Vastu Tips- ଅନ୍ୟର ଅଇଁଠା ଖାଉଥିବା ଓ ଖୁଆଉଥିବା ଲୋକମାନେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ…

ବନ୍ଧୁଗଣ ଏପରି ଅଭୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ଅନ୍ୟର ଅଇଁଠା ଖାଇବା ସହ ଅନ୍ୟକୁ ନିଜର ଅଇଁଠା ଖୁଆଇ ମଧ୍ୟ ଥାନ୍ତି । କିନ୍ତୁ ହିନ୍ଦୁ ଧର୍ମରେ ଏହା ବିଷୟରେ ଅନେକ କିଛି ଉଲ୍ଲେଖ କରାଯାଇଛି । ଶାସ୍ତ୍ର ଅନୁସାରେ ଆମେ ପ୍ରତେକ ନୀତି ନିୟମ ପାଳନ କରିଥାଉ । ତେଣୁ ହିନ୍ଦୁ ଧର୍ମରେ ଶାସ୍ତ୍ରକୁ ବହୁତ ଗୁରୁତ୍ଵ ଦିଆଯାଇଥାଏ । ଶାସ୍ତ୍ରରେ ଭୋଜନ ବିଷୟରେ ମଧ୍ୟ ବର୍ଣନା କରାଯାଇଛି । ବର୍ତମାନ ସମୟରେ ଏପରି କୁହାଯାଉଛି ଯେ ଅନ୍ୟର ଅଇଁଠା ଖାଇବା ଦ୍ଵାରା ଭଲପାଇବା ବଢିଥାଏ ।

କିନ୍ତୁ ଆମକୁ ଭୋଜନ ପ୍ରସ୍ତୁତ କରିବା ଠାରୁ ପରଶିବା ପର୍ଯ୍ୟନ୍ତ ସ୍ବଚ୍ଛତା ଏବଂ ସ୍ବାତିକତାର ପାଳନ କରିବା ଉଚିତ । ଯାହା ଦ୍ଵାରା ଘରେ କେବେ ମଧ୍ୟ ଅର୍ନ ର ଅଭାବ ହୋଇନଥାଏ । ତେବେ ଶାସ୍ତ୍ରରେ ରେ ଏହା ବର୍ଣନା କରାଯାଇଛି ଯେ କେବେ ମଧ୍ୟ କାହାରି ଅଇଁଠା ଖାଇବା ଉଚିତ ହୋଇନଥାଏ । ଏହା ସହିତ କାହାକୁ ଅଇଁଠା ଖୁଆଇବା ମଧ୍ୟ ଉଚିତ ହୋଇନଥାଏ । ଏପରି କରିବା ଦ୍ଵାରା ବହୁତ କିଛି ଭୋଗିବାକୁ ପଡିଥାଏ ।

ଆପଣ ଯେଉଁ ବ୍ୟକ୍ତିର ଅଇଁଠା ଖାଉଛନ୍ତି ସେହି ବ୍ୟକ୍ତି ସବୁବେଳେ ଚାହିଁବ ଯେ ସେ କିପରି ହୋଇଥିବ ତାହା ଆପଣଙ୍କୁ ବି ଜଣା ନାହିଁ । ଅନେକ ସମୟରେ ଆପଣଙ୍କ ଖାଦ୍ୟରେ ମଧ୍ୟ କେହି କିଛି ଏଣୁତେଣୁ ମିଶାଇ ଦେଇପାରେ । ଯାହାଦ୍ୱାରା ଆପଣ ସେମାନଙ୍କ ବଶବର୍ତ୍ତି ହୋଇଯାଆନ୍ତି । ଆପଣ ମାନେ ଅନେକ ସମୟରେ ଦେଖିଥିବେ ଯେ ବ୍ୟକ୍ତିର ବାଣୀ ଏବଂ ବ୍ୟବହାର ହଠାତ ବଦଳି ଯାଏ । ସେହି ବ୍ୟକ୍ତି ତାଙ୍କ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି । ଏପରି କଳାଯାଦୁର ପ୍ରୟୋଗ ଅଇଁଠା ଭୋଜନ ଦ୍ୱାରା ହିଁ କରାଯାଇଥାଏ । ଯଦି କେହି ବ୍ୟକ୍ତି ଆପଣଙ୍କୁ ବାରମ୍ବାର ଅଇଁଠା ଖାଇବାକୁ ବାଧ୍ୟ କରୁଛନ୍ତି ତେବେ ତାଙ୍କ ଠାରୁ ଦୂରେଇ ରୁହନ୍ତୁ ।
ନକରାତ୍ମକ ଉର୍ଜାର ସଂକ୍ରମଣ । ଆମକୁ ଅନେକ ଥର ଜଣା ନଥାଏ କି ଯାହାର ଅଇଁଠା ଆମେ ଖାଉଛୁ ତାଙ୍କ ଉପରେ କାହାର ନକରାତ୍ମକ ଉର୍ଜା କିମ୍ବା ଶକ୍ତିର ସଂକ୍ରମଣ ତ ନାହିଁ । ଏମିତି ବ୍ୟକ୍ତିଙ୍କ ଅଇଁଠା ଖାଇଲେ ନକରାତ୍ମକ ଉର୍ଜା ଆମ ଉପରେ ସଂକ୍ରମିତ ହୋଇଥାଏ । ଯେଉଁଥିରେ ମୁକ୍ତି ପାଇବା ଆମ ପାଇଁ ସମ୍ଭବ ନୁହେଁ । ଅନେକ ଥର ଆମେ ଅନ୍ୟ ବ୍ୟକ୍ତିର ଅଇଁଠା ଖାଇ ନେଇଥାଉ ଯାହାର ସ୍ୱାସ୍ଥ୍ୟ ସର୍ବଦା ଖରାପ ରହିଥାଏ । ତ ତାଙ୍କର ସଂକ୍ରମିତ ରୋଗ ଆମକୁ ବି ହୋଇପାରେ । ଏହାର ପ୍ରଭାବ ଆମର ସ୍ୱାସ୍ଥ୍ୟ ଉପରେ ପଡିପାରେ ।

ଅନ୍ୟର ଅଇଁଠା ଏବଂ କରିବା ଦ୍ଵାରା କୁଣ୍ଡଳିରେ ଦୋଷ ମଧ୍ୟ ଲାଗିଥାଏ । ଯଦି ସେହି ବ୍ୟକ୍ତିର କୁଣ୍ଡଳୀରେ କୌଣସି ପ୍ରକାରର ଦୋଷ ରହିଥାଏ ତେବେ ଆପଣ ସାବଧାନ ହୋଇଯାଆନ୍ତୁ । କାରଣ ଏମିତି ବ୍ୟକ୍ତି ର ଅଇଁଠା ସେବନ କରିବା ଦ୍ୱାରା ଆପଣଙ୍କ ଉପରେ ମଧ୍ୟ କୁଣ୍ଡଳିର ଦୋଷର ପ୍ରଭାବ ପଡିଥାଏ । ତେଣୁ ଶାସ୍ତ୍ରରେ ଅନ୍ୟର ଅଇଁଠା ଖାଇବାକୁ ମନା କରାଯାଇଛି । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।



