ପାଖରେ ମନିପର୍ସ ଓ ଟଙ୍କା ରଖନ୍ତୁ ନାହିଁ।

ପ୍ରାୟତଃ ଲୋକମାନେ ଶୋଇବା ବେଳେ ମୁଣ୍ଡ ପାଖରେ ଘଣ୍ଟା ରଖିଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁଯାୟୀ ମୁଣ୍ଡ ପାଖରେ ଶୋଇବା ବେଳେ ଭୁଲ ରେ ବି ଘଣ୍ଟା ରଖିବା ଅନୁଚିତ୍ । ଏହା ଅଶୁଭ ବୋଲି ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି । ଏହା ଯୋଗୁଁ ନକରାତ୍ମକ ଶକ୍ତି ଘରକୁ ପ୍ରବେଶ କରିଥାଏ ଓ ଘର ଉପରେ କୁପ୍ରଭାବ ପଡେ।

 

ବ୍ୟକ୍ତି କେବେ ବି ଶୋଇବା ବେଳେ ମୁଣ୍ଡ ପାଖରେ ଜୋତା କିମ୍ବା ଚପଲ ଥୋଇ ଶୋଇବା ଉଚିତ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହା ଅନୁଚିତ୍ । ଘରକୁ ବିଭିନ୍ନ ପ୍ରକାରର ସମସ୍ୟା ଆସିଥାଏ । ଘରେ ମା ଲକ୍ଷ୍ମୀ ରୁହନ୍ତି ନାହିଁ । ଏହା ଯୋଗୁଁ ଘରେ ଧନ ହାନି ସହ ଦରିଦ୍ରତା ପିଛା ଛାଡେ ନାହିଁ।

 

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଶୋଇବା ବେଳେ ମୁଣ୍ଡ ପାଖରେ କେବେ ବି ସୁନା କିମ୍ବା ଚାନ୍ଦି ର ଜିନିଷ ରଖି ଶୁଅନ୍ତୁ ନାହିଁ । ସୌଭାଗ୍ୟ ବଦଳରେ ଦୁର୍ଭାଗ୍ୟ ଆପଣଙ୍କ ପିଛା ଛାଡେ ନାହିଁ। ବିଭିନ୍ନ ପ୍ରକାର ସମସ୍ୟା ଦେଖାଦିଏ । ପାରିବାରିକ ଅସୁବିଧା ସୃଷ୍ଟି ହୁଏ । ଦାରିଦ୍ର୍ୟ ପିଛା ଛାଡେ ନାହିଁ।

 

ରାତିରେ ଶୋଇବା ବେଳେ କେବେ ମୁଣ୍ଡ ପାଖରେ କୌଣସି ଧାତୁ ରେ ତିଆରି ଚାବି ରଖନ୍ତୁ ନାହିଁ। ଲୁହା ବ୍ୟତୀତ ଅନ୍ୟ କୌଣସି ଧାତୁ ରେ ତିଆରି ଜିନିଷ ରଖନ୍ତୁ ନାହିଁ। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହା ଅଶୁଭ ହୋଇଥାଏ। ଏହା ଯୋଗୁଁ ଅଭାବ ସୃଷ୍ଟି ହୋଇଥାଏ। ଧନ ର ହାନି ଓ ଦାରିଦ୍ର୍ୟ ସୃଷ୍ଟି ହୋଇଥାଏ ତ ରାତିରେ ଶୋଇବା ବେଳେ ମୁଣ୍ଡ ପାଖରେ ଲୁହା ବ୍ୟତୀତ ଅନ୍ୟ କୌଣସି ଧାତୁ ରେ ପ୍ରସ୍ତୁତ ଜିନିଷ ବା ଚାବି ରଖନ୍ତୁ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button